ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ : ପୂର୍ବତନ ଟ୍ରେନି ଆଇଏଏସ ପୂଜା ଖେଡକରଙ୍କ ଜାମିନ ଆବେଦନ ଖାରଜ। ସିଭିଲ ସର୍ଭିସ ପରୀକ୍ଷାରେ ସିଟ୍ ପାଇବା ପାଇଁ ଜାଲିଆତି କରିବା ମାମଲାରେ ଆଗୁଆ ଜାମିନ ଆବେଦନ କରିଥିଲେ ଖେଡକର, ଯାହାକୁ ଆଜି ଖାରଜ କରି ଦେଇଛନ୍ତି ଅଦାଲତ। ଗତକାଲି କେନ୍ଦ୍ର ଜନସେବା ଆୟୋଗ (UPSC) ତାଙ୍କ ଆଇଏଏସ…

ଆମେ ରିଲସ ଅପେକ୍ଷା କାମରେ ବିଶ୍ୱାସ କରୁ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ସଂସଦରେ କଂଗ୍ରେସ ଅଭିଯୋଗର ଉତ୍ତର ଦେଉ ଦେଉ ରାଗିଗଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଉ ଏହାପରେ ବିରୋଧୀଙ୍କ ଉପରେ ବର୍ଷିଥିଲେ । ସିଧା ସିଧା କଂଗ୍ରେସକୁ ଟାର୍ଗେଟ କରିବା ସହିତ ସେ କହିଥିଲେ, ଆମେ କେବଳ ରିଲ୍ସ ବନେଇବା ଲୋକ ନୁହଁ । ଆମେ ଲୋକଙ୍କ ପାଇଁ କଠିନ ପରିଶ୍ରମ କରୁ ।…

ପତ୍ନୀ ହତ୍ୟାକାରୀକୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ବର : ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଫାଶୀ ଦଣ୍ଡାଦେଶ। ହତ୍ୟା ଅଭିଯୁକ୍ତଙ୍କ ମାଆ, ଝିଅ, ଭାଉଜ ଓ ୧୫ ଜଣ ସାକ୍ଷୀଙ୍କ ବୟାନ୍‌ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏସଡିଜେଏମ୍‌ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୨୨ ମସିହା ଜୁନ ୯ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଏହି ହତ୍ୟାକାଣ୍ଡ…

ବିଜେପିରେ ଯୋଗଦେଲେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା

ଭୁବନେଶ୍ବର : ବୁଧବାର ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିବା ମମତା ମହାନ୍ତ ଆଜି ବିଜେପିରେ ଯୋଗଦେଇଛନ୍ତି। ନୂଆଦିଲ୍ଲୀ ସ୍ଥିତି ମୁଖ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମଲ୍‌ ହୋଇଛନ୍ତି। ବିଜେପି ସାଧାରଣ ସଂପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାର ପୁଷ୍ପଗୁଚ୍ଛ ଦେଇ…

ଡାବୁଗାଁ କନ୍ୟାଆଶ୍ରମ ନିକଟରେ ଟ୍ରାକ୍ଟର ଓ ବାଇକ ମୁହାଁ ମୁହିଁ ଧକ୍କା ,୨ ବର୍ଷର ଝିଅ ମୃତ,ବାପା ଗୁରୁତର ଓ ପୁଅ…

କ୍ଷତି ପୂରଣ ଦାବିରେ ମୃତ ଝିଅକୁ ଧରି ରାସ୍ତା ଅବରୋଧ ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଘଟିଛି ଏକ ହୃଦୟ ବିଦାରକ ଦୂର୍ଘଟଣାରେ ବାପା ସାମ୍ନାରେ ଚାଲିଗଲା ନିଜ ଗେଲ୍ହା ଝିଅର ଜୀବନ ।ଜୀବନ ସହ ଡାକ୍ତରଖାନା ରେ ସଙ୍ଘର୍ଷ କରୁଛି ବାପା, ନବରଙ୍ଗପୁର ଡାବୁଗାଁ ନିକଟସ୍ଥ…

ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ର କାର୍ଯ୍ୟକାରିଣୀ ବୈଠକ

ଛତ୍ରପୁର : ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଗଞ୍ଜାମ ଜିଲ୍ଲା ଯୁବ-ରେଡକ୍ରସ୍ ତରଫରୁ ଜିଲ୍ଲାସ୍ତରୀୟ ବାର୍ଷିକ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ରେଡ୍ କ୍ରସ୍ ସଭାପତି ଡ଼ଃ.ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ରେ…

ନିଜ ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ ଅବସରରେ ରେଡ଼କ୍ରସ ପାଣ୍ଠିକୁ ଦାନ

ନବରଙ୍ଗପୁର : ଗରିବ, ଅସହାୟ, ଦିବ୍ୟାଙ୍ଗ ରୋଗଶଯ୍ୟାରେ ପୀଡିତ,ଦୁର୍ଘଟଣା ଗ୍ରସ୍ତ ଲୋକମାନଙ୍କର ଜରୁରୀ କାଳୀନ ସେବା ପାଇଁ ଅର୍ଥାଭାବ ପରିସ୍ଥିତି ରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । କହିବାକୁ ଗଲେ ଜରୁରୀକାଳୀନ…

୩୫ କିଲୋ ଗଞ୍ଜେଇ ସହ , ଜଣେ ଗିରଫ

ଉମରକୋଟ : ଉମରକୋଟ ଅବକାରୀ ବିଭାଗ ତରଫରୁ ୩୫ କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଉମରକୋଟ ଅବକାରୀ ବିଭାଗ ତରଫରୁ ଦିଆ ଯାଇଥିବା ସୂଚନା ଅନୁଯାଇ ଉମରକୋଟ ଅବକାରୀ ବିଭାଗର କର୍ମଚାରୀମାନେ କୌଣସି ସୂତ୍ର ରୁ ଖବର ପାଇ କୁନ୍ଦେଇ ଥାନା ଅନ୍ତର୍ଗତ ହିର୍ଲି…

ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୮ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଷ୍ଟାଡିୟମ୍ ଠାରେ ପାଳନ ନିମନ୍ତେ ଆଜି ସ୍ଥାନୀୟ ମିଶନ ଶକ୍ତି ସଭା ଗୃହରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡଃ…

କାରକୁ ଅଟକାଇ ବ୍ୟବସାୟୀଙ୍କୁ ହତ୍ୟା…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆରମୁଣ୍ଡା ହାଥିବାରୀ ରାସ୍ତାରେ ଜଣେ ବ୍ୟବସାୟୀଙ୍କ ନିର୍ଦ୍ଦୟ ହତ୍ୟା । ଏହି ଖବର ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ତା ୩୦/୦୭/୨୪ ରିଖ ଦିନ ପ୍ରାୟ ୧୦ଟା ରାତିରେ କୁଆରମୁଣ୍ଡା ଏବଂ ହାତିବାରୀ ମଧ୍ୟରେ ଥିବା…