Sign in
Sign in
Recover your password.
A password will be e-mailed to you.
କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ
ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଏମଭି-୩ ଗ୍ରାମ ନିକଟସ୍ଥ କେନ୍ଦୁପତ୍ର ଗୋଦାମରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ଅଚାନକ କେନ୍ଦୁପତ୍ର ଗୋଦାମରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ସମ୍ପୂର୍ଣ୍ଣ ଗୋଦାମ ପୋଡିଯାଇଥିଲା। ଅଗ୍ନିଶମ ସେବା ଭାରପ୍ରାପ୍ତ ଅଧିକାରୀ କମଳ ଗୌଡ଼ ତଥା!-->…
ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ
ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ତଥା କନ୍ଧମାଳର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଛନ୍ତି। ରବିବାର ଏନେଇ ଘୋଷଣା କରିଛନ୍ତି ଅଚ୍ୟୁତ ସାମନ୍ତ। ଜୁନ୍ ୯ ତାରିଖରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି।ଶ୍ରୀ ସାମନ୍ତ କହିଛନ୍ତି, ଗତକାଲି!-->…
ମୋଦୀ ସରକାର ୩.0 : ଶପଥ ନେଲେ ଶାହ, ରାଜନାଥ, ଗଡକରୀ
ନୂଆଦିଲ୍ଲୀ : ଆରମ୍ଭ ହୋଇଛି ମୋଦି ସରକାରଙ୍କ ତୃତୀୟ ଇନିଂସ । ଆଜି ସଂଧ୍ୟା ୭ଟା ୧୫ ମିନିଟରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।!-->…
ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ: କ୍ୟାମ୍ପସ୍ ପରିଷ୍କାର ପରିଚ୍ଛନ୍ନତା ପାଇଁ ଡିଇଓଙ୍କୁ ବିଦ୍ୟାଳୟ-ଗଣଶିକ୍ଷା…
ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ଶେଷ ହେବାକୁ ଯାଉଛି। ସ୍କୁଲ ଖୋଲିବା ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଜୁନ୍ ୧୮ରେ ସ୍କୁଲ ଖୋଲିବ । ଏହାର ସପ୍ତାହେ ପୂର୍ବରୁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରେଣୀଗୃହଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ପରିଷ୍କାର କରିବାକୁ ନିର୍ଦ୍ଦେଶ ରାଜ୍ୟ!-->…
ମୋଦୀଙ୍କ କ୍ୟାବିନେଟ୍ରେ ସ୍ଥାନ ପାଇଲେ ଧର୍ମେନ୍ଦ୍ର ପ୍ରଧାନ, ନେଲେ ଶପଥ
ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ତୃତୀୟ ଇନିଂସ ଆରମ୍ଭ ହୋଇଯାଇଛି। ସେ ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଆଜି ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଯାଇଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ!-->…
କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ମୋଦୀ ସରକାର। ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନରେନ୍ଦ୍ର ମୋଦୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଭବ୍ୟ!-->…
କଙ୍ଗନାଙ୍କୁ ଚାପୁଡ଼ାମାଡ଼ ଘଟଣା: ଖଲିସ୍ତାନ ଆତଙ୍କବାଦୀ ଅଭିଯୁକ୍ତ ସିଆଇଏସଏଫଙ୍କ ନାମରେ ଘୋଷଣା କରିଛି ପୁରସ୍କାର…
ନୂଆଦିଲ୍ଲୀ: ଚଣ୍ଡିଗଡ଼ ବିମାନବନ୍ଦରରେ ହିମାଞ୍ଚଳ ପ୍ରଦେଶର ସାଂସଦ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା ମାରିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଖଲିସ୍ତାନ ସମର୍ଥକ ତଥା ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ)ର ସଦସ୍ୟ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ କଙ୍ଗନା ରାଣାୱତଙ୍କୁ ଚାପୁଡ଼ା!-->…
ପୋଲିଓ ବୁନ୍ଦା ଖୁଆଇବାକୁ କହି ହସ୍ପିଟାଲରୁ ଶିଶୁପୁତ୍ର ଚୋରି ଅଭିଯୋଗ
ବାଲେଶ୍ଵର : ପୁଣି ହସ୍ପିଟାଲରୁ ଶିଶୁ ଚୋରି ଘଟଣା ସାମ୍ନାକୁ ଆସିଛି। ବାଲେଶ୍ଵର ହସ୍ପିଟାଲର ପ୍ରସୂତି ବିଭାଗରୁ ଶିଶୁପୁତ୍ରଙ୍କୁ ଚୋରି କରାଯାଇଥିବା କୁହାଯାଉଛି। ବାଲିଆପାଳ ବ୍ଲକ କୁଲହାଚଡର ଅନିତା ଦଣ୍ଡପାଟଙ୍କ ଶିଶୁପୁ୍ରଙ୍କୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ଅନିତାଙ୍କର ବାଲେଶ୍ଵର!-->…
ରାଜ୍ୟ ବିଜୁ ସେତୁ ଯୋଜନାର ଉପଦେଷ୍ଟାଙ୍କ ନାମରେ ଠକେଇ ଅଭିଯୋଗ କଲେ ଡାକ୍ତର
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ବିଜେଡି ନେତାଙ୍କ ନାମରେ ଉପଖଣ୍ଡ ଚିକିତ୍ସାଳୟର ଜଣେ ଡାକ୍ତର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଡାକ୍ତର ଜଣକ ହେଉଛନ୍ତି ସିନିୟର୍ ମେଡିସିନ ସ୍ପେଶାଲିଷ୍ଟ ସାଗର ଚନ୍ଦ୍ର ନାଏକ। ଡାକ୍ତର ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ ସେ ୨୦୧୮!-->…
ମୋଦି ୩.୦ ସରକାରରେ ନାହାନ୍ତି ସ୍ମୃତି ଇରାନୀ, ଅନୁରାଗ ଠାକୁର ଓ ନାରାୟଣ ରାଣେ !
ନୂଆଦିଲ୍ଲୀ : କୃତୀୟ ଥର ଲାଗି ମୋଦି ଦଶର ପ୍ରଧାନମନ୍ତ୍ରୀ ହେଲେ | ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ସାଂସଦମାନଙ୍କୁ ମଧ୍ୟ ଫୋନ କଲ ଯାଉଛି। ସମ୍ଭାବ୍ୟ ୫୨ ଜଣ ମନ୍ତ୍ରୀଙ୍କ ସହ ମୋଦି ମଧ୍ୟ ବୈଠକ କରି ସାରିଛନ୍ତି। ହେଲେ ମୋଦି ୩.୦ କ୍ୟାବିନେଟରୁ ବାଦ ପଡ଼ିଛନ୍ତି ୩ ବିଜେପି ହେଭିୱେଟ ସ୍ମୃତି!-->…