ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଆଣିଲା କଂଗ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସ ଲୋକସଭାରେ ଆଗତ କରାଯାଇଛି। କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଏପରି ନୋଟିସ ଦେଇଛନ୍ତି। ବିଜେପି ସାଂସଦ ଅନୁରାଗ ଠାକୁର ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦଙ୍କ ରାହୁଲ ଗାନ୍ଧିଙ୍କ…

ଇସ୍ତଫା ଦେଲେ ରାଜ୍ୟସଭା ସାଂସଦ ମମତା ମହାନ୍ତ

ଭୁବନେଶ୍ବର : ରାଜ୍ୟସଭାରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ। ମମତାଙ୍କ ଇସ୍ତଫା ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ ସୂଚନା ଦେଇଛନ୍ତି। ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମମତା। କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ପରିତିଚ ଥିଲେ। ରାଜ୍ୟସଭାରୁ…

ଜିଲ୍ଲାରେ ଗଡ଼ିଲା ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କୌଶଳରଥ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଡ଼ିଲା ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କୌଶଳ ରଥ ୩୧/୦୭/ ୨୪ ରେ ସରକାରୀ ପଲିଟେକନିକ ମଲକାନଗିରିରେ ପହଞ୍ଚିଥିଲା । ମଲକାନଗିରି ଜିଲ୍ଲା ପାଇଁ କୌଶଳ ରଥ ଅଭିଯାନକୁ ପଲିଟେକନିକ ଅନୁଷ୍ଠାନ ପରିସରରେ ଅତିରିକ୍ତ ଜିଲ୍ଲା…

ଆଇଏଏସ ପଦ ହରାଇଲେ ପୂଜା, ଭବିଷ୍ୟତରେ ବି ଦେଇ ପାରିବେନି ପରୀକ୍ଷା

ବିବାଦରେ ଥିବା ଟ୍ରେନି ଆଇଏଏସ୍‌ ପୂଜା ଖେଡ଼କରଙ୍କୁ ଶକ୍ତ ଝଟକା ଲାଗସିଛି। ସେ ତାଙ୍କ ଆଇଏଏସ୍‌ ପଦ ହରାଇଛନ୍ତି। ପୂଜା ଏଣିକି ଆଉ ଆଇଏଏସ ନୁହନ୍ତି। ଆଜି ୟୁପିଏସ ତରଫରୁ ତାଙ୍କର ପ୍ରୋଭିଜନାଲ ପ୍ରାର୍ଥିତ୍ୱ ବା ଆଇଏଏସ୍‌ ମନୋନୟନକୁ ବାତିଲ କରି ଦିଆଯାଇଛି। ଏଥିସହ…

ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକ ସହର ସମେତ ଓଡିଶାର ପାଞ୍ଚଟି ଜିଲ୍ଲାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି। ବୁଧବାର ଅପରାହ୍ନରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଖୋର୍ଦ୍ଧା (ଭୁବନେଶ୍ୱର), କଟକ, ଜଗତସିଂହପୁର, ବଲାଙ୍ଗୀର…

କଟକ ଦହିବରା ଆଳୁଦମକୁ ମିଳିବ ଜିଆଇ ଟ୍ୟାଗ !

କଟକ: କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ମିଳିବା ନେଇ ବିଧାନସଭାରେ ପ୍ରଶ୍ନ କଲେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିରୋଦସ ।  କଟକର ଦହିବରା ଆଳୁଦମ ବେଶ୍ ପ୍ରସିଦ୍ଧ ।  ଏହାର୍ ସ୍ଵାଦ ମଧ୍ୟ କାହାକୁ ଅଜଣା ଅଛପା ନୁହେଁ ।  ଏଥିପାଇଁ କଟକର ଦହିବରା ଆଳୁଦମକୁ ଜିଆଇ ଟ୍ୟାଗ ଦେବାକୁ ପଦକ୍ଷେପ…

ବିଦ୍ୟୁତ ଆଘାତରେ ପଙ୍ଗୁ ପାଲଟିଲେ ଉଦରନ , ସ୍ୱାବଲମ୍ବୀ ହେବା ନେଇ ଚିନ୍ତାରେ ଦିନ ବିତୁଛି…

ଉମରକୋଟ /ଝରିଗାଁ : ଆଜିକୁ ପ୍ରାୟ ୩ବର୍ଷ ତଳେ ନିଜ ଗାଁର ଟ୍ରାନ୍ସଫର୍ମରରେ ଫିୟୁଜ ବାନ୍ଧିବାକୁ ଯାଇ ଅସାବଧାନତା ଯୋଗୁଁ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ପଙ୍ଗୁ ପାଲଟିଗଲେ । ବାପା ଓ ମାଆଙ୍କ ଏକମାତ୍ର ପୁଅ ଥିବା ବେଳେ ବର୍ତ୍ତମାନ ପୁଅ ବାପ ମାଆଙ୍କ ପାଇଁ ବୋଝ ପାଲଟି ଯାଇଛି । ନିଜେ…

ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି

ଭୁବନେଶ୍ୱର: ରାଜ୍ୟର ୧୮ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଥିବା ନେଇ ସୂଚନା ମିଳିଛି l କିନ୍ତୁ ୧୪୭ କୋଟିରୁ ମାତ୍ର ୧୪ କୋଟି ଆଦାୟ କରିଛନ୍ତି ରାଜ୍ୟ ସରକାର l ଦୁର୍ନୀତିରେ ସାମିଲ ଥିବା ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ସୁନ୍ଦରଗଡ଼ରେ ସର୍ବାଧିକ…

ଜୀବନ ଓ ସ୍ୱାସ୍ଥ୍ୟ ବୀମା ଉପରୁ ଜିଏସ୍‌ଟି ହଟାଇବାକୁ ନିର୍ମଳାଙ୍କୁ ଚିଠି ଲେଖିଲେ ନିତିନ

ନୂଆଦିଲ୍ଲୀ : ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମାର ପ୍ରିମିୟମ ଉପରେ ଲାଗୁ ହୋଇଛି ୧୮% ଜିଏସ୍‌ଟି। ଏହି ଦୁଇ ପ୍ରକାର ବୀମା ଉପରେ ଜିଏସ୍‌ଟି ଲାଗୁ ହେବା ଜୀବନର ଅନିଶ୍ଚିତତା ଉପରେ ଟିକସ ବସେଇବା ସହ ସମାନ। ତେଣୁ ତୁରନ୍ତ ଏହି ଟ୍ୟାକ୍ସକୁ ପ୍ରତ୍ୟାହାର…

ଆସିକା ସହରର ବର୍ଜ୍ୟ ଜଳ ନିଷ୍କାସନ ଋଷିକୁଲ୍ୟା ନଦୀରେ : ପ୍ରଶାସନ ନୀରବ ଦ୍ରଷ୍ଟା..

ଏନେଇ ପ୍ରଶ୍ନ କଲେ ଆସିକା ବିଧାୟକ ସରୋଜ ପାଢ଼ୀ….ଵ୍ରହ୍ମପୁର : ଆସିକା ସହର ରେ ଦୈନଦିନ ବାହାରୁଥିବା ବର୍ଜ୍ୟ ଜଳ ନିଷ୍କାସନ ଉପରେ ପ୍ରଶ୍ନ କଲେ ବିଧାୟକ ସରୋଜ କୁମାର ପାଢ଼ୀ l ଆସିକା ଏନ ଏ ସିର ନାଳ ଗୁଡ଼ିକ ର ବର୍ଜ୍ୟ ଜଳ ପରିଚାଳନା ନକରି ସିଧା ସଳଖ ଋଷିକୂଲ୍ୟା ଓ ବଡ଼ ନଦୀରେ ମିଶୁଛି l…