ହିଞ୍ଜିଳି ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା, ସବୁଜାଣି ବଟି ନେଇ ଚୁପ୍ ବସିଛି ପୁଲିସ…

ହିଞ୍ଜିଳିକାଟୁ ୩୧!୭ ହିଞ୍ଜିଳି ଥାନା ଅଞ୍ଚଳରେ ଚାଲିଛି ଜୁଆ ଆଡ଼ା। ସଵୁ ଜାଣି ପୁଲିସ ନିରବକୁ ନେଇ ଉଠିଛି ପ୍ରଶ୍ନ । ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ପୋଡିଙ୍ଗି ଗ୍ରାମ ଗୋପିନାଥ ଖଳା ଠାକୁରାଣୀ ମନ୍ଦିର ପରିସରରେ ଜୁଆ ଆଡ଼ା ଚାଲିଛି। ବର୍ଷ ବର୍ଷ ଧରି ଏହି ଅଞ୍ଚଳରେ ଅଶାନ୍ତିକର ପରିସ୍ଥିତି…

ରୋଟାରୀ ତରଫରୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛତ୍ରପୁର ରୋଟାରୀ କ୍ଲବ୍ ସୌଜନ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।କଲେଜ୍ ଅଧ୍ୟକ୍ଷ ଡ଼ଃ. ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ, ରୋଟାରୀ କ୍ଲବ୍ ସଭାପତି ଡ଼ଃ.…

ତଣ୍ଡକି ସୁକୁମା ରାସ୍ତା ପାଲଟିଛି ମରଣ ଯନ୍ତା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଚଲାଣଗୁଡା ଏବଂ ତଣ୍ଡକି ପଞ୍ଚାୟତ ମୂଖ୍ୟ ରାସ୍ତାରେ ନୂତନ ଭାବେ ନିର୍ମିତ ହୋଇଥିବା କଲଭେଟ ଗୁଡିକର ମାଟି ଧସି ଯିବା ସହ କାଦୁଅ ହୋଇ ଯିବାରୁ ଯାତାୟତରେ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳିଛି l ଏହି ରାସ୍ତାରେ ଥିବା କଲଭେଟ ଗୁଡିକ ଏକ ପ୍ରକାର…

ଇନ୍ଦ୍ରାବତୀ ଜଲଭଣ୍ଡାରରେ ଜଲସ୍ତର 631.2ମିଟରରେ ପହଞ୍ଚିଲା

ନବରଙ୍ଗପୁର : ଇନ୍ଦ୍ରାବତୀ ଜଲଭଣ୍ଡାରରେ ଜଲସ୍ତର ବଢ଼ି 631.2ମିଟରରେ ପହଂଚିଥିବା ନେଇ ସୂଚନା ଦେଇଛି ଜିଲ୍ଲା ଜରୁରୀ କାଳୀନ ଵିଭାଗ |ଲଗାଣ ବର୍ଷା ଫଳରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ଜଳଭଣ୍ଡାର ର ଜଳ ସ୍ତର 631.2…

କେ .ଏସ୍ . ଆର୍ ରୟାଲ୍ ବେଙ୍ଗଲ ଟାଇଗର ଟାଏକୋଣ୍ଡୋ ଏକାଡେମୀର ସଫଳତା ୨୧ପଦକ ହାସଲ

ପୁରୀ : ଚଳିତ ମାସ ଜୁଲାଇ ୨୭ ଓ ୨୮ ଦୁଇ ଦିନ ଧରି ପୁରୀର ଗରୁଡ଼ ଛକସ୍ଥିତ ରେଲୱେ କଲ୍ୟାଣ ମଣ୍ଡପ ଠାରେ ବ୍ୟୋମକେଶ ଟାଏକୋଣ୍ଡୋ ଏକାଡେମୀ ଓ ଟାଏକୋଣ୍ଡୋ ଆସୋସିଏସନ ଅଫ ପୁରୀ ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲା ସ୍ତରୀୟ ୧୭ତମ କିରୋଗୀ ଓ ୯ତମ ପୁମସି ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଜେ.ଆର.ଡି ଟାଟାଙ୍କ ୧୨୦ତମ ଜୟନ୍ତୀ ପାଳନ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ଜାହାଙ୍ଗୀର ରତନଜୀ ଦାଦାଭାଇ ଟାଟାଙ୍କର ୧୨୦ତମ ଜନ୍ମଜୟନ୍ତୀକୁ ଉତ୍ସାହର ସହ ପାଳନ କରାଯାଇଛି । ଭାରତୀୟ ବିମାନ ଚଳାଚଳ ସେବାର ଜନକ ତଥା ଟାଟା ଗ୍ରୁପର ସବୁଠାରୁ ଅଧିକ ସମୟ ଧରି ଅଧ୍ୟକ୍ଷ ଥିବା ଜେ.ଆର.ଡି ଟାଟା,…

ବଳଦକୁ ଧକ୍କା ଦେଲା ବାଇକ ଚାଲକ, ବଳଦ ସହିତ ଚାଲକ ମୃତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଆଁରମୁଣ୍ଡା ଫାଣ୍ଡି ଅଧୀନରେ ଥିବା ଚୁଟିଆ ଟୋଲି ୧୪୩ ନମ୍ବର ଜାତୀୟ ରାଜପଥ ରାସ୍ତା ଉପରେ ଗତ କାଲିରାତ୍ରୀରେ ପ୍ରଚୁର ମାତ୍ରାରେ ଗାଈଗୋରୁ ଥିବାରୁ ରାସ୍ତା ଜାମ ହୋଇଥିଲା | ଜଣେ ଯୁବକ ଆରଏସ କଲୋନୀ ଏ ବ୍ଲକ, ଥାନା…

ଇଂରାଜୀଭାଷା ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ

ନବରଙ୍ଗପୁର : ସ୍ଥାନୀୟ ଦକ୍ଷତାବିକାଶ ତାଲିମ କେନ୍ଦ୍ର ଠାରେ ଇଂରାଜୀ ଭାଷା ଶିକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଉକ୍ତ ଶିବିରରେ ଜିଲ୍ଲାପାଳ ଙ୍କ ସହ ବହୁ ଅଧିକାରୀ ପ୍ରାଥମିକ ଆଶ୍ରମ ବିଦ୍ୟାଳୟର ୫୦ ଜଣ ଶିକ୍ଷକଙ୍କୁ ନେଇ ଇଂରାଜୀ ଭାଷା ଶିକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି ।…

ଯୌତୁକ ପାଇଁ ବୋହୁଙ୍କୁ ନିର୍ଯ୍ୟାତନା

ହିଞ୍ଜିଳିକାଟୁ, ୩୦ା୭ : ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରି ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୬୪୮/୨୪ରେ ଏକ ମାମଲା ରୁଜୁ କରି ସ୍ୱାମୀଙ୍କୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ…

ଯୁବତୀଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ : ସୋମବାର ରାତିରେ ହିଞ୍ଜିଳି ପୁଲିସ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି । ମୃତକା ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ କଲେଜରୋଡ ଅଞ୍ଚଳର ଆଲିଶା ସାହୁ(୧୯) । ପ୍ରକାଶ ଯେ, ଯୁବତୀ ଜଣଙ୍କ ପ୍ରତିଦିନ ପରି ସୋମବାର ରାତ୍ରଭୋଜନ ସାରି ଶୋଇବା ପାଇଁ ରୁମକୁ…