Sign in
Sign in
Recover your password.
A password will be e-mailed to you.
ମା’ ହେଲା ମୌସୁମୀ
ଭୁବନେଶ୍ବର: ବିଶ୍ୱ ବାଘ ଦିବସରେ ନନ୍ଦନକାନନରେ ଜନ୍ମ ହେଲା ବାଘ ଛୁଆ। ମା’ ହେଲା ଧଳା ବାଘୁଣୀ ମୌସୁମୀ। ମୌସୁମୀ ଓ ତା’ ଛୁଆ ସୁସ୍ଥ ଅଛନ୍ତି। ସେମାନଙ୍କ ଉପରେ ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।ମୌସୁମୀକୁ ୮ବର୍ଷ ହୋଇଛି। ୨୦୧୬ରେ ବାଘ ମନୀଷ ଓ ବାଘୁଣୀ ସ୍ନେହାଙ୍କ ମିଳନରେ ଜନ୍ମ!-->…
ପୋଖରୀରେ ବୁଡ଼ି ୩ ଶିଶୁ ମୃତ
କେନ୍ଦୁଝର : ପୋଖରୀରେ ବୁଡ଼ି ୩ ଶିଶୁ ମୃତ। କେନ୍ଦୁଝର ଜିଲ୍ଲାର ଅତୁରିକଣା ଦାହି ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି।
ଏକ ଏନଜିଓ ଶିକ୍ଷା କେନ୍ଦ୍ରକୁ ଯାଇଥିଲେ ୩ ଶିଶୁ। ସେଠାରେ ଖେଳୁଥିବା ବେଳେ ନିକଟସ୍ଥ ପୋଖରୀରେ ବୁଡ଼ିଯାଇ ୩ ଶିଶୁଙ୍କର ମୃତ୍ୟୁ ହୋଇଛି। ଶିଶୁମାନଙ୍କ ମୃତ୍ୟୁରେ!-->!-->!-->…
ବିରୋଧୀଙ୍କ ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି
ଭୁବନେଶ୍ବର: ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ନେଇ ବିରୋଧୀମାନେ ଗୃହରେ ମୁଲତବି ପ୍ରସ୍ତାବ ଆଣିଥିଲେ, ଯାହାକୁ ବାଚସ୍ପତି ସୁରମା ପାଢ଼ୀ ଅଗ୍ରାହ୍ୟ କରିଛନ୍ତି। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ବାଚସ୍ପତି କହିଛନ୍ତି। ମୁଲତବି ପ୍ରସ୍ତାବ ସତ୍ୟ ଉପରେ ଆଧାରିତ ନୁହେଁ, ଅସତ୍ୟ ଉପରେ ଆଧାରିତ!-->…
ସହିଦ ସପ୍ତାହରେ ୧୪ ନକ୍ସଲଙ୍କ ଆତ୍ମସମର୍ପଣ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ପୁଲିସ ନିକଟରେ ସହିଦ ସପ୍ତାହରେ ୧୪ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଉସୁର ଏବଂ ପାମେଲ ଏରିଆ କମିଟିର ଏହି ନକ୍ସଲମାନେ ହେଲେ ନାଗି ପଡିଆମି(୩୮), ଅର୍ଜୁନ ପୁନେମ(୨୪), ବଘେଲ ପୁନେମ(୩୫), ରଙ୍ଗା ପୋଟାମ(୨୫), ସଦରୁ ପୁନେମ(୨୬), ଅର୍ଜୁନ!-->…
କେରଳ ଭୂସ୍ଖଳନ; ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି
କଟକ : କେରଳ ବୁଲିବାକୁ ଯାଇଥିଲେ ଦୁଇ ଡାକ୍ତର ଓ ସେମାନଙ୍କ ପତ୍ନୀ। ହେଲେ ସୋମବାର ବିଳମ୍ୱିତ ରାତିରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ଦୁଇ ଓଡ଼ିଆ ଡାକ୍ତରଙ୍କ ପତ୍ତା ମିଳୁନି। ସେମାନଙ୍କ ପତ୍ନୀମାନେ ଏବେ ଅସ୍ଥାୟୀ ଭାବେ ନିର୍ମାଣ ହୋଇଥିବା ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି। ନିଖୋଜ!-->…
VVPAT ଓ EVM ମେସିନ୍ର ପୁର୍ନବିଚାର ଆବେଦନ ଖାରଜ
ନୂଆଦିଲ୍ଲୀ : ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି। VVPAT ସ୍ଲିପ୍ ସହିତ ଇଭିଏମ୍ ମେସିନ୍ ବ୍ୟବହାର କରି ଦିଆଯାଇଥିବା ଭୋଟ୍ର ୧୦୦ ପ୍ରତିଶତ ଯାଞ୍ଚ ପାଇଁ ଦାବି କରି ପୁର୍ନବିଚାର ଆବେଦନ ହୋଇଥିଲା। ଏହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।ଜଷ୍ଟିସ!-->…
ପ୍ୟାରିସ ଅଲିମ୍ପିକ୍ସ: ଭାରତକୁ ଆଉ ଏକ ପଦକ, ମନୁ-ସରବଜୋତ ରଚିଲେ ଇତିହାସ
ପ୍ୟାରିସ : ପ୍ୟାରିସ ଅଲିମ୍ପିକ୍ସରୁ ଆସିଲା ଖୁସି ଖବର। ଐତିହାସକ ବିଜୟ ହାସଲ କରିଛନ୍ତି ଶୁଟର୍ ମନୁ ଭାକର ଓ ସରବଜୋତ ସିଂହ। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ହାସଲ କରିଛନ୍ତି ବ୍ରୋଞ୍ଜ। ଏହି ବିଜୟ ସହ ମନୁ ଓ ସରବଜୋତ ଅଲିମ୍ପିକ୍ସ ମେଡାଲ ଜିତିବାରେ ପ୍ରଥମ ଶୁଟିଂ!-->…
ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ୍ ବିଲ ପାସ୍
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭାରେ ଲଭ୍ ଜିହାଦ ବିଲ (ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ (ସଂଶୋଧନ) ବିଲ୍ ୨୦୨୪) ପାସ ହୋଇଯାଇଛି । ଏହି ବିଲକୁ ସୋମବାର ଆଗତ କରାଯାଇଥିଲା ।ଏହି ବିଲ୍ ରେ ପୂର୍ବରୁ ନିର୍ଦ୍ଧାରିତ ଅପରାଧ ପାଇଁ ଦଣ୍ଡ କୁ ଦ୍ୱିଗୁଣିତ କରାଯାଇଥିବା ବେଳେ ନୂଆ ଅପରାଧକୁ ମଧ୍ୟ!-->…
‘ରେଳ ମନ୍ତ୍ରୀ ହେଉଛନ୍ତି ରିଲ୍ ମିନିଷ୍ଟର’
ନୂଆଦିଲ୍ଲୀ :ବାହାନଗାରୁ ରାଜଖରସୁଆଁ, ଦେଶରେ ବାରମ୍ବାର ଘଟୁଥିବା ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ସରକାର ଟ୍ରେନ ଦୁର୍ଘଟଣାରେ ରେକର୍ଡ କରିବାକୁ ଚାହୁଁଛନ୍ତି ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କଟାକ୍ଷ କରି କହିଛନ୍ତି।ଅଖିଳେଶ ଯାଦବ!-->…
ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ଭାରତ: ମୋଦି
ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ବଢ଼ିବ ଭାରତର ଅର୍ଥନୈତିକ ଶକ୍ତି। ଏବେ ଭାରତ ବିଶ୍ୱର ୫ମ ସ୍ଥାନରେ ରହିଛି। ଖୁବଶୀଘ୍ର ଏହା ତୃତୀୟ ସ୍ଥାନକୁ ଉଠିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII)!-->…