ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବରଣ୍ଡୁଆ ପଂଚାୟତ ରତାଂଗ ମୁନିପଦା ତିନିଛକ ନିକଟରେ ମିଳିଛି ମୃତଦେହ । ଯୁବକଙ୍କ ସନ୍ଦେହ ଜନକ ଭାବେ ପଡିଥିବା ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ସେହି ପଂଚାୟତ ରତାଂଗ ଗ୍ରାମରେ ଗୌରାଂଗ ଦାସଙ୍କ ପୁଅ କୈଳାସ ଦାସ ବୋଲି ଜଣା…

୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡ଼ିଶା

ଭୁବନେଶ୍ବର: ୨୦୩୬ ସୁଦ୍ଧା ଗଠନ ହେବ ବିକଶିତ ଓଡିଶା । ସମୃଦ୍ଧ ହେବ ଓଡିଶାର ପ୍ରତିଟି ରାଜ୍ୟ । ମୋ ସରକାର ନରପେକ୍ଷତାର ସହ କାମ କରିବ ବୋଲି କହିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋମବାର ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷଣ ପରେ…

ଅର୍ଥନୈତିକ ସର୍ଭେ ରିପୋର୍ଟ; ଆସନ୍ତା ବର୍ଷ ୬.୫-୭% ରହିପାରେ GDP

ପୂର୍ଣ୍ଣ ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଲୋକସଭାରେ ଅର୍ଥ ମନ୍ତ୍ରୀ ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରି କହିଛନ୍ତି, ବର୍ତ୍ତମାନ ଦେଶର ଅର୍ଥନୀତି ଦୃଢ ସ୍ଥିତିରେ…

ଆରମ୍ଭରୁ ବିରୋଧୀଙ୍କ କଡା ଆଭିମୁଖ୍ୟ, ତ୍ୟାଗ କଲେ ଗୃହ

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଗୃହ ଆରମ୍ଭ ହେଉ ହେଉ ରାଜ୍ୟପାଳଙ୍କ ଅଭିଭାଷଣ ପୂର୍ବରୁ ଗୃହରେ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି । ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇ ଗୃହ ତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ବିଧାୟକ । ଯାହା ଏଥର ବିଧାନସଭା…

ରେଢାଖୋଲରେ ଡବଲ ମର୍ଡର, ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀ ମୃତ

ରେଢାଖୋଲ : ରେଢାଖୋଲରେ ଘଟି ଯାଇଛି ଏକ ଲୋମହର୍ଷଣକାରୀ ଘଟଣା । ଜ୍ୱାଇଁ କରିଛି ଡବଲ ମଡର । ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶାଶୁ ଏବଂ ସ୍ତ୍ରୀଙ୍କର ହୋଇଛି ମୃତ୍ୟୁ । ରେଢାଖୋଲ ଥାନା ପୋଡାବଲଣ୍ଡା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । କୌଣସି ଘଟଣାକୁ ନେଇ ଜ୍ୱାଇଁ  ହତ୍ୟା କରିଛି ଶାଶୁ ଓ…

କଂଗ୍ରେସ ବୈଠକରେ ଯୋଗ ଦେଲେନି ତାରା

ଭୁବନେଶ୍ବର: ଆଜି ବିଧାନସଭା ଅଧିବେଶନ ପୂର୍ବରୁ ବସିଥିଲା କଂଗ୍ରେସ ବିଧାୟକ ଦଳ ବୈଠକ । ବିଧାନସଭାର ୫୪ ନଂ କକ୍ଷରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ହେଲେ ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀପତି ଓ ରମେଶ ଜେନା…

ନିଟ୍ ପେପର ଲିକ୍ ନେଇ ସଂସଦରେ ଗର୍ଜିଲେ ରାହୁଲ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ସୋମବାର କଂଗ୍ରେସ ସାଂସଦ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍‌ରେ ହୋଇଥିବା ପେପର ଲିକ୍ ନେଇ ପ୍ରଶ୍ନ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି,…

ଥାଇଲାଣ୍ଡରୁ ଓଡ଼ିଶା ଫେରାଇ ଆଣିବାକୁ କେନ୍ଦ୍ରାପଡାର ୭ ଓଡ଼ିଆ ଶ୍ରମିକଙ୍କ ନିବେଦନ

କେନ୍ଦ୍ରାପଡ଼ା: ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହଯୋଗ ଲୋଡ଼ିଛନ୍ତି ସମସ୍ତେ। ୬ ମାସ ତଳେ ଥାଇଲାଣ୍ଡ ଯାଇ ପ୍ଲାଏବୋର୍ଡ…

ଶିକ୍ଷକ ପ୍ରଶିକ୍ଷକ କେନ୍ଦ୍ରର ଅଧ୍ୟକ୍ଷଙ୍କ କ୍ଳଷ୍ଟରସ୍ତରୀୟ ବୈଠକ ପରିଦର୍ଶନ

ଛତ୍ରପୁର : ସାରା ରାଜ୍ୟରେ ଚାଲିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଏଫ୍ଏଲ୍ଏନର ସଫଳତା ପାଇଁ ନୀତି ନିର୍ଦ୍ଧାରଣ ଓ ରୂପରେଖ ଅନୁସାରେ ଗଞ୍ଜାମ ଜିଲ୍ଳା ଶିକ୍ଷକ ପ୍ରଶିକ୍ଷକ କେନ୍ଦ୍ର ( ଡ଼ାଇଟ ) ଖଲିକୋଟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପରିଡା ଛତ୍ରପୁର ବ୍ଳକର କଣମଣା ଓ କାଳିଆବାଲି…

ଆସିକାର ଏକ ଘରୋଇ ନର୍ସିଙ୍ଗହୋମରେ ଅଗ୍ନିକାଣ୍ଡ

ପ୍ରଶାସନର ଦୃଷ୍ଟି ଆଡୁଆଳରେ ଚାଲିଥିଲା ନର୍ସିଙ୍ଗ ହୋମ… ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ଖୁଲାମ ଖୁଲା ଅଣ ପଞ୍ଜିକୃତ ନର୍ସିଙ୍ଗ ହୋମ ଚାଲୁଛି। ଏହାର ନଗ୍ନ ନମୁନା ଆଜି ଆସିକା ବାଣୀବିହାରରେ ଦେଖିବାକୁ ମିଳିଛି। ଦୀର୍ଘ ବର୍ଷ ହେଲା ମା ବାପା ନଥାଇ ଏକ ଘରୋଇ ନର୍ସିଙ୍ଗ ହୋମ…