Sign in
Sign in
Recover your password.
A password will be e-mailed to you.
ଆସିକା ଓକିଲ ସଂଘ ପକ୍ଷରୁ ନୂତନ ଆଇନ ଉପରେ ଆଲୋଚନାଚକ୍ର
ଆସିକା ୨୧/୦୭/୨୪ : ଆସିକାର ଓକିଲ ସଂଘ ପକ୍ଷରୁ ଦେଶରେ ପ୍ରଚଳିତ ନୂତନ ଆଇନ ପ୍ରଣୟନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଓକିଲ ସଂଘ ର ସଭାପତି ସଭାପତି ସୁଧାଂଶୁ ଶେଖର ପଣ୍ଡାଙ୍କ ଅଧକ୍ଷତାରେ ମାନ୍ୟବର ବିଚାରପତି ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର!-->…
ଇନ୍ଷ୍ଟାଗ୍ରାମରେ ରିଲ୍ କରି ହସାଉଥିଲେ ଲୋକଙ୍କୁ, ନାଗସାପ କାମୁଡ଼ାରେ ଆଖି ବୁଜିଦେଲେ ଯୁବତୀ
ରାଜସ୍ଥାନର ଟୋଙ୍କ୍ ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି । ଇନଷ୍ଟାଗ୍ରାମରେ ରିଲ୍ କରି ଲୋକଙ୍କୁ ହସାଉଥିବା ଜଣେ ଯୁବତୀ ନାଗସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କୁ ନାଗସାପ ଦଂଶନ କରିଥିଲା । ଆଉ ନାଗ ଚୋଟରେ ସବୁଦିନ ପାଇଁ ସେ ଆଖି ବୁଜି ଦେଇଥିଲେ । ଝିଅର ମୃତ୍ୟୁରେ ପରିବାର!-->…
ଶ୍ରାବଣ ପ୍ରଥମ ସୋମବାର, କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ତା କଡାକଡି
ଭୁବନେଶ୍ବର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ସେଥିପାଇଁ ଆଜିଠୁ କଟକର ଐତିହାସିକ ଗଡଗଡ଼ିଆ ଘାଟରୁ ଜଳ ନେଇ ରାଜ୍ୟର ବିଭିନ୍ନ ଶୈବାଳୟକୁ ଯାତ୍ରା ଆରମ୍ଭ କରିଛନ୍ତି ଶିବଭକ୍ତ କାଉଡ଼ିଆ। ବୋଲବମ… ହରହର ବମ… ଧ୍ୱନୀରେ ପ୍ରକମ୍ପିତ ହେଉଛି!-->…
୪ଥର UPSC ପାସ୍ କରିଥିଲେ ବି ଦିବ୍ୟାଙ୍ଗ ପ୍ରାର୍ଥୀଙ୍କୁ ମିଳିନି ଚାକିରି
ଟ୍ରେନି ଆଇଏଏସ୍ ପୂଜା ଖେଡକରଙ୍କୁ ନେଇ ବିବାଦ ଚାଲିଥିବା ବେଳେ ଏବେ ୟୁପିଏସ୍ସି ସହ ଜଡ଼ିତ ଆଉ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ୪ଥର ୟୁପିଏସ୍ସି ପରୀକ୍ଷାରେ ପାସ୍ କରିଥିଲେ ହେଁ ଜଣେ ଦିବ୍ୟାଙ୍ଗକୁ ମିଳିନି ଚାକିରି। ପୂଜା ଖେଡକର ଦିବ୍ୟାଙ୍ଗ ସଂରକ୍ଷଣ ବ୍ୟବସ୍ଥାର!-->…
ହାଉସ୍ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ
ଭୁବନେଶ୍ବର: ହାଉସ୍ କମିଟିରେ ସ୍ଥାନ ପାଇଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ୧୨ ଜଣିଆ ହାଉସ୍ କମିଟିରେ ସ୍ଥାନ ଦେଲେ ବାଚସ୍ପତି ଓମ୍ ବିର୍ଲା। ଡ. ମହେଶ ଶର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସ୍ଥାନ ପାଇଲେ ଅପରାଜିତା।
ଏହି ୧୨ ଜଣିଆ ହାଉସ୍ କମିଟିରେ ଅଛନ୍ତି, କଲ୍ୟାଣ ବାନାର୍ଜୀ,!-->!-->!-->…
ଶରଦ ପାଓ୍ବାର ଦୁର୍ନୀତିଗ୍ରସ୍ତଙ୍କ କିଙ୍ଗପିନ୍ : ଅମିତ ଶାହା
ପୁଣେ: ଶରଦ ପାୱାରଙ୍କୁ ରାଜନୀତିରେ ଦୁର୍ନୀତିଗ୍ରସ୍ତଙ୍କ କିଙ୍ଗପିନ୍ ବୋଲି କହି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପାୱାରଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ତାଙ୍କ ସମୟରେ ମରାଠା ସଂରକ୍ଷଣ ଅଟକି ଯାଇଥିଲା । ସେ କହିଛନ୍ତି, “ମୁଁ ବହୁତ ଚିନ୍ତାକରି!-->…
ଆସନ୍ତାକାଲିଠୁ ବିଧାନସଭା, ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପି
ଭୁବନେଶ୍ଵର: ଆସନ୍ତା କାଲିଠାରୁ ଆରମ୍ଭ ହେବକୁ ଯାଉଛି ସପ୍ତଦଶ ବିଧାନସଭା। ଆସନ୍ତାକାଲି ବିଧାନସଭାର ବଜେଟ୍ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ। ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ!-->…
ଦୈନିକ ୧୪ ଘଣ୍ଟା କାମ କରିବେ କର୍ମଚାରୀ! ପ୍ରସ୍ତାବ ଦେଲେ ଏକାଧିକ କମ୍ପାନୀ
କର୍ଣ୍ଣାଟକାରେ ଥିବା ଏକାଧିକ ଆଇଟି କମ୍ପାନୀ କର୍ମଚାରୀମାନଙ୍କ ଦୈନିକ କାର୍ଯ୍ୟକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି। କମ୍ପାନୀର କର୍ମଚାରୀମାନେ ଦୈନିକ ୧୪ ଘଣ୍ଟା କାମ କରିବା ଦରକାର ବୋଲି ସେମାନେ କହିଛନ୍ତି।
କାର୍ଯ୍ୟ ଘଣ୍ଟାକୁ ୧୪କୁ ବୃଦ୍ଧି କରିବା ପାଇଁ ଆଇଟି କମ୍ପାନୀଗୁଡ଼ିକ ରାଜ୍ୟ!-->!-->!-->…
ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗୀର ସହର, ମନ୍ଦିରରେ ପଶିଲା ପାଣି
ବଲାଙ୍ଗିର: ଗତ କିଛି ଦିନ ହେବ ରାଜ୍ୟରେ ବର୍ଷାର ପ୍ରଭାବ ଜାରି ରହିଛି। ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ସନ୍ଧ୍ୟାରେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଫଳରେ ନାଳ!-->…
ବାଂଲାଦେଶୀ ଆଶ୍ରୟ ମାଗିଲେ, ନିଶ୍ଚୟ ଆଶ୍ରୟ ଦେବୁ : ମମତା ବାନାର୍ଜୀ
କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ସହିଦ ଦିବସ ରାଲିକୁ ସମ୍ବୋଧିତ କରିଛନ୍ତି। ଏହି ଅଭିଭାଷଣରେ ମମତା ବାନାର୍ଜୀ ବାଂଲାଦେଶରେ ଚାଲିଥିବା ହିଂସା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଆମକୁ ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା!-->…