କ୍ରୀଡା ପୁରସ୍କାରରୁ ହଟିବନି ବିଜୁ ବାବୁଙ୍କ ନାମ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଶନିବାର କ୍ରୀଡା ବିଭାଗ ପକ୍ଷରୁ ଆସିଥିବା ବଡ ନିଷ୍ପତ୍ତିକୁ ଖଣ୍ଡନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କ୍ରୀଡା ପୁରସ୍କାରରୁ ବିଜୁ ବାବୁଙ୍କ ନାଁ ହଟିବ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ବିଜୁ…

ଭୟଙ୍କର ଆନ୍ଦୋଳନକୁ ପ୍ରଶମିତ କରିବାକୁ ଏମିତି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ରବିବାର ବସିଲା ସୁପ୍ରିମକୋର୍ଟ। ଛୁଟି ଦିନ ସତ୍ତ୍ୱେ ବାଂଲାଦେଶ ସୁପ୍ରିମକୋର୍ଟ ଭୟଙ୍କର ଆନ୍ଦୋଳନକୁ ପ୍ରଶମିତ କରିବାକୁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ସରକାରୀ ଚାକିରିରେ ଯୁଦ୍ଧ ଭେଟରାନଙ୍କ ପରିବାର ଲୋକଙ୍କୁ ମିଳିଥିବା ସଂରକ୍ଷଣ ବ୍ୟବସ୍ଥାରେ ସର୍ବୋଚ୍ଚ ଅଦାଲତ କରିଛନ୍ତି…

ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଏ ସୋମବାର ଅର୍ଥାତ୍ ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଥିବାରୁ ଏଥିପାଇଁ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ । ଏନେଇ ସୂଚନା ଦେଇଛନ୍ତି, ସାଧାରଣ ପ୍ରଶାସନ ଓ ଲୋକସମ୍ପର୍କ ବିଭାଗ । ତେବେ ପ୍ରତି…

ରୋଟାରୀ କ୍ଲବ୍‌ ଫୁଲବାଣୀର ୪୪ ତମ ଅଧିଷ୍ଠାନ ଉତ୍ସବ…

ଫୁଲବାଣୀ :ରୋଟାରୀ କ୍ଲବ୍‌ ଫୁଲବାଣୀର ୪୪ ତମ ଅଧିଷ୍ଠାନ ଉତ୍ସବ ମହା ସମାରୋହରେ ପବ୍ଳିକ୍ ସ୍କୁଲ୍‌ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶିବଶଙ୍କର ମିଶ୍ର ଆଭାସୀ ମାଧ୍ୟମରେ ରୋଟାରୀର ସେବା ଭାବନାର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ୨୦୨୪-୨୫…

ବାଲୁଙ୍କେଶ୍ୱର ମନ୍ଦିର ରେ ଶ୍ରାବଣୀ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ…

ହିଞ୍ଜିଳିକାଟୁ ୨୧!୭ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଶ୍ରାବଣ ମାସରେ କାଉଡିଆଙ୍କ ଭିଡ କୁ ପରିଲିକ୍ଷିତ କରି ଶ୍ରାବଣୀ ଶିବ ଲିଙ୍ଗ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଜୟ କୁମାର ସ୍ଵାଇଁ…

ଚିକିତ୍ସାଧୀନ ଅବସ୍ଥାରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ

କଟକ : ପଦ୍ମଶ୍ରୀ କମଳା ପୂଜାରୀଙ୍କ ପରଲୋକ ଘଟିଛି। କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ହୃଦଘାତରେ କମଳା ପୂଜାରୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। କିଡନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ…

ବର୍ଷା ଯୋଗୁଁ ସ୍ୱାଭିମାନ ଅଞ୍ଚଳ ଅବସ୍ଥା ବେହାଲ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ…

ମାଲକାନଗିରି, ୨୦।୭ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ଵାଭିମାନ ଅଞ୍ଚଳରେ ଥିବା ଯୋଡାଆମ୍ବ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେଦ୍ରରେ ବର୍ଷା ଜଳ ରୋକିବା ପାଇଁ ବାଡ ଭାବେ ଷ୍ଟ୍ରେଚରକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା…

ଦୁଇ କଲରା ପତ୍ରିଆ ବାଘ ଛାଲ,୬ ଟି କୁଟୁରା ଛାଲ ଯବତ ସହ ୬ ଆସାମୀ ଗିରଫ…

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଟିକାବାଲି ରେଞ୍ଜ ବନବିଭାଗକୁ ମିଳିଛି ବଡ଼ ସଫଳତା । ଗତ ବୁଧବାର ଭୋର ୩ ଟା ସମୟରେ ଟିକାବାଲି ପକ୍ଷରୁ ପେଟ୍ରୋଲଙ୍ଗି ହେଉଥିବା ବେଳେ ବେହେରା ଗାଁରୁ ଲାଇନପଡାକୁ ସଂଯୋଗ କରୁଥିବା ଜଙ୍ଗଲ ମଧ୍ୟରେ ଏକ ବାଇକରେ ବାଘ ଛାଲ ନେଇ ଯାଉଥିବା ଖବର ପାଇ ଟିକାବାଲି ବନ…

ଉତ୍କଳ ବିଶ୍ବବିଦ୍ୟାଳୟରେ ନାକ ସଂସ୍କାର ପରାମର୍ଶଦାତା କର୍ମଶାଳା ଉଦଯାପିତ

ନାକ ବାଇନାରି ଆକ୍ରିଡେସନ ଆରମ୍ଭ ହେବ, ଶିକ୍ଷାନୁଷ୍ଠାନକୁ ମାନ୍ୟତା ପାଇଁ ମିଳିବ ସୁଯୋଗ ଭୁବନେଶ୍ବର : ବଦଳିଲା ନାକ ମାନ୍ୟତା ନିୟମ, ଆଉ ରହିବନି ଗ୍ରେଡେସନ। ଏଣିକି ସ୍ବୀକୃତି ଓ ଅଣ ସ୍ବୀକୃତି ଆକ୍ରିଡେସନକୁ ମିଳିବ ନାକ ମାନ୍ୟତା। ଫଳରେ ନାକ ମାନ୍ୟତା ପାଇବା ପାଇଁ…