ଓଡ଼ିଶାର ପ୍ରଗତି ପାଇଁ ବିରୋଧୀ ଦଳ ସ୍ବର ଶାଣିତ କରିବ

ଭୁବନେଶ୍ୱର,୨୦ା୭: ଶନିବାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ବସିଥିଲା। ଉକ୍ତ ବୈଠକରେ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପମୁଖ୍ୟସଚେତକ ବିଧାୟକ ପ୍ରତାପ ଦେବଙ୍କ ସମେତ ୫୧ ବିଧାୟକଙ୍କ ସହ ନବୀନ ଆଲୋଚନା…

ପୁଲିସ ହାତରେ ପେଟ୍ରୋଲପମ୍ପ ଲୁଟେରା ଗ୍ୟାଙ୍ଗ: ୫ ଗିରଫ, ଜଣେ ଫେରାର

ସୋର: ପେଟ୍ରୋଲପମ୍ପ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ଅଛନ୍ତି । ସେମାନଙ୍କ ନିକଟରୁ ଗୋଟିଏ ବିଦେଶୀ ବନ୍ଧୁକ ୨ଟି ମାଗାଯିନ ୫ ଟି ଜୀବନ୍ତ ଗୁଳି ଓ ୧ଲକ୍ଷ ୫୯ ହଜାର ନଗଦ ଟଙ୍କା ସମେତ ଗୋଟିଏ ପଲସର ବାଇକ ଗୋଟିଏ ଆପାଚି ବାଇକ…

ମାଲକାନଗିରିରୁ ଆନ୍ଧ୍ର-ତେଲେଙ୍ଗାନା ଯୋଗାଯୋଗ ବିଚ୍ଛିନ୍ନ; ଜୟପୁରରୁ ମୋଟୁକୁ ଗଡୁନି ଯାନବାହନ

ମାଲକାନଗିରି: ମାଲକାନଗିରିରେ ଗତ ୪୮ ଘଣ୍ଟା ଧରି ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜୟପୁର-ମୋଟୁ ଜାତୀୟ ରାଜପଥ ୩୨୬ ଉପରେ ରହିଥିବା ବହୁ ତଳିଆ ବ୍ରିଜଗୁଡିକ ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଯିବା ଆସିବା କରିନପାରି ଘଣ୍ଟା ଘଣ୍ଟା…

ସାଙ୍ଗମାନଙ୍କ ସହ ଗାଧୋଉଥିଲେ; ନଦୀରେ ଭାସିଗଲେ ଛାତ୍ର

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଚିତ୍ରତ୍ପୋଳା ନଦୀରେ ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଭାସିଗଲେ ଛାତ୍ର। ଅଗ୍ନିଶମ ବାହିନୀ ପହଞ୍ଚି ଛାତ୍ରଙ୍କୁ ଖୋଜାଖୋଜି କରୁଛନ୍ତି। ନିଖୋଜ ଛାତ୍ର ଜଣଙ୍କ ହେଲେ କୌଶିକ ବାରିକ। ତାଙ୍କ ଘର ପାଟକୁରା ଜଗନ୍ନାଥପୁର ଗାଁର ବୋଲି ଜଣାଯାଇଛି। ଆଜି…

ମେଡିକାଲ୍‌ରେ ପଶିଲା ଆଣ୍ଠୁଏ ଉଚ୍ଚର ପାଣି; ଭାସିଗଲା ବହୁ ଔଷଧ

ମାଲକାନଗିରି : ମେଡ଼ିକାଲ୍‌ରେ ପଶିଲା ପାହାଡ଼ିଆ ପାଣି। ଆଉ ସେହି ପାଣିରେ ଭାସିଗଲା ବହୁ ଔଷଧ। ଏପରି ଚିତ୍ର ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ। ସେପଟେ ଲଗାତାର ବର୍ଷା ଯୋଗୁ ସିଲେରୁ ଓ ସାବେରୀ ନଦୀ ଫୁଲିଥିବାରୁ ଆନ୍ଧ୍ର ଓ ତେଲେଙ୍ଗାନା…

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣା: ଜେଲ୍‌ରୁ ମୁକୁଳିଲେ ଶିବଶଙ୍କର ଦାସ

କଟକ/ବ୍ରହ୍ମପୁର: ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ୪୦ ହଜାର ଟଙ୍କାର ଦୁଇ ଜଣ ସ୍ଥାନୀୟ ଜାମିନଦାରଙ୍କ ବଦଳରେ ନିମ୍ନ ଅଦାଲତ ଶ୍ରୀ ଦାଶଙ୍କୁ ଜାମିନରେ ଛାଡ଼ିବେ ବୋଲି ହାଇକୋର୍ଟ…

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍ ଅଫ୍ ମାର୍କ, ଆଗରେ ରେଭେନ୍ସା

ଭୁବନେଶ୍ବର : ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା HSS ମିଳିତ ଭାବେ ଶୀର୍ଷରେ ରହିଛନ୍ତି। କଳା ଓ ବାଣିଜ୍ୟରେ ରାଉରକେଲା HSS ଦ୍ୱିତୀୟ…

ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ

ଭୁବନେଶ୍ବର : ରାଜ୍ୟ ସରକାର ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ବଦଳାଇ ଦେଇଛନ୍ତି। ଏହାର ନୂଆ ନାଁ ରଖାଯାଇଛି ‘ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’। ଏହା ସହିତ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ସମ୍ମାନକୁ ନେଇ ନୂଆ ଗାଇଡ୍‌ ଲାଇନ୍ ଜାରି କରାଯାଇଛି।ପୂର୍ବତନ…

ନାବାଳିକାଙ୍କୁ ଗଣଦୁଷ୍କର୍ମ; ୪ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ୪ ଲକ୍ଷ ଜରିମାନା

ଯାଜପୁର : ଗଣଦୁଷ୍କର୍ମ ଅଭିଯୋଗରେ ଯାଜପୁର ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ଆଜି ୪ଜଣ ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ସେମାନଙ୍କୁ ୪ଲକ୍ଷ ଟଙ୍କା ଜରିମାନା ଏବଂ ଅନାଦାୟ ଅଧିକ ୬ମାସ କାରାଦଣ୍ଡ ଭୋଗିବା ନେଇ ରାୟ ଶୁଣାଇଛନ୍ତି। ଏହି…

ବାଘଛାଲ ବ୍ୟବସାୟୀ ସମେତ ୪ ଶିକାରୀ ଗିରଫ

ଫୁଲବାଣୀ: ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ଟିକାବାଲି ଏବଂ ଫୁଲବାଣୀ ରେଞ୍ଜ ଅଧିକାରୀଙ୍କ ମିଳିତ ଚଢ଼ଉ କରାଯାଇ ୨ଟି କଲରାପତରିଆ ବାଘ ଓ ୩ କୁଟୁରା ଛାଲ ଜବତ ହୋଇଛି। ଏହି ମାମଲାରେ ବନବିଭାଗ ଦୁଇ ବ୍ୟବସାୟୀ ସମେତ ୪ ଶିକାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବନ୍ୟପ୍ରାଣୀ ଚମଡ଼ା କାରବାରରେ…