Sign in
Sign in
Recover your password.
A password will be e-mailed to you.
ରାହୁଲ ଏବେ କେଉଁଠି ?
ନୂଆଦିଲ୍ଲୀ: ସାଧାରଣ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହୁଥିବାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ପୁଣି ଥରେ ଖବରରେ ଅଛନ୍ତି। ସେ ଏବେ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଉଠିଛି। ବିଶେଷକରି ଜୁଲାଇ ୧୧ ରେ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ହୋଇଥିବା ବାର୍ତ୍ତାଳାପ!-->…
ଜାପାନରେ କେପି.୩ ଆତଙ୍କ, ଭାରତ ପାଇଁ ସତର୍କ ସୂଚନା !
ଟୋକିଓ: ଯଦିଓ କୋଭିଡ୍-୧୯ ବିଷୟରେ ଲୋକଙ୍କ ମନରେ ଭୟ ସମାପ୍ତ ହୋଇଛି, ତଥାପି ଏହି ଭୁତାଣୁ ଏବେ ମଧ୍ୟ ଆତଙ୍କ ରଚୁଛି। ସମ୍ପ୍ରତି କରୋନାର ନୂଆ ଭାରିଆଣ୍ଟ କେପି.୩ ଜାପାନରେ ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ଗତ କିଛି ସପ୍ତାହ ମଧ୍ୟରେ, ଏହି ନୂଆ ଭାରିଆଣ୍ଟ ସଂକ୍ରମଣ ମାମଲା ଦ୍ରୁତ!-->…
ସାଇବର କ୍ରୀତଦାସରୁ ମୁକୁଳିଲେ ୧୪ ଭାରତୀୟ, ସ୍ୱଦେଶ ଫେରିବାକୁ କରିଛନ୍ତି ଅପେକ୍ଷା
ନୂଆଦିଲ୍ଲୀ : ମାନବ ଚୋରାଚାଲାଣ କରୁଥିବା ଗ୍ୟାଙ୍ଗର ଠକାମୀରେ ଫସି କାମ୍ବୋଡିଆରେ ସାଇବର କ୍ରୀତଦାସ ଭାବେ ରହିଥିବା ୧୪ ଭାରତୀୟ ମୁକୁଳିଛନ୍ତି। ସେମାନେ ସେଠାକୁ ମୁକୁଳିବା ପରେ ମଧ୍ୟ ସ୍ୱଦେଶ ଫେରି ପାରି ନାହାନ୍ତି। ଏଥିପାଇଁ ସେମାନେ ଗୋଟିଏ ଭିଡିଓ ଜାରି କରି ଭାରତୀୟ ଦୂତାବାସର ସହଯୋଗ!-->…
ଅଶାନ୍ତ ବାଂଲାଦେଶରୁ ଫେରିଲେ ୧୦୦୦ ଭାରତୀୟ ଶିକ୍ଷାର୍ଥୀ, ୪୦୦୦ ଏବେ ବି ଫସିରହିଛନ୍ତି
ନୂଆଦିଲ୍ଲୀ : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୋଡ଼ାଜଳା ଓ ଭଙ୍ଗାରୁଜା ଯୋଗୁ ପୂରା ଦେଶ ଗୃହଯୁଦ୍ଧ ସ୍ଥିତିକୁ ଚାଲି ଯାଇଛି। ଏପରି ସ୍ଥିତିରେ ବାଂଲାଦେଶରେ ପାଠପଢ଼ିବାକୁ ଯାଇଥିବା ୫୦୦୦ରୁ ଅଧିକ ଭାରତୀୟ ଶିକ୍ଷାର୍ଥୀ ଫସି ରହିଥିଲେ।ସେମାନଙ୍କ!-->…
ୟୁପିଏସ୍ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ
ନୂଆଦିଲ୍ଲୀ : ୟୁପିଏସ୍ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନୀ। ମନୋଜ ସୋନୀଙ୍କ କାର୍ଯ୍ୟକାଳ ୨୦୨୯ ମସିହାରେ ଶେଷ ହୋଇଥାନ୍ତା। ମାତ୍ର ପ୍ରାୟ ୫ ବର୍ଷ ପୂର୍ବରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପଛର କାରଣ ଜଣାପଡ଼ି ନ ଥିବା ବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା!-->…
ମହାରାଷ୍ଟ୍ରରେ ହେବକି ଓଲଟପାଲଟ ? ଅଜିତ ପାଓ୍ବାରଙ୍କ ବୈଠକରେ ପହଞ୍ଚିଲେ ଶରଦ ପାଓ୍ବାର
ପୁଣେ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ନୂଆ ରୂପ ନେଇପାରେ । ରାଜନୀତିରେ ନିଜ ଦାଦା ଶରଦ ପାୱାରଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ଅଜିତ ପାୱାର ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି- ବିଧାନସଭା ନିର୍ବାଚନ-୨୦୨୪ ପୂର୍ବରୁ ପାୱାର!-->…
ଆତଙ୍କବାଦୀଙ୍କ ପାଖରୁ ମିଳିଲା ଅଷ୍ଟ୍ରିଆ ନିର୍ମିତ ଅତ୍ୟାଧିନିକ ରାଇଫଲ, ଚିନ୍ତାରେ ସୁରକ୍ଷାବାହିନୀ
ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲାର କେରଣ ସେକ୍ଟରରେ ହୋଇଥିବା ଏକ ଏନକାଉଣ୍ଟରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ନିକଟରୁ ଅଷ୍ଟ୍ରିଆରେ ନିର୍ମିତ ଷ୍ଟିୟର ଏୟୁଜି ରାଇଫଲକୁ ସେନା କର୍ମଚାରୀଙ୍କ ଜବତ କରିଛନ୍ତି । ଷ୍ଟିୟର ଏୟୁଜି ରାଇଫଲ ଜବତ ପରେ ସୁରକ୍ଷା ଏଜେନ୍ସିମାନେ ଚିନ୍ତିତ!-->…
ଉପନିର୍ବାଚନ ଯୋଗୀଙ୍କ ପାଇଁ ଅଗ୍ନିପରୀକ୍ଷା, ଯଦି ଜିତନ୍ତି ତେବେ କେଶବ ପ୍ରସାଦ-ବ୍ରଜେଶ ପାଠକଙ୍କର କ’ଣ ହେବ?
ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବିଜେପି ମଧ୍ୟରେ ବହୁ ମତଭେଦ ରହିଛି। ବର୍ତ୍ତମାନ ଏହାକୁ ଲୁଚାଇବାରେ କେନ୍ଦ୍ରୀୟ ନେତୃତ୍ବ ଅସଫଳ ହୋଇଥିବା ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ବିଜେପିରେ ଅଶାନ୍ତି ମଧ୍ୟରେ ରାଜ୍ୟରେ ଉପନିର୍ବାଚନ ହେବାକୁ ଯାଉଛି।ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,!-->…
ନିଟ-ୟୁଜି ପରୀକ୍ଷା : ପୁନଃ ପରୀକ୍ଷା ପରେ ଶତପ୍ରତିଶତ ନମ୍ବର ରଖିଥିବା ସବୁ ପିଲାଙ୍କ ନମ୍ବର କମିଲା
ନୂଆଦିଲ୍ଲୀ : ନିଟ-ୟୁଜିର ମୂଳ ପରୀକ୍ଷାରେ ହରିୟାଣାର ଗୋଟିଏ କେନ୍ଦ୍ରର ୬ ଜଣ ପିଲା ୭୨୦ରୁ ୭୨୦ ମାର୍କ ରଖି ଟପ୍ପର ହୋଇଥିଲେ। କିନ୍ତୁ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଜୁନ ୨୪ରେ ପୁନଃ ପରୀକ୍ଷା ବାଧ୍ୟତାମୂଳକ କରିଥିଲେ। ପୁନଃ ପରୀକ୍ଷାରେ ଏକଦା!-->…
ହରିୟାଣା ପାଇଁ ଆପ୍ର ଗ୍ୟାରେଣ୍ଟୀ: ମିଳିବ ମାଗଣା ବିଜୁଳି, ମହିଳା ପାଇବେ ହଜାରେ ଟଙ୍କା
ନୂଆଦିଲ୍ଲୀ : ଆସନ୍ତା ଅକ୍ଟୋବରରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାପୂର୍ବରୁ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାସୀନ ଆପ୍ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ଗ୍ୟାରେଣ୍ଟୀ କାର୍ଡ ଜାରି କରିଛି।ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ!-->…