ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦାନ୍ତ ବହିର୍ବିଭାଗର ଶୁଭାରମ୍ଭ

ଛତ୍ରପୁର : ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘଦିନ ହେଲା ଦନ୍ତ ଚିକିତ୍ସକ ଥିବା ସତ୍ତ୍ବେ, ଦାନ୍ତ ଚିକିତ୍ସା ଉପକରଣମାନ ଆଜି ଅଧିକ୍ଷକ ଡ଼ା ସୌମ୍ୟ କାନ୍ତ ମହାପାତ୍ର ଓ ଦାନ୍ତ ଚିକିତ୍ସକ ଡ଼ା ଅଜିତ ନାୟକ ଙ୍କ ତତ୍ତ୍ଵାବଧାନରେ ସ୍ଥାପିତ କରାଯାଇଛି। ଏହି…

ନଦୀକୂଳରେ ଡ୍ୟାମ ନିର୍ମାଣ ବିରୋଧ ସହ କାମବନ୍ଦ କରିବାକୁ ଦାବିକଲେ କମଳାପଦର ଗ୍ରାମବାସୀ

ମାଲକାନଗିରି : ଖଇରପୁଟ ବ୍ଲକ ଅନ୍ତର୍ଗତ,ଗୋବିନ୍ଦ ପାଲ୍ଲୀ ପଞ୍ଚାୟତର କମଳା ପଦର ଗ୍ରାମ ନିକଟରେ ଗାରିଆ ନଦୀକୂଳ ଲାଗି ରହିଛି l ଏହି ନଦୀ ଦୁଇ ପାର୍ଶ୍ଵରେ କେତେ ଗୁଡିଏ ଗାଁ ରହିଛି,କମଳା ପଦର,ଗୋଜିଆ ଗୁଡା, ବାଲି ଆମ, ପାକନା ଗୁଡା,ଭଳି ଅନେକ ଗ୍ରାମ l ନଦୀରେ ଡ୍ୟାମ ନିର୍ମାଣ ହେଲେ ଏହି…

ବିଧାୟକଙ୍କ ଆସିକା ମେଡିକାଲ ପରିଦର୍ଶନର ପ୍ରଭାବ : ୩ ଜଣ ସେବିକାଙ୍କୁ ଡେପୁଟେସନରେ ପଠାଇଲେ ସିଡିଏମଓ…

ଆସିକା : ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଗତ ୧୧ ତାରିଖ ଦିନ ବିଧାୟକ ସରୋଜ କୁମାର ପାଢ଼ୀ ଅଚାନକ ଗସ୍ତ କରିଥିଲେ l ବିଧାୟକ ଶ୍ରୀ ପାଢ଼ୀ ରୋଗୀ ମାନଙ୍କ ସହ ସ୍ୱାସ୍ଥ୍ୟ ସେବା ଉପରେ ଆଲୋଚନା କରୁଥିବା ବେଳେ କିଛି ରୋଗୀ ଏବଂ ସମ୍ପର୍କୀୟ ମାନେ କାର୍ଯ୍ୟରତ ସେବିକା ସଠିକ ସ୍ୱାସ୍ଥ୍ୟ ସେବା…

ବିଲକିସ୍‌ ବାନୋ ମାମଲା: ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍‌ ବାନୋ ମାମଲାର ଦୁଇ ଦୋଷୀ ରାଧେଶ୍ୟାମ ଓ ରାଜୁ ଭାଇକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ ନୂତନ କ୍ଷମା…

ଲାକ୍ଷାଦ୍ୱୀପରେ ନିର୍ମାଣ ହେବ ୨ଟି ସାମରିକ ଏୟାରଫିଲ୍ଡ

ଲାକ୍ଷାଦ୍ୱୀପର ଅଗାତି ଓ ମିନିକୋୟ ଆଇଲାଣ୍ଡ୍‌ରେ ଦୁଇଟି ନୂତନ ଏୟାରଫିଲ୍ଡ ନିର୍ମାଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ଭାରତ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଅଗାତିଠାରେ ଥିବା ପୁରୁଣା ରନୱେକୁ ସୁଧୁରାଯାଇ ଏହାକୁ ବୃଦ୍ଧି କରାଯିବ । ଏହିପରି ମିନିକୋୟରେ ଏକ…

ଯୋଗୀଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ଦେଇଥିଲେ ଯୁବକ, ଉଠାଇ ନେଲା ପୁଲିସ୍‌

ରାତାରାତି ଫେମସ୍‌ ହେବା ପାଇଁ ଯୁବକ ଘଟାଇଲେ ଅଜବ କାଣ୍ଡ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ବମ୍‌ରେ ଉଡ଼ାଇଦେବାକୁ ଦେଇଦେଲେ ଖୁଲମଖୁଲା ଧମକ । ଫଳରେ ଫେମସ୍‌ ହେବା ପରିବର୍ତ୍ତେ ଯୁବକଜଣକ ଏବେ ଜେଲ୍‌ ଚାରିକାନ୍ଥରେ ଦିନ କାଟୁଛନ୍ତି। ଏପରି ଅଭାବନୀୟ କାଣ୍ଡ ଘଟାଇଥିବା…

ଦିଲ୍ଲୀ ସରକାର ମାଗିଲେ ୧୦ ହଜାର କୋଟି ଟଙ୍କା, କେନ୍ଦ୍ର ବଜେଟ୍‌ ପୂର୍ବରୁ ଏହି ଦାବି ରଖିଲେ ଅର୍ଥମନ୍ତ୍ରୀ ଆତିଶୀ

ଜାତୀୟ ରାଜଧାନୀର ବିକାଶ ପାଇଁ କେନ୍ଦ୍ର ସରକାରଙ୍କଠାରୁ ୧୦,୦୦୦ କୋଟି ଟଙ୍କା ମାଗିଛନ୍ତି ଦିଲ୍ଲୀ ସରକାରଙ୍କ ଅର୍ଥମନ୍ତ୍ରୀ ଆତିଶୀ । ସେ କହିଛନ୍ତି ଯେ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କୁ ୨ ଲକ୍ଷ କୋଟି ଟଙ୍କାର ଟିକସ ମିଳୁଛି, କିନ୍ତୁ ଏହାର ପ୍ରତିବଦଳରେ ଦିଲ୍ଲୀକୁ କିଛି ମିଳୁ ନାହିଁ ।…

ବଢ଼ିଲା ଆଇଏଏସ ପୂଜା ଖେଡକରଙ୍କ ଅଡ଼ୁଆ, ମାମଲା ରୁଜ୍ଜୁ କଲା ୟୁପିଏସସି

ନୂଆଦିଲ୍ଲୀ: ଆଇଏଏସ୍ ପୂଜା ଖେଡକରଙ୍କ ସମସ୍ୟା ବଢ଼ିଛି। ଆଇଏଏସ୍ ଅଫିସର ପୂଜା ଦିଲ୍ଲୀପ ଖେଡକରଙ୍କ ବିରୋଧରେ ସଂଘ ଲୋକସେବା ଆୟୋଗ ବା ୟୁପିଏସସି ଏକ ମାମଲା ରୁଜୁ କରିଛି। ଜାଲିଆତି ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତାଙ୍କର ଆଇଏଏସ ପଦ ରଦ୍ଦ ପାଇଁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍…

ବୈଜୟନ୍ତ ପଣ୍ଡା ହେଲେ ପାର୍ଲାମେଣ୍ଟ ବିଜନେସ୍ ଆଡଭାଇଜରୀ କମିଟି ସଦସ୍ୟ

ସଂସଦର ବିଜନେସ ଆଡଭାଇଜରୀ କମିଟି ପାଇଁ ମନୋନୀତ ହେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ବିଭିନ୍ନ ଦଳର ୧୪ ଜଣ ସାଂସଦଙ୍କୁ କମିଟି ପାଇଁ ମନୋନୀତ କରିଛନ୍ତି ବାଚସ୍ପତି ଓମ୍ ବିର୍ଲା। ଯେଉଁଥିରେ ଓଡ଼ିଶାରୁ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,…

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲା; ୪ ଡାକ୍ତରୀ ଛାତ୍ର ଗିରଫ

ନିଟ-ୟୁଜି ପ୍ରଶ୍ନପତ୍ର ଘୋଟାଲା ମାମଲାରେ ୪ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଛି ସିବିଆଇ। ସଂପୃକ୍ତ ଅଭିଯୁକ୍ତମାନେ ବିହାର ପାଟନା ଏମ୍ସର ଡାକ୍ତରୀ ଛାତ୍ରମାନେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ୪ ଡାକ୍ତରୀ ଛାତ୍ର ଏମବିବିଏସ୍ ତୃତୀୟ ବର୍ଷର ଚନ୍ଦନ ସିଂ, ରାହୁଲ…