ଗଛରେ ପିଟିହେଲା ଆମ୍ବୁଲାନ୍ସ; ରୋଗୀ ମୃତ, ୩ ଗୁରୁତର

ଯାଜପୁର: ଭାରସାମ୍ୟ ହରାଇ ଗଛରେ ପିଟିହେଲା ଆମ୍ବୁଲାନ୍ସ। ଦୁର୍ଘଟଣାରେ ଜଣେ ରୋଗୀର ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ସମେତ ୩ ଗୁରୁତର ଆହତ ହୋଇଛନ୍ତି। ଯାଜପୁର ଜିଲ୍ଳା ବିଞ୍ଝାରପୁର ଥାନା ଅନ୍ତର୍ଗତ ବରହମପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ…

ଓଡ଼ିଶାରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ, ଯୋଗ ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ପୁରୀ: ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ। ଏହାକୁ ଉଦଘାଟନ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଓ ବିଭିନ୍ନ ପଦାଧିକାରୀ ଏହି ବୈଠକରେ ଯୋଗ ଦେଇଛନ୍ତି। ରାଷ୍ଟ୍ରୀୟ…

ଭିମସାରରେ ଯୁବତୀଙ୍କ ଅସ୍ତ୍ରୋପଚାର: ମୁଣ୍ଡ ଭିତରୁ ବାହାର କରାଗଲା ୭୩ଟି ଇଞ୍ଜେକେସନ ଛୁଞ୍ଚି

ବଲାଙ୍ଗୀର : ମୁଣ୍ଡ ଭିତରୁ ବାହାରିଲା ପୁଳା ପୁଳା ଛୁଞ୍ଚି । ଯିଏ ଦେଖୁଛି ସିଏ ହତବାକ୍ । ଗୋଟିଏ କି ଦୁଇଟି ନୁହେଁ ଖପୁରୀ ଭିତରେ ଖଞ୍ଜା ହୋଇଥିଲା ୭୩ଟି ଇଞ୍ଜେକସନ୍ ଛୁଞ୍ଚି । ଅନ୍ଧବିଶ୍ୱାସର ଅଭାବନୀୟ କାହାଣୀ, ଆଉ ତାନ୍ତ୍ରିକର ଅଜବ ଚିକିତ୍ସା । ଡାକ୍ତରଖାନା ବେଡରେ ଶୋଇ ଯୁବତୀ…

ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ: ଘୋଷଯାତ୍ରାର ଆଜି ହେଉଛି ଶେଷ ଦିବସ  l ଆଜି ଶ୍ରୀକ୍ଷେତ୍ରରେ ରଥାରୂଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  l ମହାପ୍ରଭୁଙ୍କୁ ଆଶୀର୍ବାଦ ନେଇଛନ୍ତି । ଚଳିତବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳା ସହ ସଂପନ୍ନ ହେବାକୁ ଯାଉଛି  । ଆଡ଼ପ…

ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର, ୨୦ ହଜାର ଟଙ୍କା ନେଉଥିଲେ ଲାଞ୍ଚ

କେନ୍ଦୁଝର: ଭିଜିଲାନ୍ସ ଜାଲରେ ମେଡିକାଲ ଅଫିସର । ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ କେନ୍ଦୁଝର ଜିଲ୍ଲା ସାଇଁକୁଳ ମେଡିକାଲ ଅଫିସର ଡା. ରଞ୍ଜିତ କୁମାର ରାଉତ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। …

ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ନେଇ ଚେତାବନୀ ଦେଲା ଏସସିବି ହାଉସ୍ ସର୍ଜନ୍ ସଂଘ

କଟକ: ହାଉସ୍ ସର୍ଜନ୍ ସଂଘ ଓ ନର୍ସ ସଂଘ ବିବାଦ ସମ୍ପୂର୍ଣ୍ଣ ତୁଟୁନି। ଏଥିଲାଗି ଅଗଷ୍ଟ ୧ ପରେ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇପାରେ। ଏନେଇ ପ୍ରେସ ରିଲିଜ୍ ଜାରି କରି ଜଣାଇଛି ଏସସିବି ହାଉସ୍ ସର୍ଜନ୍ ସଂଘ। ମିଳିଥିବା ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ପୁଣି…

ଅସରାଏ ବର୍ଷାରେ ବିଇଓ ଅଫିସରେ ପଶିଲା ପାଣି

ପିପିଲି : ଅଫିସ ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଅସରାଏ ବର୍ଷାରେ ଉବୁଟୁବୁ ପୁରୀ ଜିଲ୍ଲା କଣାସ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ । ଫଳରେ ଅଫିସ ଆସୁଥିବା କର୍ମଚାରୀ , ଶିକ୍ଷକ ଓ ଅଭିଭାବକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନ ଆସିଲେ ପ୍ରତିବର୍ଷ…

ଅବପାତରେ ପରିଣତ ହେଲା ଲଘୁଚାପ କ୍ଷେତ୍ର

ଭୁବନେଶ୍ବର: ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୁଦୃଶ ଲଘୁଚାପ କ୍ଷେତ୍ର । ଏବେ ପୁରୀ ଠାରୁ ଦକ୍ଷିଣପୂର୍ବ ଦିଗରେ ୭୦ କିମି ଦୂରରେ ଓ ଗୋପାଳପୁରରୁ ପୂର୍ବ ଦିଗରେ ୧୩୦ କିମି ଦୂରରେ ରହିଛି ସୃଷ୍ଟ ଅବପାତ। କାଲି ସକାଳ ସୁଦ୍ଧା ଏହା ଉତ୍ତରପଶ୍ଚିମ ମୁହାଁ ହୋଇ ପୁରୀ ଅତିକ୍ରମ କରିବ । …

ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ

ସୋର: ସ୍ତ୍ରୀକୁ ପିଟିପିଟି ମାରିଦେଲା ମଦ୍ୟପ ସ୍ୱାମୀ । ଗତକାଲି ବିଳମ୍ବିତ ରାତିରେ ଔପଦା ଥାନା କମାରପାଳ ଗ୍ରାମର ସ୍ୱାମୀ ପାଣ୍ଡୁ ସିଂ ମଦ ନିଶାରେ ସ୍ତ୍ରୀ ଜାନୁ ସିଂଙ୍କୁ ପିଟିପିଟି ମାରିଦେଇଥିବା ନେଇ ଜାନୁ ସିଂଙ୍କ ଭଉଣୀ ଔପଦା ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ…

୨୧ରେ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତା ୨୧ ତାରିଖରେ ବସିବ ଓଡ଼ିଶା ବିଧାନସଭାର ସର୍ବଦଳୀୟ ବୈଠକ। ସେହି ଦିନ ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବଜେଟ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା ଲାଗି ସହଯୋଗ ଲୋଡ଼ିବେ ବାଚସ୍ପତି। ବୈଠକ ପୂର୍ବରୁ ନିଯୁକ୍ତ ହେବେ ସରକାରୀ ଦଳ…