Sign in
Sign in
Recover your password.
A password will be e-mailed to you.
ମିଲ୍ ମାଲିକଙ୍କୁ କିଡନାପ ଘଟଣାର ପର୍ଦ୍ଦାଫାସ୍, ୭୦ ଲକ୍ଷ ମାଗିଥିଲେ ଆଉ ୨୫ ଲକ୍ଷ ନେଇ ଧରାପଡିଲେ
ଜୟପୁର : କୋରାପୁଟ ଜିଲ୍ଲା ବୋରିଗୁମ୍ମା ମିଲ ମାଲିକ ଏ. ରମେଶ ପାତ୍ର ଅପହରଣର ଖୁଲାସା କରିଛି କୋରାପୁଟ ପୋଲିସ । ବୋରିଗୁମ୍ମାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରମେଶଙ୍କ ଅପହରଣ ଘଟଣା ପଛର ରହସ୍ୟ ସମ୍ପର୍କରେ କହିଛନ୍ତି କୋରାପୁଟ ଏସପି ଅଭିନବ ସୋନାକାର l ଟଙ୍କା କେଇଟା ପାଇଁ ନିଜ!-->…
ଧର୍ମଶାଳାର ବିଭିନ୍ନ ଖଣିରେ ଚଢ଼ାଉ ନେଇ କିଛି ଏମିତି କହିଲେ ଯୁଗ୍ମ ନିର୍ଦ୍ଦେଶକ…..
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ ଖଣି ଖାଦାନରେ ରାଜ୍ୟ ଖଣି ବିଭାଗର ଚଡାଉପରେ ପ୍ରତିକ୍ରିୟା ରଖିଛନ୍ତି ଯୁଗ୍ମ ନିର୍ଦ୍ଦେଶକ ଏନ୍ଏନ୍ ସିଂଦେଓ । ତାଙ୍କ କହିବା ଅନୁଯାୟୀ, ଧର୍ମଶାଳାରେ ଓଭର ମାଇନିଂ ହୋଇଛି । ଅଧିକାଂଶ ଖଣିରେ ନିର୍ଦ୍ଧାରିତ ଠାରୁ ଅଧିକ ଖୋଳା ଯାଇଥିବା!-->…
ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି
ଭୁବନେଶ୍ବର: ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ । ଏଥିରେ ବହୁ ବିଜେଡି ନେତା ସମ୍ପୃକ୍ତ ଥିବାରୁ ପୂର୍ବ ସରକାର ଚାପି ରଖିଥିଲେ। ପୂର୍ବରୁ ବିଜେପି ବ୍ଲାକରୋଜର ସିବିଆଇ ତଦନ୍ତ ପାଇଁ ଦାବି କରୁଥିଲା ।!-->…
ଗାଁରେ ଝାଡାବାନ୍ତି ଆତଙ୍କ, ୨୫ ଆକ୍ରାନ୍ତ, ୨ ମୃତ
ଭଞ୍ଜନଗର: ବର୍ଷା ଦିନ ଆସୁ ଆସୁ ସାରା ରାଜ୍ୟରେ କାୟା ବିସ୍ତାର କଲାଣି ଝାଡାବାନ୍ତି। ଅପରିଷ୍କାର ପାଣି ନେବାରେ ଲାଗିଛି ଗୋଟେ ପରେ ଗୋଟେ ଜୀବନ। ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁରେ ବ୍ୟାପିଛି ଝାଡ଼ାବାନ୍ତି । ଗତ ଗୋଟେ ସପ୍ତାହ ମଧ୍ୟରେ ଗାଁରେ ପ୍ରାୟ ୨୫ରୁ ଅଧିକ!-->…
ଆଜି ରସଗୋଲା ଦିବସ
ଭୁବନେଶ୍ଵର: ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘ରସଗୋଲା ଦିବସ’ । ରସଗୋଲା ହେଉଛି ମିଠାମାନଙ୍କ ରାଜା। ଓଡ଼ିଆମାନଙ୍କ ପ୍ରିୟ ଖାଦ୍ୟ ମଧ୍ୟରୁ ରସଗୋଲା ଅନ୍ୟତମ। କେତେକ ଓଡ଼ିଆ ଗବେଷକଙ୍କ ମତରେ ଜଗନ୍ନାଥ ପରମ୍ପରାରେ ରସଗୋଲାର ବ୍ୟବହାର ଦ୍ୱାଦଶ ଶତାବ୍ଦୀରୁ ଚାଲିଆସୁଛି। କୁହାଯାଏ ନୀଳାଦ୍ରି!-->…
ଡ଼ବଲ ଇଞ୍ଜିନ ସରକାର ରେ ଡବଲ ପରିବା ଦର..!ସରକାର ଙ୍କ ହୁକୁମ ମାନୁନାହାନ୍ତି ବାବୁ ମାନେ…!!
ନିୟନ୍ତ୍ରଣ ବାହାରେ ପରିବା ଦର ଗ୍ରାହକ ମୁଣ୍ଡରେ ଚଡକ...
କାତି ଚୋଟରେ ବୃଦ୍ଧ ଗୁରୁତର, ଅଭିଯୁକ୍ତ ଗିରଫ…
ହିଞ୍ଜିଳିକାଟୁ ୧୯!୭ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ଥାନା ଅଧିନ ଗୋବିନ୍ଦପୁର ଗ୍ରାମ ରେ ଶୁକ୍ରବାର ସକାଳେ ଜଣେ ହୋଟୋଲ ମାଲିକ ବୃଦ୍ଧଙ୍କ ଉପରେ କାତିରେ ମାରାତ୍ମକ ଆକ୍ରମଣ ହୋଇଛି । ଗୁରୁତର ଆହତ ଜଣକ ଗୋବିନ୍ଦପୁର ଗ୍ରାମ ର ହରିସାହୁ୬୫ ।ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ!-->…
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ସହ ଟ୬୦,୦୦୦ଙ୍କା ଜୋରିମାନା…
ଫୁଲବାଣୀ : ଫାଷ୍ଟ ଟ୍ରାକର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ ଵର୍ଷିଆ ନାବାଳିକା ଦୁଷ୍କର୍ମ ମାମଲା ର ବିଚାର ୧୬ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାର ରେ ବିଚାର କରି ତାଲେଶ୍ଵର ମଲ୍ଲିକ ପିତା ଦଶରଥ ମଲ୍ଲିକ ଗ୍ରାମ -ବାଲିକିଆ (ବାଲିଗୁଡା)କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ!-->!-->!-->…
ବାହୁଦା ନଦୀ ଶଯ୍ୟାରୁ ବେଧଡକ ବାଲି ଚୋରା ଚାଲାଣ : ପ୍ରଶାସନ ବଟି ଖାଇ ଚୁପ…!!
ଚିକିଟୀ - -ଗଞ୍ଜାମ ଜିଲ୍ଲା ଚିକିଟୀ ଦିଗପହଣ୍ଡି ମଧ୍ୟରେ ରେ ବୋହି ଯାଉଥିବା ବାହୁଦା ନଦୀ ଶଯ୍ୟାରୁ ପ୍ରଶାସନ ସାଙ୍ଗକୁ ଖଣି ବିଭାଗ କୁ ଖୋଲା ଚାଲେଞ ଦେଇ ସ୍ଵଷ୍ଟ ଦିବାଲୋକରେ ମାଫିଆ ବେଧଡକ ବାଲି ଚୋରା ଚାଲାଣ କରୁଥୁବା ଦେଖିବାକୁ ମିଳିଛି |ଚିକିଟୀ ସ୍ଥିତ ନୂଆପଡା ରାଜସ୍ବ ଇଲାକା ଶିରିପୁର!-->…
ସରକାର ଙ୍କ ଗାଁ, ଗାଁ କୁ ରାସ୍ତା ଧର୍ମକୁ ଆଖିଠାର : ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ଖଟିଆ ଭରସା…
ବର୍ଷା ଦିନେ ପିଲାଙ୍କ ପାଠ ପଢା ଠପ...
ଉମରକୋଟ /ଝରିଗାଁ(୧୯/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନ ମାନଙ୍କରେ ଯାତାୟାତରେ ନାହିଁ ନ ଥିବାର ସମସ୍ୟାର ସଂମ୍ମୁଖୀନ ହେଉଛନ୍ତି ଆଦିବାସୀ ଉପାନ୍ତ!-->!-->!-->…