Sign in
Sign in
Recover your password.
A password will be e-mailed to you.
ପୋଖରୀ ସୌନ୍ଦର୍ଯ୍ୟ କରଣ ନା ପ୍ରତାରଣା : ବସ୍ତିରେ ପଶିଲା ବନ୍ୟାଜଳ, ଜାତୀୟ ରାଜପଥ ଅବରୋଧ କଲେ ବସ୍ତି…
ମାଲକାନଗିରି ମାଲକାନଗିରି ଜିଲ୍ଲା ସଦରରେ ୭ନମ୍ବର ୱାର୍ଡ ହାଟପଦା ସାହିର ଲୋକେ ପ୍ରତିବର୍ଷ ବର୍ଷା ଦିନ ହେଲେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।ସାମାନ୍ୟ ବର୍ଷା ହେଲେ ଏହି ସାହିରେ ବର୍ଷା ଜଳ ପଶି ନିଷ୍କାସନ ହୋଇ ପାରୁନଥିବାରୁ ଘର ଗୁଡିକ ପ୍ରାୟ୪ଫୁଟରୁ ଅଧିକ ଜଳ ପସୁଛି । ଏହି ସାହିର!-->!-->!-->…
ହଂସ ଖୋଜିବାକୁ ଯାଇ ପୋଖରିରେ ବୁଡି ଯୁବକ ମୃତ…
ମାଲକାନଗିରି : ମାଲକାନଗିରି ସଦର ମହକୁମା ନିକଟସ୍ଥ ଏୟାରପୋର୍ଟ ନିକଟସ୍ଥ କାଦବହାଲ ଗାଁ ରେ ଘଟିଛି ଅଭାବନୀୟ ଘଟଣା । ଆଜି ସକାଳୁ ଗ୍ରାମ ପୋଖରୀରେ ଜଣେ ଯୁବକଙ୍କ ଶବ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଉକ୍ତ ଯୁବକଙ୍କ ଶବକୁ ଅଗ୍ନିଶମ ବହିନୀ ଦ୍ୱାରା!-->!-->!-->…
ଉତ୍କଳ ବିଶ୍ବବିଦ୍ୟାଳୟରେ ନାକ ସଂସ୍କାର ପରାମର୍ଶଦାତା କର୍ମଶାଳା ଆରମ୍ଭ…
୧୭ କୁଳପତି ଓ ୬୦୦ ପ୍ରତିନିଧିଙ୍କ ଯୋଗଦାନ...
ଟିକରପଡ଼ାରେ ଝାଡ଼ାବାନ୍ତି; ଦୁଇ ବୃଦ୍ଧ ମୃତ, ୫୦ ରୁ ଊର୍ଦ୍ଧ୍ଵ ଆକ୍ରାନ୍ତ
ବେଲଗୁଣ୍ଠା : ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଟିକରପଡ଼ା ଗ୍ରାମରେ ଖେଳିଯାଇଛି ଆତଙ୍କ | ଗ୍ରାମରେ କିଛି ଦିନ ହେବ ଝାଡ଼ା ବାନ୍ତି ବ୍ୟାପିଥିବା ବେଳେ ପାଞ୍ଚ ଦିନ ମଧ୍ୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଦୁଇ ଜଣ ବୃଦ୍ଧ ମୃତ୍ୟୁ ବରଣ କରିଥିବା ବେଳେ ୫୦ ରୁ ଊର୍ଦ୍ଧ୍ଵ ବ୍ୟକ୍ତି!-->!-->!-->…
ଘାଟି ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାର ବିକଳଚିତ୍ର ବର୍ଷା ଯୋଗୁଁ ସ୍କୁଲରେ ତାଲା ଶିକ୍ଷକ ଉଭାନ
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଦୁର୍ଗମ ଇଲାକା ଭାବେ ପରିଚିତ ତେଲାରାଇ ଓ ମାନ୍ୟମକୋଣ୍ଡା ପଞ୍ଚାୟତର ଘାଟି ଅଞ୍ଛଳରେ ବର୍ଷା ହେଲେ ଶୀକ୍ଷକ ମାନେ ସ୍କୁଲ ଗୁଡିକ ବନ୍ଦ କରି ରଖୁଥିବା ଦେଖିବାକୁ ମିଳିଛି। ପାହାଡିଆ ଅଞ୍ଚଳ ହୋଇଥିବାରୁ ଖୁବ କମ୍ ସମୟ ସରକାରୀ ବାବୁ ମାନେ ଏହି ଅଞ୍ଚଳ!-->…
ଅବପାତ ପ୍ରଭାବରେ ଜିଲ୍ଲାରେ ଲଗାଣ ବର୍ଷା ଜିଲ୍ଲାରେ ବିଭିନ୍ନସ୍ଥାନରେ ଯୋଗାଯୋଗ ବିଛିନ୍ନ
ମାଲକାନଗିରି : କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ!-->…
ଫୁଲବାଣୀ ପୌରାଧ୍ୟକ୍ଷାଙ୍କ ଅନସ୍ଥା ପ୍ରସ୍ତାବର ନିଷ୍ପତ୍ତି ପୁଣି ଆସନ୍ତା ୨୩ ତାରିଖକୁ ଘୁଞ୍ଚିଲା
ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଆଜି ହେବାକୁ ଥିବା ବୈଠକ ଏବଂ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ର ନିଷ୍ପତ୍ତି ପୁଣି ଆସନ୍ତା ୨୩ ତାରିଖରେ ହେବା ନେଇ ସମସ୍ତ କାଉନସିଲର ମାନଙ୍କୁ ପତ୍ର ଜରିଆରେ!-->!-->!-->…
ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ଏନକାଉଣ୍ଟରରେ ଜଣେ ମହିଳା ମାଓବାଦୀ ନିହତ ହୋଇଥବା ଜଣାପଡିଛି l ସୂଚନା ଅନୁଯାଇ ଛତିଶଗଡର ଦାନ୍ତେୱାଡା, ସୁକମା, ବିଜାପୁର ଜିଲ୍ଲାର ଗଙ୍ଗାଲୁର, ବାସାଗୁଡା ଥାନା!-->!-->!-->…
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ଆଭାସୀ ବୈଠକ
ଛତ୍ରପୁର : ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଆଭାସୀ ମାଧ୍ୟମରେ ଶୁକ୍ରବାର ଦିନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଓସ୍ବାନ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆଜି ଠାରୁ ଆସନ୍ତା 22 ତାରିଖ!-->…
ବ୍ଲକସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ
ଛତ୍ରପୁର : ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷରେ ଛତ୍ରପୁର ବ୍ଲକ ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏଲଡିଏମ କିଶୋର ନାୟକ ସଂଯୋଜନା କରିଥିଲେ l ମୁଖ୍ୟତଃ କୃଷି, ଉଦ୍ୟାନ ଓ!-->…