Sign in
Sign in
Recover your password.
A password will be e-mailed to you.
ଆରଏସଏସରେ ଯୋଗ ଦେଇପାରିବେ ସରକାରୀ କର୍ମଚାରୀ, ହଟିଲା ୫୮ ବର୍ଷର କଟକଣା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ଲାଗୁ ୫୮ ବର୍ଷର ଏକ କଟକଣାକୁ ସରକାର ପ୍ରତ୍ୟାହାର କରିନେଇଛନ୍ତି । ଏହା ଫଳରେ ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନେ ଅଂଶଗ୍ରହଣ କରିପାରିବେ । ଏ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।!-->…
ପାଣ୍ଡିଆନଙ୍କୁ ନେଇ ଜାତୀୟ ଗଣମାଧ୍ୟମର ତଥ୍ୟ ମିଥ୍ୟା: ନବୀନ
ଭୁବନେଶ୍ୱର: ଭିକେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଇଂରାଜୀ ଖବରକାଗଜରେ ପାଣ୍ଡିଆନ ଓ ବିଜେଡିକୁ ନେଇ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ନବୀନ । ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହାଙ୍କୁ ଭେଟିବାକୁ ପାଣ୍ଡିଆନ!-->…
ପଦ୍ମକେଶରୀପୁର ହିଂସା: ଆଉ ୩ ଗିରଫ
ଭୁବନେଶ୍ୱର ପଦ୍ମକେଶରୀପୁର ଗଣ୍ଡଗୋଳ ଓ ସୁଧ କାରବାର ମାମଲାରେ ଆଉ ୩ଜଣ ଗିରଫ। ମଞ୍ଚେଶ୍ୱେର ଥାନା ପୁଲିସ ଆଜି ମାମଲାରେ ଅନ୍ୟତମ ଅଭିଯୁକ୍ତ ଶୁଭଲକ୍ଷ୍ମୀ ଦାଶ, ଶୌଭାଗ୍ୟ ରମଞ୍ଜନ ଦାଶ ଓ ଚିତରଞ୍ଜନ ଦାଶଙ୍କୁ ଗିରଫ କରିଛି। ଏହା ସହିତ ମୋଟ୍ ଗିରଫଦାରୀ ସଂଖ୍ୟା ୯କୁ ବୃଦ୍ଧି!-->…
ଓଡ଼ିଆ ଅସ୍ମିତା ପ୍ରସଙ୍ଗକୁ ନେଇ ବର୍ଷିଲେ ବିରୋଧୀ
ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଏବଂ ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଗୃହ ତ୍ୟାଗ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ ।
ଏହି ପ୍ରସଙ୍ଗରେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ କହିଛନ୍ତି ଯେ, ଆଇନ ଅନୁସାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ!-->!-->!-->…
ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦେବାକୁ ମନା କଲା କେନ୍ଦ୍ର
ନୂଆଦିଲ୍ଲୀ: ବିହାରକୁ ସ୍ୱତନ୍ତ୍ର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାର କୌଣସି ଯୋଜନାକୁ ଖଣ୍ଡନ କରିଛନ୍ତି। ଏହା ବିଜେପିର ମୁଖ୍ୟ ସହଯୋଗୀ ଜନତା ଦଳ (ୟୁନାଇଟେଡ୍)ର ଏହା ମୁଖ୍ୟ ଦାବି ଥିଲା। କେନ୍ଦ୍ର ସରକାରଙ୍କ ଏଭଳି ଜବାବ ଦ୍ବାରା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବଡ଼ ଝଟକା!-->…
ବିଜେଡିର ୧୬ ଜଣିଆ ନୂଆ ମିଡିଆ ଟିମ୍
ଭୁବନେଶ୍ବର: ନୂଆ ମିଡିଆ ଟିମ୍ ଘୋଷଣା କରିଛି ବିଜେଡି। ଦଳ ପକ୍ଷରୁ ୧୬ ଜଣିଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ତେବେ ନୂଆ କରି ଘୋଷଣା କରାଯାଇଥିବା ଏହି ଟିମରେ ପ୍ରଶାନ୍ତ ମୁଦୁଲିଙ୍କ ସହ ବ୍ୟୋମକେଶ ରାୟ, ସୁବାସ ସିଂ, ଗୌତମ ବୁଦ୍ଧ ଦାସ, ସାରଦା ଜେନା, ଲତିକା ପ୍ରଧାନଙ୍କ ଭଳି ନେତାଙ୍କୁ!-->…
ପୁରୀ ମେଡିକାଲ କଲେଜରେ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ପାଇଁ ସାଂସଦ ସମ୍ବିତ ପାତ୍ରଙ୍କ ଦାବି
ନୂଆଦିଲ୍ଲୀ: ଲୋକସଭାର ଶୂନ୍ୟକାଳରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟଲରେ ବର୍ଣ୍ଣ ୟୁନିଟ ଓ ସୁପର ସ୍ପେସିଆଲିଟି ୟୁନିଟ ଖୋଲିବାକୁ ଦାବୀ କଲେ ପୂରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର। ଗତ ଚନ୍ଦନ ଯାତ୍ରା ବେଳେ ଘଟିଯାଇଥିବା ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣାରେ ପ୍ରାୟ ୧୭ ଜଣଙ୍କର!-->…
ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର
କଟକ: ଭିଜିଲାନ୍ସ ଜାଲରେ କଟକ ମତ୍ସ୍ଯ ସମ୍ପଦ ବିଭାଗର ଡେପୁଟି ଡ଼ାଇରେକ୍ଟର ବସନ୍ତ କୁମାର ଦାସ । ସରକାରୀ ଅର୍ଥ ଆତ୍ମସାତ ମାମଲାରେ ମତ୍ସ୍ୟ ଉପନିର୍ଦ୍ଦେଶକ ବସନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ। ବସନ୍ତ ଦାସଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ପ୍ରାୟ ୧କୋଟି!-->…
ଦୋକାନରେ ମାଲିକଙ୍କ ନାଁ ଲେଖିବା ପ୍ରସଙ୍ଗ: ନିର୍ଦ୍ଦେଶ ଉପରେ ସୁପ୍ରିମ ରୋକ୍
କାଉଡ଼ିଆମାନେ ଯାତ୍ରା କରୁଥିବା ରାସ୍ତାରେ ଥିବା ଦୋକାନଗୁଡ଼ିକରେ ମାଲିକଙ୍କ ନାଁ ଉଲ୍ଲେଖ କରିବାକୁ ଉତ୍ତର ପ୍ରଦେଶ ସରକାର ଦେଇଥିବା ନିର୍ଦ୍ଦେଶ ଉପରେ ଆଜି ସୁପ୍ରିମକୋର୍ଟ ଅନ୍ତରୀଣ ରୋକ ଲଗାଇ ଦେଇଛନ୍ତି।
ଆସନ୍ତା ଶୁକ୍ରବାର ଯାଏ ଏହି ରହିତାଦେଶ ଜାରି ରହିବ। ସର୍ବୋଚ୍ଚ ଅଦାଲତ!-->!-->!-->…
ASOଙ୍କୁ ମାଡ ମାରିବା ଘଟଣାରେ ବର୍ଷିଲେ ନବୀନ
ଭୁବନେଶ୍ବର: ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ । ଅଧିବେଶନ ଆରମ୍ଭରୁ ହିଁ ପୂରା ଫାୟାର ବିରୋଧୀ । ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡ ମାରିବା ଘଟଣାକୁ ନେଇ ଗୃହ ତ୍ୟାଗ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ ।
ସେହି ସମାନ ପ୍ରସଙ୍ଗ ନେଇ ବିଧାନସଭା ବାହାରେ ମଧ୍ୟ ବର୍ଷିଛନ୍ତି ବିରୋଧୀ!-->!-->!-->…