Sign in
Sign in
Recover your password.
A password will be e-mailed to you.
ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ମନଇଚ୍ଛା ଅଭିଯୁକ୍ତଙ୍କୁ ଗିରଫ କରିପାରିବ ନାହିଁ ଇଡି
ଏକ ଐତିହାସିକ ନିଷ୍ପତ୍ତିକ୍ରମେ ସୁପ୍ରିମକୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର କ୍ଷମତାକୁ ସଙ୍କୁଚିତ କରି ଦେଇଛନ୍ତି। ପିଏମଏଲ ଆକ୍ଟର ଧାରା ୧୯ ଅନୁଯାୟୀ ଇଡି ଅଭିଯୁକ୍ତକୁ ଗିରଫ କରିବା ପାଇଁ ପାଇଥିବା ଅଧିକାର ଉପରେ ସୁପ୍ରିମକୋର୍ଟ ସର୍ତ୍ତ ଲାଗୁ କରିଛନ୍ତି।
ଯଦି!-->!-->!-->…
ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝିଙ୍କ ପତ୍ନୀ…
ସୁନ୍ଦରଗଡ଼: ତଳସରାର ପୂର୍ବତନ ବିଧାୟକ ଡ.ପ୍ରଫୁଲ୍ଲ ମାଝୀଙ୍କ ପତ୍ନୀ ପୂର୍ବତନ ବାଲିଶଙ୍କରା ପଞ୍ଚାୟତ ସମିତି ଅଧ୍ୟକ୍ଷା ତ୍ରିବେଣୀ ମାଝୀ ବିଜେପିରେ ଯୋଗ ଦେଇଛନ୍ତି। ଗୁରୁବାର ବାଲିଶଙ୍କରା ସୁଖା ମହାଦେବ ମନ୍ଦିର ପଡ଼ିଆରେ ବିଜେପିର ତରଫରୁ ଆୟୋଜିତ ନିର୍ବାଚନୀ ସଭାରେ ଛତିଶଗଡ଼!-->…
‘ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରୁ, ଏହା ମୋଦୀଙ୍କ ଗ୍ୟାରେଣ୍ଟି’
ବେଲପାହାଡ: ‘ମୋଦୀଙ୍କ ଗ୍ୟାରେଣ୍ଟି ଫେଲ୍ ହୁଏନି, ଶପଥ ନେଲା ପରେ ପ୍ରତିଶ୍ରୁତି ପୂରଣ କରିଛୁ । ପ୍ରଧାନମନ୍ତ୍ରୀ ଯେଉଁ ଗ୍ୟାରେଣ୍ଟି ଦିଅନ୍ତି ତାହା କେବେ ଫେଲ୍ ହୁଏ ନାହିଁ ।’
ଓଡିଶାବାସୀଙ୍କୁ ଉଦ୍ବୋଧନ ଦେଉଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ଆଜି ଝାରୁସୁଗୁଡା ଜିଲ୍ଲା!-->!-->!-->…
ଇଡିର ‘କେଜ୍ରିୱାଲ ବିରୋଧୀ’ ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ
ନିର୍ବାଚନ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଇଥିବା ବୟାନକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିବା ଇଡିକୁ ଝଟକା ଲାଗିଛି। ଇଡିର କେଜ୍ରିୱାଲ ବିରୋଧୀ ଆବେଦନକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ। ଯଦି ଲୋକମାନେ ଆପ୍କୁ ଭୋଟ ଦେବେ, ତା’ହେଲେ ତାଙ୍କୁ ଆଉ ଜେଲ!-->…
ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ବୋତଲ, ପଥର ମାଡ଼
ବ୍ରହ୍ମପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସାକାଣ୍ଡ ଘଟଣାରେ ପୋଲିସ ଗାଡ଼ିକୁ ବୋତଲ, ପଥର ମାଡ଼ କରିଛନ୍ତି ଆନ୍ଦୋଳନକାରୀମାନେ । ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଲେ ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କଲେ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍ର!-->…
ଅନୁଭବଙ୍କୁ ବଡ଼ ଆଶ୍ବସ୍ତି; ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
କଟକ : ଅନୁଭବ ମହାନ୍ତିଙ୍କ ହାଇକୋର୍ଟଙ୍କ ବଡ଼ ଆଶ୍ବସ୍ତି । ପାରିବାରିକ ମାମଲାରେ ଅନୁଭବଙ୍କୁ ଏକ ବଡ଼ ଝଟକା ଲାଗିଥିବାବେଳେ ହାଇକୋର୍ଟ ବଡ଼ ଆଶ୍ବସ୍ତି ଦେଇଛନ୍ତି। ଜାମିନ ବିହୀନ ଗିରଫ ପରୱାନା ଉପରେ ରୋକ୍ ଲଗାଇଲେ ହାଇକୋର୍ଟ। କଟକ ଜେଏମ୍ଏଫସି କୋର୍ଟ ପକ୍ଷରୁ ଏନବିଡବ୍ଲୁ ଜାରି!-->…
ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର, ନବୀନ ବାବୁଙ୍କୁ ବିଶ୍ରାମ ଦରକାର: ଜେପି ନଡ୍ଡା
ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ନିଜର ପାୱାର ସୋ କରି ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆଜି ସକାଳ ପାଖାପାଖି ୧୦ ଟା ବେଳକୁ ମାଉସୀ ମା ମନ୍ଦିରଠାରୁ ନିଜର କର୍ମୀ ଓ ସହଯୋଗୀଙ୍କ ସହିତ ରୋଡ ସୋ ଆରମ୍ଭ କରିଥିଲେ ନଡ୍ଡା। ଏହାପରେ ସେ ପ୍ରଭୁ!-->…
ବିଜେଡି ଜିତିଲେ ମୁଖ୍ୟମନ୍ତ୍ରୀ ହେବେନି ନବୀନ
ଭୁବନେଶ୍ବର: ‘ବିଜେଡି ଆସିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ’ଏମିତି କିଛି ରୋଡ ସୋ ପରେ ଓଡିଶାବାସୀଙ୍କୁ ଉଦବୋଧନ ଦେଇଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ ।
ଭୁବନେଶ୍ବରରେ ଜେ.ପି ନଡ୍ଡାଙ୍କ ସହ ସାମିଲ ହୋଇ ଅପରାଜିତା ଷଢଙ୍ଗୀ ମାଉସୀମା ମନ୍ଦିର ଠାରୁ!-->!-->!-->…
ଖଲ୍ଲିକୋଟ ଓ ପୋଲସରା ରେ ନିର୍ବାଚନୀ ହିଂସା ନିସର୍ତ୍ତ କଥା ସତ ହେଲା ମୁଣ୍ଡବି ଗଡ଼ିଲା ଗୁଳିବି ଫୁଟିଲା …….!
ପୋଲିସ କୁ ଦିଆ ଚାଲିଛି ଖୋଲା ଚ୍ୟାଲେଞ୍ଜ….!
କଦମଫୁଲ ସାହିତ୍ୟସଂସଦର ବାର୍ଷିକ ଉତ୍ସବ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଗୋପାଳଜୀ ଯୋଗାଶ୍ରମ ପରିସରରେ କଦମ ଫୁଲ ସାହିତ୍ୟ ସଂସଦର ବାର୍ଷିକୋଉତ୍ସବ ହୋଇ ଯାଇଛି | ଏହି ଅବସରରେ ଏକ କୋଶଲି କବିତା ଆସର ହୋଇଥିଲା | କବି ଯୁଧିଷ୍ଠିର ଖମାରୀଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ "କଦମ ଫୁଲ, ତଥା ସତ୍ୟ ନାରୟଣ ବହିଦାର ଙ୍କ ଜୀବନୀ!-->…