Sign in
Sign in
Recover your password.
A password will be e-mailed to you.
ପୁଣି ଅଶାନ୍ତ ଗଞ୍ଜାମ : କବିସୂର୍ଯ୍ୟନଗର ରେ ଫୁଟିଲା ଗୁଳି ଗଡ଼ିଲା ମୁଣ୍ଡ…!
ବ୍ରହ୍ମପୁର:୧୦-୭ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଇଲାକାରେ ଗୁଳି ଫୁଟି ଜଣେ ଯୁବକ ର ମୁଣ୍ଡ ଗଡିଛି। ଜଟେଶ୍ୱର ପୋଖରୀ ନିକଟରେ ଅପରାହ୍ନ ରେ ଏକ ଗଛ ମୂଳେ ଗ୍ରାମର କିଛି ଯୁବକ ବସି ତାସ ଖେଳୁଥିଲେ। ଏହି ସମୟରେ କିଛି ଯୁବକ ବାଇକ ଯୋଗେ ଆସି ତ୍ରିନାଥ ମଲ୍ଲିକ ନାମକ ଯୁବକ କୁ!-->!-->!-->…
ସରକାରୀ ଯୋଜନା ଏଠି ସାତ ସପନ : ଝାଟିମାଟି କୁଡ଼ିଆରେ ଦିନ କାଟୁଛନ୍ତି ଭୁବନଙ୍କ ପରିବାର
ଉମରକୋଟ /ଝରୀଗାଁ (୧୦/୦୭/୨୦୨୪ ) ଧାରକରଜ କରି ପରିବାର ସହିତ ସୁଖରେ ବସବାସ କରିବା ପାଇଁ ଅତି କଷ୍ଟରେ ଏକ ଦୁଇ ବଖରା ଘର ତିଆରି କରି ଶେଷରେ ଋଣ ଗ୍ରସ୍ତ ହୋଇ ଋଣ ଶୁଝିବା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଗଲେ ସ୍ୱାମୀ,ବର୍ତମାନ ଏକ ବର୍ଷର ଝିଅକୁ ଧରି ସ୍ୱାମୀର ଫେରିବା ବାଟକୁ!-->!-->!-->…
ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆରଆଇ : ଜମି ପଟ୍ଟା କରାଇ ଦେବାକୁ ନେଉଥିଲେ ୫ ହଜାର ଲାଞ୍ଚ
ଫୁଲବାଣୀ :- ଭିଜିଲାନ୍ସ ଜାଲରେ ପଡିଛନ୍ତି ଜଣେ ଲାଞ୍ଚୁଆ ଆରଆଇ। ଜଣେ ବ୍ୟକ୍ତିଙ୍କ ଜମି ପଟ୍ଟା ବାବଦରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ। କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଅଞ୍ଚଳର ଆରଆଇ ଦିଲ୍ଲିପ ସାହୁ ଲାଞ୍ଚ ନେବା ବେଳେ!-->…
କୋଳି ଖାଇ ମଞ୍ଜି ପୋତିଛନ୍ତି ଜିଲ୍ଳା ମୁଖ୍ୟ ଡାକ୍ତରଖାନା ର ଆଧିକାଂଶ କର୍ମଚାରୀ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବଡ଼ ମେଡିକାଲର ସମସ୍ତ କର୍ମକର୍ତ୍ତା ଦୀର୍ଘ ବର୍ଷ ଧରି ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦବୀରେ ରହି ଆସୁଥିବାରୁ ଚିକିତ୍ସା ଏବଂ ମେଡିକାଲର ସମସ୍ତ କାର୍ଯ୍ୟ ବାଟମାରଣା ହେଉଥିବା ସର୍ବସାଧାରଣରେ ଚର୍ଚ୍ଚା ଚାଲିଛି l ଉପରସ୍ଥ ଅଧିକାରୀ ମାନଙ୍କ ଯୋଗୁଁ!-->!-->!-->…
ଅଳ୍ପ ବର୍ଷାରେ ଭାଙ୍ଗିଲା ଘର, ଆଶ୍ରୟ ଚିନ୍ତାରେ ନିରୀହ ଦମ୍ପତି…
ଉମରକୋଟ /ଝରୀଗାଁ (୧୦/୦୭/୨୦୨୪ ) ଦୀର୍ଘ ବର୍ଷ ତଳେ ୩୫ ହଜାର ଟଙ୍କା ମୂଲ୍ୟର ଏକ ଇନ୍ଦ୍ରା ଆବାସ ଗୃହ ପାଇଥିଲେ ବର୍ତମାନ ସେ ଘରର ଅବସ୍ଥା ବି ଦୟନୀୟ,କାନ୍ଥରୁ ପ୍ଳାଷ୍ଟର ସବୁ ଝଡି ପଡୁଛି ଆଡ଼ଭେଷ୍ଟ ଟିଣ ସବୁରେ ଛୋଟ ଛୋଟ ଛିଦ୍ର ହୋଇ ଖରା ଦିନରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ କିରଣ ଘର ଭିତରେ!-->…
ସଂରକ୍ଷିତ ଜଙ୍ଗଲ ଜମିରେ ଚାରା ରୋପଣ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ…
ଉମରକୋଟ / ଝରୀଗାଁ ( ୧୦/୦୭/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତ ଅନ୍ତର୍ଗତ ଧୋହଡ଼ାକୋଟ ସଂରକ୍ଷିତ ଜଙ୍ଗଲରେ ନୂତନ ଭାବେ ଚାରା ରୋପଣକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଲ ସଂଘର୍ଷ ହୋଇଥିବା ବେଳେ ଉଭୟ ଗ୍ରାମର ପ୍ରାୟ ୨୩ ଜଣ ଆହତ ହୋଇ ଝରିଗାଁ!-->!-->!-->…
କୃଷ୍ଣପୁର ହାଇସ୍କୁଲରେ ବନ ମହୋତ୍ସବ ପାଳନ
ଚିକିଟୀ : ୭୫ ତମ ବନ ମହୋତ୍ସବ ପାଳନ ଅବସରରେ ଫୋକସ ପ୍ଲସ ନିୟୁଜ ଚାନେଲ ପକ୍ଷରୁ ଆଜି ଚିକିଟୀ ବ୍ଲକ କୃଷ୍ଣପୁର ହାଇସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫୋକସ ପ୍ଲସ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ମହାପାତ୍ର ଙ୍କ ପ୍ରତେକ୍ଷ୍ୟ ତତ୍ୱାବଧାନରେ!-->…
ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା ଅନୁଷ୍ଠିତ
ଛତ୍ରପୁର : ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ଚଳିତ ମାସ ୨୫ ତାରିଖରେ ରାଜ୍ୟ ସ୍ତରରେ ପାଳିତ ହେବ । ଏହି ଉପଲକ୍ଷେ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ ସ୍ତରରୁ ପ୍ରତିଯୋଗୀତା ମାଧ୍ୟମରେ ଚୟନ ହୋଇଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ମଙ୍ଗଳବାର ଜିଲ୍ଲା ସଂସ୍କୃତି ଭବନ,!-->…
ମୃତ ବ୍ୟକ୍ତିଙ୍କ ଶବ ଜବତ, ମୃତ୍ୟୁର କାରଣ ଅସ୍ପଷ୍ଟ !
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ବାଘିୟାଖାନ୍ଦି ଗ୍ରାମରେ ଘଟିଯାଇଛି ଏକ ମର୍ମନ୍ତୁଦ ଅଘଟଣ | ଆଜି ୦୯ ଜୁଲାଇ ସକାଳ ପ୍ରାୟ ୭ଟା ସମୟରେ ରାଏବଗା ଥାନାରେ ଶ୍ରୀମତୀ ପ୍ରତିମା କୁଯୁର ଏକ ଲିଖିତ ଭାବେ ଜଣାଇଛନ୍ତି ଯେ କୁଆଡେ!-->…
ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି କଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ
ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କଲେ ସାଂସଦ ବଳଭଦ୍ର ମାଝୀ
ମାଲକାନଗିରି : ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ!-->!-->!-->!-->!-->…