Sign in
Sign in
Recover your password.
A password will be e-mailed to you.
ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ ମତଦାନ ଆରମ୍ଭ, ଇଭିଏମ ତ୍ରୁଟି ପାଇଁ କିଛି ସ୍ଥାନରେ ଭୋଟିଂରେ ବିଳମ୍ବ
ଓଡ଼ିଶାରେ ଗଣତନ୍ତ୍ରର ମହାପର୍ବ ମତଦାନ ଆରମ୍ଭ । ମାଲକାନଗିରିରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଇଭିଏମ ତ୍ରୁଟି ପାଇଁ କିଛି ସ୍ଥାନରେ ପୋଲିଂ ଆରମ୍ଭ ବିଳମ୍ବ ହୋଇଥିଲା। ମାଲକାନଗିରିର ବଙ୍ଗାଳି ପ୍ରାଥମିକ ବିଦ୍ଯାଳୟ ମତଦାନ କେନ୍ଦ୍ରର ବୁଥ ନଂ ୬୩ ରେ ଇଭିଏମ୍ କଣ୍ଟ୍ରୋଲ ୟୁନିଟ!-->…
ଭୋଟ ବର୍ଜନ କଲେ ଗ୍ରାମ ବାସୀ…
ଉମରକୋଟ (୧୩/୦୫/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଖୁଡୁକ ପଂଚାୟତର ୧୧ ଟି ଗ୍ରାମ ପ୍ରଥମ ଥର ପାଇଁ ମୌଳିକ ଅଧିକାର ଭୋଟ ନ ଦେବା ପାଇଁ ବଡ଼ ନିଷ୍ପତି ନେଇଛନ୍ତି। ଖୁଡୁକ ପଞ୍ଚାଏତ ର ରେନ୍ଦୁ ଗଣ୍ଡଙ୍କୁ ନେର୍ତୃତରେ ୧୧ ଟି ଗ୍ରାମ ଯଥାକ୍ରମେ, ଓଡ଼ମାଧମକୀ, ଲାଲବଟରେଲି,!-->!-->!-->…
ଫୁଲବାଣୀ ଡିଏଲ୍ଏସଏ ପକ୍ଷରୁ ପାନେଲ ଲୟର ଓ ଡିଫେନ୍ସେ କାଉନସିଲଙ୍କ ତାଲିମ ଶିବିର…
ଫୁଲବାଣୀ :- ଜିଲ୍ଲା ଆଇନସେବା ପ୍ରାଧିକରଣ, ଫୁଲବାଣୀର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ, ନାଲସା ନିୟମାବଳୀ ଅନୁଯାୟୀ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଫୁଲବାଣୀ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ତା ୧୨.୦୫.୨୦୨୪ ରିଖରେ ପାନେଲ ଲୟର ଓ!-->!-->!-->…
ଆସନ୍ତା କାଲି ପ୍ରଥମ ପର୍ଯ୍ୟାୟ ଭୋଟ୍; ୪ ଲୋକସଭା, ୨୮ ବିଧାନସଭା ପାଇଁ ପ୍ରତିନିଧି ବାଛିବେ ଜନତା…
ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଭୋଟ ପଡ଼ିବାକୁ ଯାଉଥିବା ବେଳେ ଶନିବାର ପ୍ରଚାର କାର୍ଯ୍ୟକ୍ରମରେ ବିରାମ ଲାଗିଛି। ଶେଷ ଦିନରେ ନିଜନିଜ ଦଳର ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ଦଳର ହେଭିୱେଟ ଜୋର୍ଦାର ପ୍ରଚାର କରିଛନ୍ତି। ସନ୍ଧ୍ୟା ୬ଟା ପରେ ବିଭିନ୍ନ!-->…
ମୁଁ ଥିବା ଯାଏଁ ରାମନବମୀ ପାଳନ କରିବାକୁ କେହି ଅଟକାଇପାରିବେ ନାହିଁ: ମୋଦୀ
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଭୋଟ୍ ବ୍ୟାଙ୍କ ରାଜନୀତି ଆଗରେ କଂଗ୍ରେସ ଏବଂ ଟିଏମସି ଆତ୍ମସମର୍ପଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ରାମ ମନ୍ଦିର!-->…
ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ପୁଣି ଟାର୍ଗେଟ୍ କଲେ ପାଣ୍ଡିଆନ୍
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରଗଡ଼ ଆସିଥିଲେ। ବହୁତ ବଡ଼ବଡ଼ କଥା କହିକି ଗଲେ। ହେଲେ ସମ୍ବଲପୁରୀ, କୋଶଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ୫ ବର୍ଷ ହେଲା ପ୍ରସ୍ତାବ ପଠାଇଥିଲେ ବି ବିଜେପି ସରକାର କ’ଣ କଲା ବୋଲି ରବିବାର ବିଜେଡି ନେତା!-->…
ହଜିଗଲା ମାନବିକତା, ଟଲିରେ ବୁହା ହେଲା ମୃତଦେହ
ବୌଦ୍ଧ : ହଜିଗଲା ମାନବିକତା। ମଣିଗଲା ମଣିଷ ପଣିଆ। ପ୍ରାଣ ଯିବା ପରେ ମଧ୍ୟ କେହି ଦେଲେନି ସମ୍ମାନ। ଧଜିଆ ଓଡ଼ିଲା ସରକାରଙ୍କ ମାଳମାଳ ଯୋଜନା। ଝିଅ ଅନ୍ୟ ଜାତିରେ ବିବାହ କରିଥିବାରୁ ବାପାଙ୍କ ଶବକୁ ମିଳିଲାନି କାନ୍ଧ। ଅବସ୍ଥା ଏପରି ହେଲା ଯେ ଶେଷରେ ଉପାୟ ନ ପାଇ ପରିବାର ଲୋକ ଟଲିରେ!-->…
‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’; ବୈଜୟନ୍ତ ପଣ୍ଡା
ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କୁ କଣ୍ଢେଇ ଭଳି ନଚାଉଛନ୍ତି’, ‘ଏଆଇ ଭିଡିଓ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ଭିଡିଓ ଭିତରେ ଆକାଶ ପାତାଳ ଫରକ’ । ଏଭଳି କିଛି ନିଜର ଏକ୍ସ ଆକାଉଣ୍ଟରେ ରାଜ୍ୟବାସୀଙ୍କ ଆଗରେ ଅପିଲ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା!-->…
‘ପିଓକେ’ ଭାରତର ଅଂଶ, ଆମେ ଏହାକୁ ନିଶ୍ଚିତ ଫେରାଇ ଆଣିବୁ : ଶାହ
ପାକିସ୍ତାନ କବଳରୁ ମୁକ୍ତି ପାଇବା ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ଲୋକେ ରାସ୍ତା ଓହ୍ଲାଇଛନ୍ତି। ଏଠାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ପୁଲିସ ଓ ଜନସଧାରଣଙ୍କ ଭିତରେ ଜାରି ରହିଛି ସଂଘର୍ଷ। ଏହାରି ଭିତରେ ଗୃହମନ୍ତ୍ରୀ ଅମିତ ଶାହା ପିଓକେକୁ ନେଇ ଦେଇଛନ୍ତି ଏକ ବଡ ବୟାନ।!-->…
ଭାରସାମ୍ୟ ହରାଇ ଓଲଟିଲା କାର:୨ ମୃତ
ଗଞ୍ଜାମ:ଭାରସାମ୍ୟ ହରାଇ ଓଲଟିଲା କାର । ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କର ମୃର୍ତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
୨ ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ ଚାରି ଜଣ ସାଙ୍ଗ!-->!-->!-->…