Sign in
Sign in
Recover your password.
A password will be e-mailed to you.
ହେମନ୍ତଙ୍କ କ୍ୟାବିନେଟରେ ଚମ୍ପଇ: ମନ୍ତ୍ରୀ ଭାବରେ ଶପଥ ନେଲେ
ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ସୋମବାର ରାଞ୍ଚିର ରାଜ ଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ଝାଡଖଣ୍ଡ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୪ରେ ହେମନ୍ତ ସୋରେନ ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ!-->…
ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ଶିବସେନା ନେତା ରାଜେଶ ଶାହଙ୍କୁ ଜେଲ୍ ପରେ ମିଳିଲା ବେଲ୍
ମୁମ୍ବାଇ ହିଟ୍ ଆଣ୍ଡ ରନ୍ ଦୁର୍ଘଟଣା ମାମଲାରେ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହଙ୍କୁ ଜେଲ୍ ପରେ ମିଳିଛି ବେଲ୍। ମୁଖ୍ୟ ଅଭିଯୁକ୍ତ ରାଜେଶଙ୍କ ପୁଅ ମିହିର ଶାହ ଫେରାର୍ ଥିବାବେଳେ ସେ ଜାମିନ ପାଇଛନ୍ତି। ଗତକାଲି ମିହିରଙ୍କ BMW କାର୍ ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର!-->…
୧୭ ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନ ସୁଗାର ଜବତ, ୩ ଗିରଫ
ଭୁବନେଶ୍ୱର: ରାଜଧାନୀର ବେଧଡ଼କ ଚାଲିଛି ବେଆଇନ ବ୍ରାଉନ ସୁଗାର କାରବାର। ଧଳା ଜହର କବଳରେ ଭୁବନେଶ୍ୱର। କିନ୍ତୁ ଏହା ଉପରେ କଡ଼ା ନଜର ରଖିଛି ପୋଲିସ। ଏକ ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇ ଜଟଣା ଥାନା ଅନ୍ତର୍ଗତ ଏକ ସ୍ପେଶାଲ ନାଇଜର ପଛ ପାଖରେ ଥିବା ଇଲେକ୍ଟ୍ରିକ ସବ-ଷ୍ଟେସନ ନିକଟରେ!-->…
ବାଲିଗୁଡ଼ା ସହରରେ ବଢୁଛି ଅପରାଧିକ କାର୍ଯ୍ୟକଳାପ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରାଞ୍ଚଳରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ସହିତ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ୨୦୨୨ ମସିହାରେ ବାଲିଗୁଡା ଏନଏସି ଦ୍ଵାରା ୪୩ ଲକ୍ଷ ୪୮ ହଜାର ଟଙ୍କା ବ୍ୟୟ ଅଟକଳରେ ଲଗାଯାଇଥିବା ସିସିଟିଭି ବ୍ୟବସ୍ଥା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ!-->…
ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ଓଡ଼ିଆ ଭାଷା ପ୍ରମାଣ ପତ୍ର ପୋଷ୍ଟାଲ ନିଯୁକ୍ତି ନିମନ୍ତେ ଅମାନ୍ୟ
ଫୁଲବାଣୀ: ପୋଷ୍ଟାଲ ଡିପାର୍ଟମେଣ୍ଟ ରେ ଓଡିଶା କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ମିଳୁନି । ଛାତ୍ର ଛାତ୍ରୀ ଚାକିରୀ ପାଇଁ ଆବେଦନ କରିଥିଲେ ତାଙ୍କର ମାର୍କ ମଧ୍ୟ ଅଧିକ ଥିଲା ହେଲେ ଦଶମରେ ଓଡ଼ିଆ ବିଷୟ ନଥିବା କାରଣରୁ ସେମାନଂକୁ ରିଜେକ୍ଟ କରାଯାଇଥିଲା I ତେବେ ଓଡ଼ିଆ!-->…
ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ଘୋଷଯାତ୍ରା
ଫୁଲବାଣୀ : ହିନ୍ଦୁ ଧର୍ମରେ ଜଗନ୍ନାଥ ରଥ ଯାତ୍ରାର ମହତ୍ୱ ରହିଛି। ଏହି ଉତ୍ସବ ବଡ଼ ଭାଇ ବଳଭଦ୍ର ଏବଂ ସାନ ଭଉଣୀ ସୁଭଦ୍ରାଙ୍କ ସହିତ ଭଗବାନ କୃଷ୍ଣଙ୍କୁ ପୂଜା କରିବା ପାଇଁ ଉତ୍ସର୍ଗୀକୃତ l ଉତ୍ସବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ l ସେହି ପରମ୍ପରାକୁ ବଜାୟ ରଖି ଫୁଲବାଣୀ ସ୍ଥିତ ଜଗନ୍ନାଥ!-->…
ରାଜଯୋଗୀନି ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀଙ୍କ ୩୮ ତମ ଜନ୍ମଦିନ ପାଳିତ !
ଛତ୍ରପୁର : ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ର ସଞ୍ଚାଳିକା ରାଜଯୋଗୀନି ବ୍ରହ୍ମା କୁମାରୀ ବିଜୟଲକ୍ଷ୍ମୀ ଭଉଣୀ ଙ୍କ ୩୮ ତମ ଜନ୍ମଦିନ ଆଶ୍ରମ ପରିସରରେ ଶନିବାର ପାଳିତ ହୋଇଯାଇଛି ।ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଥିବା!-->…
କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ଆରମ୍ଭ
ଫୁଲବାଣୀ : ଓଡ଼ିଶାର ସର୍ବମୋଟ୍ ୧୦ଟି ଜିଲ୍ଲାକୁ ଭାରତ ସରକାରଙ୍କ ଦ୍ଵାରା ଆକାଂକ୍ଷୀ ଜିଲ୍ଲା ଭାବେ ନିଆଯାଇଛି । ସେଥୁମଧ୍ୟରେ କନ୍ଧମାଳ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି । ଭାରତ ସରକାରଙ୍କର ନୀତି ଆୟୋଗ ଏହି ଆକାଂକ୍ଷୀ ଜିଲ୍ଲାମାନଙ୍କର ଢାଞ୍ଚାଗତ ଉନ୍ନତି କରିବା ସହିତ ସାମାଜିକ,!-->…
ସେଣ୍ଟ ଜାଭିୟର ହାଇସ୍କୁଲରେ ବନ ମହୋତ୍ସବ
ଚିକିଟୀ : ଚିକିଟୀ ପେଣ୍ଠ ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବନ ମହୋତ୍ସବ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ଶିକ୍ଷୟତ୍ରୀ ସୁପ୍ରିୟା ସାହୁଙ୍କ ତତ୍ୱାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯଥା ଅଳକା ପ୍ରିୟଦର୍ଶିନୀ ପଣ୍ଡା, ସସ୍ମିତା ପ୍ରଧାନ, ମାନିନୀ!-->…
ଟୁ ହେଲ୍ପ ଓଦରସ ସଙ୍ଗଠନର କର୍ମକର୍ତ୍ତା ଚୟନ
ଚିକିଟୀ : ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ରାଧାମୋହନପୂର ଶ୍ରୀ ରାମଲିଙ୍ଗେଶ୍ୱର ଶିବ ମନ୍ଦିର ଠାରେ ଚିକିଟୀ ବ୍ଲକ ଟୁ ହେଲ୍ପ ଓଦରସ ସଙ୍ଗଠନ ର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ସର୍ବ ସମ୍ମତି କ୍ରମେ ଦେବେନ୍ଦ୍ର ରଣା ଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ!-->…