ଥାନା ଅଧିକାରୀଙ୍କ କାର ସହ ଧକ୍କା ହୋଇ ଯୁବକଙ୍କ ପ୍ରାଣ ଗଲା

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ଥାନା ଅଧିକାରୀଙ୍କ କାର ସହ ଧକ୍କା ହୋଇ ଜଣେ ଯୁବକ ପ୍ରାଣ ହରାଇଥିବା ବେଳେ ଜଣେ ଆହତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ପଡିଆ ଥାନା ଅଧିକାରୀ ରାମେଶ୍ଵର ପ୍ରଧାନ ଓ ଜଣେ ଡ୍ରାଇଭର ଛୁଟି ସାରି ପଡିଆ ଥାନାକୁ ଫେରୁଥିଲେ।…

ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଡ଼ଃ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ ତମ ଜୟନ୍ତୀ ପାଳିତ !

ଛତ୍ରପୁର : ଛତ୍ରପୁର ବିଜେପି କାର୍ଯ୍ୟାଳୟରେ ଡ଼ଃ. ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କର ୧୨୫ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବରିଷ୍ଠ ଆଇନଜିବୀ ନରସିଂହ ପାଢୀ ସଭାପତିତ୍ୱ କରିଥିଲେ ଓ ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ପାଢୀ ଯୋଗଦେଇ ଡ଼ଃ. ମୁଖାର୍ଜୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ…

ଗଡ଼ିଲାନି ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ

କେନ୍ଦ୍ରାପଡା : ଗଡ଼ିଲାନି ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ। ପହଣ୍ଡି ପରେ ରଥାରୁଢ଼ ନୀତି ସମ୍ପନ୍ନ। ସନ୍ଧ୍ୟା ହେବାରୁ ରଥ ଗଡ଼ିଲାନି। ଆସନ୍ତାକାଲି ନୀତିକାନ୍ତି ପରେ ଦିନ ୨ଟାରୁ ରଥ ଟଣା ଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ବଳଦେବଜୀଉ…

ଦ୍ୱିତୀୟ ଟି-୨୦ରେ ଜିମ୍ବାୱେକୁ ୧୦୦ ରନରେ ପରାସ୍ତ କଲା ଭାରତ

ହରାରେ : ଶନିବାର ଅପ୍ରତ୍ୟାଶିତ ଢଙ୍ଗରେ ଭାରତର ଯୁବ ବାହିନୀ ଜିମ୍ବାୱେ ଠାରୁ ହାରି ଯାଇଥିଲା। ହେଲେ ୨୪ ଘଣ୍ଟା ଭିତରେ ଜିମ୍ବାୱେ ଠାରୁ ଏହାର ମଧୁର ପ୍ରତିଶୋଧ ନେଇ ଶୁବମନ ଗିଲଙ୍କ ଭାରତୀୟ ଟିମ।ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ ଜିମ୍ବାୱେକୁ ବିଶାଳ ୧୦୦ ରନରେ ପରାସ୍ତ କରିଛି। ପ୍ରଥମେ…

ସନ୍ତୃପ୍ତ ମିଶ୍ର ହେଲେ ନବୀନଙ୍କ ରାଜନୈତିକ ସଚିବ

ଭୁବନେଶ୍ବର : ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା। ସମସ୍ତ ରାଜ୍ୟସ୍ତରୀୟ ଦଳୀୟ ପଦାଧିକାରୀଙ୍କୁ ହଟାଇଲା ବିଜେଡି। ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶକ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ…

ହାଥରସ ଦଳାଚକଟା: ଯୋଗୀଙ୍କୁ ଚିଠି ଲେଖିଲେ ରାହୁଲ

ଉତ୍ତରପ୍ରଦେଶ ଯାଇ ହାଥରସ ସତସଙ୍ଗ ଦଳାଚକଟାରେ ମୃତ୍ୟୁ ବରଣ କରିଥିବା ପୀଡିତ ପରିବାରକୁ ଭେଟିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହାପରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ରାହୁଲ ପୀଡ଼ିତଙ୍କ ପରିବାରର ସମସ୍ୟାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି।ଚିଠି ମାଧ୍ୟମରେ…

ଆସାମରେ ଜଳ ପ୍ରଳୟ, ୭୨ ମୃତ

ଗୌହାଟୀ : ଉତ୍ତର ପୂର୍ବାଞ୍ଚଳରେ ଜାରି ରହିଛି ବର୍ଷା। ଏଥିଯୋଗୁ ଆସାମରେ ବନ୍ୟା ସ୍ଥିତି ଭୟଙ୍କର ହୋଇଛି। ପାଣିରେ ଉବୁଟୁବୁ ହେଉଛି ପୂରା ଆସାମ। ବନ୍ୟା ଯୋଗୁ ପ୍ରୟାୟ ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଅସାମରେ ବନ୍ୟା ଯୋଗୁ ଆଉ ୬ ଜଣଙ୍କ ମୃତ୍ୟୁ…

ସାଂସଦ ମହୁଆଙ୍କ ନାଁରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ : ଜାତୀୟ ମହିଳା କମିଶନ ମୁଖ୍ୟ ରେଖା ଶର୍ମାଙ୍କ ସମ୍ପର୍କରେ ଆପତ୍ତିଜନକ ପୋଷ୍ଟ ସୋଶାଲ ମିଡିଆରେ କରିଥିବା ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଅଡ଼ୁଆ ବଢ଼ିଛି। ମହୁଆଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍‌ ଗୋଟିଏ ମାମଲା ରୁଜୁ କରିଛି।ମହୁଆଙ୍କ ସୋଶାଲ ମିଡିଆ ପୋଷ୍ଟ ବିରୋଧରେ ପ୍ରଥମେ ମହିଳା…

ଅଧିକ ଦିନ ରହିବେ ନାହିଁ ମୋଦୀ ସରକାର: ସଞ୍ଜୟ ରାଉତ

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ମହାରାଷ୍ଟ୍ରର ରାଜନୀତି ସରଗରମ ହେବାରେ ଲାଗିଛି। ଉଭୟ ପ୍ରମୁଖ ମିଳିତ ମଞ୍ଚ ଏବଂ ସମସ୍ତ ପ୍ରମୁଖ ୬ ଟି ଦଳ ଦିନରାତି ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। ସେମାନେ ପ୍ରତ୍ୟେକ ମୁହୂର୍ତ୍ତରେ ଛକାପଞ୍ଝା ହେବାରେ…

ଜମ୍ମୁ-କଶ୍ମୀର ଯୋଜନାବଦ୍ଧ ଆତଙ୍କୀ ହମଲା ପଛରେ ଲସ୍କରର ମୋଷ୍ଟ ୱାଣ୍ଟେଡ୍‌

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ଗତକାଲି ଠାରୁ କୁଲଗାମ ଓ ରଜୌରୀ ଭଳି ଏକାଧିକ ସ୍ଥାନରେ ଏନକାଉଣ୍ଟର ଜାରି ରହିଛି। ଏଥିରେ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ୨ ଜଣ ଯବାନ ସହିଦ ହୋଇଛନ୍ତି। ଏହାପୂର୍ବରୁ ମଧ୍ୟ ଘାଟିରେ ଏକାଧିକ ଯୋଜନାବଦ୍ଧ…