ହାଥ୍‌ରସ ଦଳାଚକଟା ଘଟଣା; ୧୪ଦିନିଆ ହାଜତକୁ ଗଲା ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ହାଥ୍‌ରସ ଦଳାଚକଟା ଘଟଣା । ଗିରଫ ମୁଖ୍ୟ ଅଭିଯୁକ୍ତ ଦେବପ୍ରକାଶ ମଧୁକରଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଧୁକରଙ୍କୁ ଶୁକ୍ରବାର ରାତିରେ ଗିରଫ କରାଯାଇଥିବାବେଳେ ଶନିବାର ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ପୁଲିସର ଆବେଦନ ଆଧାରରେ…

ପ୍ରଭୁ ଜଗନ୍ନାଥଙ୍କ ରୂପରେ ଦର୍ଶନ ଦେଲେ ବାବା ମହାକାଳ: ଜୟ ଶ୍ରୀମହାକାଳ.. ଜୟ ଶ୍ରୀଜଗନ୍ନାଥ ଧ୍ବନିରେ କମ୍ପିଲା ପରିବେଶ

ଉଜ୍ଜୈନ: ପୁରୀ ସମେତ ସାରା ଦେଶରେ ଆଜି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ତେବେ ପୁରୀରେ ସନ୍ଧ୍ୟା ୫ଟାରୁ ରଥଟଣା ହେବାକୁ ଥିବାବେଳେ ଏହାପୂର୍ବରୁ ଆଷାଢ ଶୁକ୍ଳ ଦ୍ଵିତୀୟା ମହାସଂଯୋଗରେ ମଧ୍ୟପ୍ରଦେଶର ବିଶ୍ୱ ପ୍ରସିଦ୍ଧ ଶ୍ରୀମହାକାଳେଶ୍ୱର ମନ୍ଦିରରେ…

ଜେଲ୍ ଭିତରେ ଭୟଙ୍କର ବିସ୍ଫୋରଣ: ତଦନ୍ତ କରୁଛି ପୁଲିସ୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଜେଲ ଭିତରେ ଭୟଙ୍କର ବିସ୍ଫୋରଣ। ମହାରାଷ୍ଟ୍ର ଅମରାବତୀ ସେଣ୍ଟ୍ରାଲ ଜେଲରେ ଭୟଙ୍କର ବିସ୍ଫୋରଣ ହୋଇଛି।  କ୍ରିକେଟ୍‌ ବଲ୍‌ ଭିତରେ ବାରୁଦ ରଖି କେହି ଦୁର୍ବୁତ୍ତ ଜେଲ ଭିତରକୁ ଫିଙ୍ଗିଥିବା ଜଣାପଡିଛି। ଯାହାକୁ ନେଇ ଜେଲରେ ଥିବା କଏଦୀ ଏବଂ ପୁଲିସ୍ କର୍ମଚାରୀଙ୍କ…

ଗାଜାର ସ୍କୁଲ ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌: ୧୬ ମୃତ, ୭୫ରୁ ଊର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ : ଇସ୍ରାଏଲ ସେନା ଶନିବାର ଗାଜାର ଏକ ସ୍କୁଲ ଉପରେ ଏୟାରଷ୍ଟ୍ରାଇକ୍‌ କରିଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ସ୍କୁଲ ମିଳିତ ଜାତିସଂଘ(ୟୁଏନ)ର ଥିଲା, ଯେଉଁଠାରେ ଶରଣାର୍ଥୀମାନଙ୍କୁ ରଖାଯାଇଥିଲା।ସ୍ଥାନୀୟ…

୨ ପୁରସ୍କାର ନକ୍ସଲ ସହ ୫ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସ ନିକଟରେ ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରୁ ଦୁଇ ଜଣଙ୍କ ନାମରେ ସରକାର ୩ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନଙ୍କ ମଧ୍ୟରୁ କାଇଟନ ସୁକ୍କା ଉପରେ ସରକାର ୨ ଲକ୍ଷ ଏବଂ ସୋୟାମ ବଦ୍ରା ଉପରେ ୧ ଲକ୍ଷ…

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ଏହି ଉପଲକ୍ଷେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ରଥଯାତ୍ରା ଉପଲକ୍ଷେ ମୁଁ ସମଗ୍ର ଦେଶବାସୀଙ୍କୁ…

ଚଢ଼ଉ ବେଳେ ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଅଶାଳୀନ ବ୍ୟବହାର

ଭୁବନେଶ଼୍ବର ୭।୭ : ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବିଳମ୍ୱିତ ରାତି ଚଢ଼ଉ ବେଳେ ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଅଶାଳୀନ ବ୍ୟବହାର କରିଲେ ବାର୍‌ ମାଲିକ। ଏ ନେଇ ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ ନିଜେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି…

ରାଜଧାନୀରେ ପ୍ରବଳ ବର୍ଷା, ଭାସିଲା ଗାଡ଼ି

ଭୁବନେଶ଼୍ବର ୭।୭ : ରାଜଧାନୀ ଭୁବନେଶ଼୍ବରରେ ପ୍ରବଳ ବର୍ଷା ହୋଇଛି । ଫଳରେ ଇସ୍କନ ମନ୍ଦିର ସାମ୍ନା ରାସ୍ତା ବର୍ଷା ପାଣିରେ ବଡ଼ିଯାଇଛି । ରାସ୍ତାରେ ୫ଫୁଟ୍‌ ଉଚ୍ଚର ପାଣି ଜମିଥିବାରୁ କିଛି ଗାଡ଼ି ବୁଡ଼ି ରହିଥିବା ଦେଖିବାକୁ ମିଳିଛି । ଆଜି ରଥଯାତ୍ରା ଥିବାରୁ ଭକ୍ତ ଇସ୍କନ ମନ୍ଦିରରେ…

ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ଅବିକଳ ପୁରୀ ଭଳି ଜଗନ୍ନାଥ ମନ୍ଦିର

ପୁରୀ : କୁହାଯାଏ ଯେ ପଶ୍ଚିମବଙ୍ଗର ଲୋକଙ୍କ ଜୀବନ ଦାର୍ଜିଲିଂ, ପୁରୀ ଏବଂ ଦୀଘାରେ ରହିଥାଏ। ଦାର୍ଜିଲିଂ ଓ ଦୀଘା ତ ସେଠାରେ ଅଛି, କିନ୍ତୁ ପୁରୀ ଓଡ଼ିଶାରେ ଅଛି। ତେଣୁ ପୁରୀକୁ ଏଠାରେ ସ୍ଥାପନ କରିବା ପାଇଁ ପୂର୍ବ ମିଦନାପୁର ଜିଲାର ଦୀଘାରେ ସମୁଦ୍ର କୂଳରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର…

ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ : ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରବିବାର ପବିତ୍ର ରଥଯାତ୍ରା ଅବସରରେ ଗୋବର୍ଦ୍ଧନ ପୀଠରେ ସେ ଶଙ୍କରାଚାର୍ଯ୍ୟଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଆଜି ଭଳି ଦିନରେ…