Sign in
Sign in
Recover your password.
A password will be e-mailed to you.
ଶ୍ରୀକ୍ଷେତ୍ରରେ ରଥ ଟଣା ବେଳେ ଅଘଟଣ; ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
ପୁରୀ : ଶ୍ରୀକ୍ଷେତ୍ରରେ ରଥ ଟଣା ବେଳେ ଅଘଟଣ ଘଟିଛି। ତାଳଧ୍ୱଜ ରଥ ଟଣା ବେଳେ ଅଣନିଶ୍ୱାସୀ ହୋଇ ଜଣେ ଶ୍ରଦ୍ଧାଳୁ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ପୁରୀ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣକ ଅଣ!-->…
ଭକ୍ତଙ୍କ ମେଳରେ ମହାବାହୁ ! ଶରଧାବାଲି ଅଭିମୁଖେ ଯାତ୍ରା କଲେ ତିନିଠାକୁର
ପୁରୀ : ଏବର୍ଷ ଦୁଇଦିନ ଶ୍ରୀଗୁଣ୍ଡିଚା ପଡୁଥିବାରୁ ଦୁଇଦିନ ରଥଟଣା ହେବ | ଆଜି ବଡ଼ଠାକୁରଙ୍କ ତାଳଧ୍ବଜ, ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଶରଧାବାଲି ଅଭିମୁଖେ ଗଡ଼ିଛି। ରଥଯାତ୍ରାର ପ୍ରଥମ ପର୍ଯ୍ୟାୟରେ ଆଜି ନନ୍ଦିଘୋଷକୁ ମାତ୍ର ଦୁଇପାଦ ଆଗକୁ ଟଣାଯାଇଛି।!-->…
ବଡ଼ଦାଣ୍ଡରେ ମହାମହିମ ରାଷ୍ଟ୍ରପତି : ପ୍ରଭୁଙ୍କ କରୁଣା ଭିକ୍ଷା କଲେ
ପୁରୀ,୭/୭: ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥଯାତ୍ରା ଦେଖିବା ପାଇଁ ବଡ଼ଦାଣ୍ଡରେ ଉପସ୍ଥିତ ଥିଲେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ମହାବାହୁଙ୍କୁ ଦେଖି ଭାବବିହ୍ବଳ ହୋଇପଡିଥିଲେ। ଏପରିକି ରାଷ୍ଟ୍ରପତି ହାତ ଟେକି ଆଣ୍ଠୁ ମାଡ଼ି ମହାପ୍ରଭୁ ଜଗନ୍ନାଥଙ୍କୁ!-->…
ଏଠି ରାଜା ହେଉଛନ୍ତି ସେବକ : ବିଶ୍ବକୁ ମହାନ ବାର୍ତ୍ତା ଦିଏ ଓଡ଼ିଶା
ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସବୁବର୍ଷ ପରି ଓଡ଼ିଶା ସାରା ବିଶ୍ବକୁ ଦେଇଛି ଗଣତନ୍ତ୍ରର ମହାନ ବାର୍ତ୍ତା । ମହାପ୍ରଭୁଙ୍କ ପ୍ରଥମ ସେବକ ହେଉଛନ୍ତି ଉତ୍କଳର ଗଜପତି ମହାରାଜା | ଉତ୍କଳର ମହାରାଜା ଆଜି ହାତରେ ଝାଡୁଧରି ରଥରେ ଛେରାପହଁରା କରିଛନ୍ତି!-->…
ଧାର୍ଯ୍ୟ ସମୟ ପୂର୍ବରୁ ଆରମ୍ଭ ହେଲା ପହଣ୍ଡି, ରଥାରୂଢ଼ ହେଲେ ଚତୁର୍ଦ୍ଧାମୂରତି
ପୁରୀ : ଆଜି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥଯାତ୍ରା ଲାଗି ପୁରା ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି। ମହାପ୍ରଭୁଙ୍କ ପହଣ୍ଡି ଅପରାହ୍ନ ୧ଟା!-->…
ରୋଟାରୀ କ୍ଲବ ପକ୍ଷରୁ ଫୁଲବାଣୀ ରିଜର୍ଭ ପୋଲିସ ପଡିଆରେ ବୃକ୍ଷ ରୋପଣ
ଫୁଲବାଣୀ : ୭୫ତମ ବନମହୋତ୍ସବ ଅବସରରେ ରୋଟାରୀ କ୍ଲବ ଫୁଲବାଣୀ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ସହାୟତା ରେ ଶନିବାର ସ୍ଥାନୀୟ ପୋଲିସ ରିଜର୍ଭ ପଡିଆରେ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ଏହି ଅବସରରେ ଅତିରିକ୍ତ ଏସପି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି!-->…
ଏବିଭିପି କନ୍ଧମାଳର ନୃତନ ଦାୟିତ୍ୱ ଘୋଷଣା
ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ପ୍ରାତ ଅଭ୍ୟାସ ବର୍ଗ -୨ ଢେଙ୍କାନାଳ ଜିଲ୍ଲାରେ ୩୦ ତାରିଖରୁ ଆରମ୍ଭ ହୋଇ ୩ ତାରିଖରେ ସମାପ୍ତ ହୋଇ ଯାଇଛି । ଦୀର୍ଘ ଚାରି ଦିନ ଧରି ଚାଲିଥିବା ଏହି ଅଭ୍ୟାସ ବର୍ଗ ରେ ଓଡ଼ିଶାର ୮ ଟି ବିଭାଗ ଓ ୨୩ ଜିଲ୍ଲାର ପ୍ରାୟ ତିନିଶହରୁ ଅଧିକ!-->…
ମାଲକାନଗିରି ଜିଲ୍ଲାରେ ଶୁଭାରମ୍ଭ ହେଲା ସମ୍ପୂର୍ଣ୍ଣତା ଅଭିଯାନ
ମାଲକାନଗିରି : ଆଜି ମାଲକାନଗିରି ଜିଲ୍ଲାରେ ସଂପୂର୍ଣ୍ଣତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ଓ ଜିଲ୍ଲାପାଳ, ସଚିନ ପାୱାରଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଅଛି।!-->…
ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ଉତ୍କଳମଣିଙ୍କ ଅବଦାନ ଅବିସ୍ମରଣୀୟ – ରାଷ୍ଟ୍ରପତି
ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା!-->…
ଏବର୍ଷ ଲାଗିବ ୫ କୋଟି ଚାରା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ଆରମ୍ଭ ହୋଇଥିବା ‘ଏକ ପେଡ୍ ମା କେ ନାମ’ ଅଭିଯାନରେ ସାମିଲ ହେବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି। ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ସେହି ଫଟୋ ଅପ୍ଲୋଡ କରିବାକୁ ଯେଉଁ ଆହ୍ବାନ ଦିଆଯାଇଛି ସେଥିରେ ଓଡ଼ିଶା!-->…