ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନବନ୍ଦରରେ ରାଷ୍ଟ୍ରପତି…

ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଷ୍ଟ୍ରପତି…

ଭୁବନେଶ୍ବର: ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ। ସେଠାରୁ ରାଷ୍ଟ୍ରପତି ବିମାନ ବନ୍ଦରରୁ ସଡକ ପଥରେ…

କାର୍ଯ୍ୟ ଚାପ: ଶିଡ଼ିରୁ ଡେଇଁ ରୋବଟ୍‍ର ଆତ୍ମହତ୍ୟା

ନୂଆଦିଲ୍ଲୀ : କାର୍ଯ୍ୟକ୍ଷେତ୍ରରେ ଚାପ, ପାରିବାରିକ, ସ୍ବାସ୍ଥ୍ୟଗତ ଏବଂ ଆର୍ଥିକ ସମସ୍ୟା ଯୋଗୁଁ ଲୋକମାନେ ଆତ୍ମହତ୍ୟା କରିଥାନ୍ତି। ତେବେ କାର୍ଯ୍ୟ ଚାପ ଯୋଗୁଁ ଗୋଟିଏ ରୋବଟ୍‌ ଆତ୍ମହତ୍ୟା କରିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି।ଦକ୍ଷିଣ କୋରିଆର ଗୁମି ମହାନଗର ନିଗମରେ ଏକ ରୋବଟ୍‌କୁ…

ପେପର୍ ଲିକ୍ ବିବାଦ ମଧ୍ୟରେ NEET-UG କାଉନସେଲିଂ ସ୍ଥଗିତ

ନୂଆଦିଲ୍ଲୀ : ସ୍ଥଗିତ ରହିଲା NEET-UG କାଉନସେଲିଂ। ପେପର୍ ଲିକକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଆଜି ହେବାକୁ ଥିବା କାଉନସେଲିଂ ସ୍ଥଗିତ ରଖାଯାଇଛି।ଜାତୀୟ ପରୀକ୍ଷା ଏଜେନ୍ସି (NTA) କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି…

ନାଇଡୁ ଆରମ୍ଭ କଲେ ଦକ୍ଷତା ଭିତ୍ତିକ ଜନଗଣନା

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ବିଜେପିର ସହଯୋଗୀ ଏନ ଚନ୍ଦ୍ରବାବୁ ନାଇଡୁ ରାଜ୍ୟରେ ଦକ୍ଷତା ଭିତ୍ତିକ ଜନଗଣନା ଆରମ୍ଭ କରିଛନ୍ତି। ସମାନ ପଦକ୍ଷେପ ସମଗ୍ର ଦେଶରେ ସେ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୋଟିଏ ପ୍ରସ୍ତାବ ମଧ୍ୟ ଦେଇ ପାରନ୍ତି। ଏପରି ଗଣନା ଦ୍ୱାରା…

ବିଦେଶୀ ବି ପାଇପାରିବେ ଆଧାର କାର୍ଡ

କୋଲକାତା : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) କଲିକତା ହାଇକୋର୍ଟଙ୍କୁ କହିଛି ଯେ ଆଧାର କାର୍ଡ ପ୍ରଦାନର ନାଗରିକତା ସହ କୌଣସି ସମ୍ପର୍କ ନାହିଁ। ୟୁଆଇଡିଏଆଇ ଆହୁରି ମଧ୍ୟ କହିଛି ଯେ ଆଇନଗତ ଭାବେ ଦେଶରେ ପ୍ରବେଶ କରିଥିବା ଅଣବାସିନ୍ଦାଙ୍କୁ ମଧ୍ୟ ଉପଯୁକ୍ତ ଆବେଦନ…

ଗୁଜରାଟରେ ବିଜେପିକୁ ହରାଇବୁ: ରାହୁଲ ଗାନ୍ଧୀ

ଅହମଦାବାଦ: ଲୋକସଭା ନିର୍ବାଚନରେ ​​ଭଲ ଫଳାଫଳ ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୋବଳ ବୃଦ୍ଧି ପାଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଏବେ ତାଙ୍କ ଆଖି ଗୁଜରାଟ ବିଜୟ ଉପରେ ଅଛି । ଶନିବାର ଦିନ ରାହୁଲ ଗାନ୍ଧୀ ଗୁଜରାଟ ଗସ୍ତରେ ଆସି ସଂସଦରେ ଦେଇଥିବା ଆହ୍ବାନକୁ…

ଜମ୍ମୁ ଓ କଶ୍ମୀରରେ ସେନା-ଆତଙ୍କବାଦୀ ଏନକାଉଣ୍ଟର, ଜଣେ ଯବାନ ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି । ପୁଲିସ କହିଛି ଯେ କୁଲଗାମ ଜିଲ୍ଲାରେ ୨ରୁ ୩ ଜଣ ଆତଙ୍କବାଦୀ ଚିହ୍ନଟ ହେବା ପରେ ମଡେରଗାମରେ ସର୍ଚ୍ଚ ଆଣ୍ଡ କର୍ଡନ ଅପରେସନ ପରେ ସୁରକ୍ଷାବାହିନୀ ଓ…

ହ୍ବାଟସ୍ ଆପ୍ ଚାଟ୍ ଆଇନଗତ ପ୍ରମାଣ ନୁହେଁ: ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ହ୍ବାଟସ୍ ଆପ୍ ସମଗ୍ର ବିଶ୍ୱରେ ଏପରି ଏକ ପ୍ଲାଟଫର୍ମରେ ପରିଣତ ହୋଇଛି ଯାହା ମାଧ୍ୟମରେ ଲୋକମାନେ ବର୍ତ୍ତମାନ କେବଳ ବ୍ୟକ୍ତିଗତ ଚାଟ୍ କରୁନାହାନ୍ତି ବରଂ ବୃତ୍ତିଗତ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଯେଉଁଠାରେ ପୂର୍ବରୁ ହ୍ବାଟସ୍ ଆପ୍ ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ସହ…

ଭୋଲେ ବାବାଙ୍କ ନାଁରେ ପ୍ରଥମ ମାମଲା ରୁଜୁ, ରହିଛି ପଲିଟିକାଲ ଲିଙ୍କ୍

ଲକ୍ଷ୍ନୌ : ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆତ୍ମଘୋଷିତ ବାବାଙ୍କ ନାଁରେ ପ୍ରଥମ ମାମଲା ରୁଜୁ। ଏହି ଦୁଃଖଦ ଘଟଣାକୁ ପାଞ୍ଚ ଦିନ ବିତି ସାରିଥିଲେ ମଧ୍ୟ ଭୋଲେ ବାବାଙ୍କ ବିରୁଦ୍ଧରେ ଏଯାଏ କୌଣସି ଗୋଟିଏ ବି ଲିଖିତ ଅଭିଯୋଗ ହୋଇନଥିଲା। ଆଜି ଭୋଲେ ବାବା ଓରଫ ସୁରଜପଲ ସିଂହଙ୍କ…