ସାପ କାମୁଡାରେ ଜଣେ ମୃତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ଝୁନମୁର ପଞ୍ଚାୟତର ଗୋପୁର ନଦୀ ଡିପା ଗ୍ରାମରେ ଗତ କାଲି ରାତ୍ରରେ ହାଠାରୁ ନିରାଲା ୬୦ ବର୍ଷ ନିଜ ଘରେ ସୋଇଥିବା ବେଳେ ଗୋଟିଏ ବିଷାକ୍ତ ସାପ ରାତ୍ରରେ ଘରକୁ ପଶି କାମୁଡି ଥିଲା | ଘର ଲୋକେ ସଙ୍ଗେ ସଙ୍ଗେ ରାଏବଗା ସ୍ୱାସ୍ଥ୍ୟ…

ତିନି ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକର ଶଙ୍କରାଖୋଲ ଗ୍ରାମପଂଚାୟତର ହାଟପଦାସାହିରେ ଏକ ଅଭାବନୀୟ ଘଟଣା ଘଟିଛି l ଯାହା ସୂଚନା ମିଳିଛି କିଛି ଦୁର୍ବୃତ୍ତ ଗତ କାଲି ବିଳମ୍ବିତ ରାତ୍ରିରେ ହାତରେ ଭୁଜାଲି ଛୁରୀ ମାଉଜର ଏବଂ ମାରଣା ଅସ୍ତ୍ର ଧରି ସେହି ଗ୍ରାମର ସନ୍ତୋଷ ନାୟକଙ୍କୁ ଅତର୍କିତ…

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ରାୟଗଡ଼ା : ଭାରତୀୟ ମଜଦୂର ସଂଘ ସହବନ୍ଧିତ ଭାରତୀୟ ମେଡିକାଲ ସେଲ୍ସ୍ ରିପ୍ରେଜେଣ୍ଟଟେଟିଭ୍ ଆସୋସିଏସନ୍ ର ସାଧାରଣ ସମ୍ପାଦକ ଶ୍ରୀ ଅମରେଶ ମହାପାତ୍ରଙ୍କୁ ମାନସିକ ନିର୍ଯାତନା, ଆର୍ଥିକ ନିର୍ଯାତନା ଓ ଅନୈତିକ ବଦଳି ପ୍ରତିବାଦରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଓଡିଶାର ସମସ୍ତ…

ଆସିକା ରେ ଦିନରେ ବନ ମହୋତ୍ସବ ରାତିରେ ଗଛ କାଟି ଚାଲାଣ……!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ଏବେ ବନ ମହୋତ୍ସବ ଧୁମଧାମ ରେ ପାଳିତ ହେଉଛି। ଆସିକା ବନାଞ୍ଚଳ ରେ ଥିବା ଜଙ୍ଗଲ ରୁ ଅବାଧ ରେ ରାତ୍ର ସମୟ ରେ କଟର ସାହାଯ୍ୟରେ ମୂଲ୍ୟ ବାନ ଗଛ କାଟି ଚାଲାଣ ହେବାର ନଜିର ରହିଛି। ଗତ କିଛି ମାସ ମଧ୍ୟରେ ଧରାକୋଟ ଅଞ୍ଚଳ ରୁ…

ଭାରତୀୟ ମାନକ ବ୍ୟୁରୋ ତରଫରୁ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ

ଛତ୍ରପୁର : ଆଜି ପୂର୍ବାହ୍ନରେ ଋଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଭାରତୀୟମାନକ ବ୍ୟୁରୋ ତରଫରୁ ଜିଲ୍ଲାସ୍ତରୀୟ ସଚେତନତା କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ଭାରତୀୟ ମାନକ ବ୍ୟୁରୋ, ଭୁବନେଶ୍ବର ଶାଖାର ବୈଜ୍ଞାନିକ ଦୀପକ ପାତ୍ର ଏବଂ ରଜନୀ ପନଓ୍ବାର ତାଲିମ ପ୍ରଦାନ କରିଥିଲେ…

ସୀମାନ୍ତ ପୋଲିସକୁ ସଫଳତା ମୁଖ୍ୟସ୍ରୋତକୁ ଫେରିଲେ ତିନି

ମାଲକାନଗିରି : ଜିଲ୍ଲା ସୀମାନ୍ତ ରାଜ୍ୟ ଛତିଶଗଡର ଦାନ୍ତେୱାଡା ଜିଲ୍ଲାରେ ତିନି ସକ୍ରିୟ ମାଓବାଦୀଙ୍କ ଆତ୍ମସମର୍ପଣ l ସୂଚନା ଅନୁଯାଇ ଦାନ୍ତେୱାଡା ଜିଲ୍ଲା ପୁଲିସ ନିକଟରେ ଭୈରମଗଡ଼ ଏବଂ କଟେକଲ୍ୟାଣ ଏରିଆ କମିଟିରେ ସକ୍ରିୟ ତିନି ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି l ଆତ୍ମସମର୍ପଣ…

ରୋଟାରୀ କ୍ଲବ ପକ୍ଷରୁ ଆଲୋଚନା ଚକ୍ର “ଭାରତୀୟ ଶିକ୍ଷା ଦେଇ ନୂଆ ପୃଥିବୀ ” ଅନୁଷ୍ଠିତ

ଫୁଲବାଣୀ : ଆଜି ସ୍ଥାନୀୟ ବିଇଡି କଲେଜ ପରିସରରେ "ଭାରତୀୟ ଶିକ୍ଷା ଦେଇ ନୂଆ ପୃଥିବୀ " ଶୀର୍ଷକ ଆଲୋଚନାଚକ୍ର ରୋଟାରୀ କ୍ଲବ୍‌ ଫୁଲବାଣୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁନିସେଫ /ବିଶ୍ୱବ୍ୟାଙ୍କ୍‌ /ଏନ. ସି. ଇ. ଆର୍‌. ଟି ର ପ୍ରମୁଖ ଶିକ୍ଷା ବିଶେଷଜ୍ଞ ଭାବରେ ସୁନାମ…

ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ପାଳନ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି, ଏହି ଅବସର ରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସର ରେ ତାଲୁକ ଆଇନ ସେବା କମିଟି ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ ମନୋରଞ୍ଜନ ଦାଶ ନିଜେ ବୃକ୍ଷ ରୋପଣ କରିବା ସହିତ ତାଙ୍କ…

କେର ଷ୍ଟାରମରଙ୍କୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କଲେ ରାଜା ଚାର୍ଲସ

ବ୍ରିଟେନର ରାଜା ଚାର୍ଲସ ତୃତୀୟ ବିଧିବଦ୍ଧ ଭାବେ ଲେବର ପାର୍ଟିର ନେତା କେର୍‌ ଷ୍ଟାରମରଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ବକିଂହାମ ପ୍ୟାଲେସକୁ ଯାଇ ଷ୍ଟାରମର ରାଜା ଚାର୍ଲସଙ୍କୁ ଭେଟିବା ପରେ ଏପରି ନିଯୁକ୍ତି ପାଇଛନ୍ତି। ସାମ୍ନାକୁ ଆସିଥିବା ଫଟରେ ରାଜା…

ସରୋଗେସି ଦ୍ୱାରା ମା ହୋଇଥିବା ମହିଳାଙ୍କୁ ବି ମିଳିବ ପ୍ରସବକାଳୀନ ଛୁଟି: ଓଡିଶା ହାଇକୋର୍ଟ

କଟକ: ସରୋଗେସି ମାଧ୍ୟମରେ ମା ହୋଇଥିବା କର୍ମଚାରୀଙ୍କୁ ପ୍ରାକୃତିକ ଉପାୟରେ ମା ହୋଇଥିବା ମହିଳାଙ୍କ ଭଳି ପ୍ରସବକାଳୀନ ଛୁଟି (ମାଟର୍ଣ୍ଣିଟି ଲିଭ୍) ସୁବିଧା ମିଳିବ। ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଛନ୍ତି।…