ବିଦ୍ୟାଳୟରେ ଉପସ୍ଥାନ ବଢ଼ାଇବା ପାଇଁ ଯାତାୟତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ବର: ସ୍କୁଲ ଯିବାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ବିଦ୍ୟାଳୟରେ ଉପସ୍ଥାନ ବଢାଇବା ପାଇଁ ଆରମ୍ଭ ହେଲା ନିଆରା ବ୍ୟବସ୍ଥା। ୩୦ ଜିଲ୍ଲାର ୩୫ ହଜାର ୭୬ ଜଣ ଛାତ୍ରଛାତ୍ରୀ ପାଇବେ ଏହି ସୁବିଧା। ରାଜ୍ୟର ବିଭିନ୍ନ ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଜନବସତିରୁ ବହୁ ଦୂର ଥିବାରୁ…

ଇଂଜେକ୍ସନ ଦେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଅପହରଣ ଉଦ୍ୟମ

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଗବଯୋର ଗାଁ ନିକଟରେ ଅଘଟଣ। ସ୍କୁଲ ଯିବା ବାଟରେ ଛାତ୍ରଙ୍କୁ ଇଂଜେକସନ୍ ଦେଲେ ଦୁର୍ବୃତ୍ତ। ୧୦ମ ଶ୍ରେଣୀ ଛାତ୍ରଙ୍କୁ ଇଂଜେକସନ୍ ଫୋଡ଼ି ଦେଲେ ୫ ଦୁର୍ବୃତ୍ତ। ଚେତାଶୂନ୍ୟ ଅବସ୍ଥାରେ ଛାତ୍ରଙ୍କୁ ସୁବର୍ଣ୍ଣପୁର ମେଡିକାଲରେ ଭର୍ତ୍ତି। ୫ ଯୁବକଙ୍କ…

ଦରମା ନେବାକୁ ମନା କଲେ ଆନ୍ଧ୍ରପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନରେ ଏଥର ଟିଡ଼ିପି-ଜନସେନା ଓ ବିଜେପି ମେଣ୍ଟ ବହୁମତ ହାସଲ କରିଥିଲା | ଆଉ ଏହା ପରେ ଟିଡ଼ିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଜନସେନା ପାର୍ଟି ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ…

ସଇଁତଳାରେ ଡେଙ୍ଗୁ ଆତଙ୍କ : ଜଣେ ମୃତ, ୧୮ ଆକ୍ରାନ୍ତ

ଟିଟିଲାଗଡ଼ : ସଇଁତଳାରେ ଡେଙ୍ଗୁ ଆତଙ୍କ ।  କିଛି ଦିନ ପୂର୍ବେ ଡେଙ୍ଗୁ ଆକ୍ରାନ୍ତରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି । ୧୮ ଜଣକ ମଧ୍ୟରୁ ୧୧ ଜଣକର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି…

୩ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଲଗାତାର ନକ୍ସଲ ଉପରେ ସୁରକ୍ଷାକର୍ମୀଙ୍କ ହମଲାରେ ନକ୍ସଲ ବିଳବିଳାଉଛନ୍ତି ଓ ଆତଙ୍କିତ ମଧ୍ୟ ହେଲେଣି। ଫଳରେ ଶତାଧିକ ନକ୍ସଲଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆତ୍ମସମର୍ପଣ କଲେଣି। ଏହି କ୍ରମରେ ଆଜି ଦନ୍ତେଵାଡା ଜିଲ୍ଲା ପୁଲିସ ନିକଟରେ କଟେକଲ୍ୟାଣ ଓ…

ପାରୋଲରେ ଆସି ସାଂସଦ ଭାବେ ଶପଥ ନେଲେ ଅମୃତପାଲ ଓ ଇଞ୍ଜିନିୟର ରଶିଦ

ଜେଲରେ ଥିବା ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହ ଓ କଶ୍ମୀରର ଶ୍ରମିକ ନେତା ଶେଖ ଅବଦୁଲ ରଶିଦ ଓରଫ ଇଞ୍ଜିନିୟର ରଶିଦ ପାରୋଲରେ ଆସି ଲୋକସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ପାର୍ଲାମେଣ୍ଟ କମ୍ପ୍ଲେକ୍ସରେ ଉଭୟ ଶପଥ ନେଇଥିବା ବେଳେ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…

ଲୋକଙ୍କ ଅଭିଯୋଗ ଶୁଣୁନି ଜଗତସିଂହପୁର ପୋଲିସ, ଥାନାକୁ ଆସି ପେନ୍, ପେପର ଦେଲେ ବିଧାୟକ

ଜଗତସିଂହପୁର: ଲୋକଙ୍କ ସରକାରରେ ଚାଲିବ ନାହିଁ ପୋଲିସର ନାଲି ଆଖି। ନିଜେ ମୁଖ୍ୟମନ୍ତ୍ରୀ ସର୍ବସମ୍ମୁଖରେ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ପୋଲିସ ଡିଜିଙ୍କୁ ପରାମର୍ଶ ଦେଇସାରିଛନ୍ତି। ଏପରି ସ୍ଥିତିରେ ଜଗତସିଂହପୁର ପୋଲିସ ଯେଉଁଭଳି ଭାବେ ଲୋକଙ୍କୁ ଖରାପ ବ୍ୟବହାର ଦେଖାଯାଉଛି ତାହା…

ସୋର ଟ୍ରିପିଲ ମର୍ଡର ଘଟଣାରେ ୮ ଅଟକ, ଜଙ୍ଗଲରୁ ମାରଣାସ୍ତ୍ର ଜବତ

ସୋର : ସୋର ଟ୍ରିପିଲ ମର୍ଡର ଘଟଣା । ତିନି ଜଣଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ୧୫ରୁ ଅଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି । ଗତକାଲି ମୃତଦେହ ଠାବ ପରେ ପୋଲିସ ୭ ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା ।…

ବ୍ରିଜ ଭୁଶୁଡ଼ିବା ପାଇଁ ମୌସୁମୀକୁ ଦାୟୀ କଲେ କେନ୍ଦ୍ରମନ୍ତ୍ରୀ

ବିହାରରେ ଏବେ ଗୋଟିଏ ପରେ ଗୋଟିଏ ବ୍ରିଜ ଭୁଶୁଡ଼ିବାରେ ଲାଗିଛି। ଗଲା ୧୭ ଦିନ ମଧ୍ୟରେ ୧୨ଟି ବ୍ରିଜ ଭୁଶୁଡ଼ିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ନିମ୍ନମାନର କାମ ଓ ସରକାରୀ ଅବହେଳା ପାଇଁ ବ୍ରିଜ ଭୁଶୁଡ଼ିଥିବା ଲୋକମାନେ କହୁଛନ୍ତି। ହେଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…

ଏ ବର୍ଷ ରାଜ୍ୟରେ ଲାଗିବ ୫ କୋଟି ଗଛ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ବର: ଏ ବର୍ଷ ରାଜ୍ୟରେ ମୋଟ ୫ କୋଟି ଗଛ ଲଗାଇବା ପାଇଁ ଟାର୍ଗେଟ କରିଛି ବନ ବିଭାଗ। ଶିକ୍ଷାନୁଷ୍ଠାନ, ଘରୋଇ ଅନୁଷ୍ଠାନ, ଛାତ୍ରଛାତ୍ରୀ ଭଳି ସମସ୍ତଙ୍କୁ ବଣ୍ଟାଯିବ ଚାରା। ସମସ୍ତେ ଅତି କମ୍ ରେ ଗୋଟିଏ ଗଛ ଲଗାଇବାକୁ ଅନୁରୋଧ କରାଯାଇଛି। ବୃକ୍ଷରୋପଣରେ ଓଡ଼ିଶା ହେବ ନମ୍ବର ଏକ। ଏଭଳି…