ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଦାଵୀ…

ବ୍ରହ୍ମପୁର, ତା.୫ / ୭ ଗଞ୍ଜାମଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ବିଜେପି ଲିଗାଲ ସେଲ୍ ର ଆବାହକ ପ୍ରଦୀପ କୁମାର ପାଢୀ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶ୍ରୀ…

ଛତ୍ରପୁର ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ଅଭିଯୋଗ :ଉଚ୍ଚସ୍ତରୀୟ ତଦନ୍ତ ପାଇଁ…

ଛତ୍ରପୁର, ତା. ୫ / ୭ ଛତ୍ରପୁର ସହରାଞ୍ଚଳର ଚାରି ପାର୍ଶ୍ଵରେ ଥିବା ପୋଖରୀ ଗୁଡ଼ିକର ଖନନକାର୍ଯ୍ଯ ଏବେ ସୁଦ୍ଧା ସରିନାହିଁ । ସହରାଞ୍ଚଳର ପୋଖରୀ ଗୁଡ଼ିକର ପୁନଃ-ରୁଦ୍ଧାର କାର୍ଯ୍ୟରେ ହରି-ଲୁଟ ସାଧାରଣରେ ଅଭିଯୋଗ ହୋଇଛି ।ପୋଖରୀ ଖନନ କାର୍ଯ୍ଯ-ପ୍ରକଳ୍ପ ଗୁଡ଼ିକ ଛତ୍ରପୁର ଏନ୍.ଏ.ସି.…

ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୪ ରେ ଭାଗ ନେଲେ ଜାଗୁଆର ଟାଇକୋଣ୍ଡୋ ଏକାଡେମି ର ଛାତ୍ର ଛାତ୍ରୀ..

ହିଞ୍ଜିଳିକାଟୁ ୫!୭ ରାଜ୍ୟସ୍ଥରିୟ ୩୭ତମ ଟାଇକୋଣ୍ଡୋ ଚମ୍ପିୟାନସିପ ୨୦୨୪ ଜୁଲାଇ ୫ ଓ ୬ ତାରିଖ ଦୁଇଦିନ ଧରି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମ, କଟକ ଠାରେ ଅନୁଷ୍ଠିତ ହୋଇଯାଇଛି । ଚମ୍ପିୟାନସିପ ରେ କେଡେଟ, ଜୁନିଅର ଓ ସିନିଅର ୪୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଛନ୍ତି ‌। ହିଞ୍ଜିଳିକାଟୁ…

ଲୋକଟିଏ ଗଛଟିଏ, “ମାଆ ପାଇଁ ଗଛଟିଏ” ଆହ୍ବାନ…

ଛତ୍ରପୁର, :ସବୁଜ ବନାନୀ, କୃତ୍ରିମ ଜଙ୍ଗଲ ସୃଷ୍ଟି କରି ମୁକ୍ତ,ସୁସ୍ଥ ପରିବେଶ ଗଠନ କରିବାପାଇଁ ଛତ୍ରପୁର ଜେଲ୍ ରୋଡ଼ ଅଞ୍ଚଳରେ ବୃକ୍ଷ ରୋପଣ କାର୍ଯ୍ୟ କରାଯାଇ ଏକ ନିଆରା ସଚେତନତା ସୃଷ୍ଟି କରାଯାଇଛି । ଲୋକଟିଏ ଗଛଟିଏ, "ମାଆ ପାଇଁ ଗଛଟିଏ" ଆହ୍ବାନ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି…

ହିଞ୍ଜିଳିକାଟୁ ଠାରୁ ବ୍ରହ୍ମପୁର ରାଜରାସ୍ତା କଡ଼ରେ ନବଜାତ ଶିଶୁର ମୃତ ଦେହ ଠାଵ…

ହିଞ୍ଜିଳିକାଟୁ ୫!୭ ହିଞ୍ଜିଳିକାଟୁ ୫୯ ନମ୍ଭର ଜାତୀୟ ରାଜପଥର ସନ୍ତୋଷୀମାଁ ମନ୍ଦିର ନିକଟରେ ଗୋଟିଏ ନବଜାତ ଶିଶୁର ମୃତ ଦେହ ରାସ୍ତା କଡରେ ପଡିଥିବା ଦେଖିବାକୁ ମିଳିଥିଲା। ଯାହାକୁ ବୁଲା କୁକୁରମାନେ ଆଂଶିକ ଭାବେ ଖାଇଦେଇଥିଲେ ଶିଶୁର ମୃତଦେହ ଦେଖି ତାହା କନ୍ୟା ସନ୍ତାନ କି ପୁତ୍ର ସନ୍ତାନ…

ଭାରସାମ୍ୟ ହରାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ କାର୍ ଚାଳକ, ୪ ଜଣ ଗୁରୁତର ଆହତ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଟଙ୍ଗ୍ରିଦଫେଇରେ ଗୋଟିଏ ସୁଇପ୍ଟ ଡିଜାୟାର କାର ଯାହାର ନମ୍ବର ଓଡ଼ି ୧୪ ଜେ ୦୩୪୧ ବଲାଙ୍ଗୀର ରୁ ବୀରମିତ୍ରପୁର ଆସୁଥିବା ବେଳେ କୌଣସି କାରଣରୁ ନିଜର ଭାରସାମ୍ୟ ହରାଇ ଟଙ୍ଗ୍ରିଦଫେଇରେ ଗୋଟିଏ ଘରକୁ ପିଟି ଥିବାରୁ ଚାରି ଜଣ…

ରଥଯାତ୍ରା ପ୍ରସ୍ତୁତି: ସମୀକ୍ଷା କଲେ ଡିଜିପ, ବଡ଼ଦାଣ୍ଡରେ ମକ୍‌ଡ୍ରିଲ୍‌

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା-୨୦୨୪ ପାଇଁ ଗୁରୁବାର ଅପରାହ୍‌ଣରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଅରୁଣ କୁମାର ଷଡ଼ଙ୍ଗୀ ପୁରୀରେ ସମୀକ୍ଷା ବୈଠକ କରିଛନ୍ତି। ପୌର ସଦନରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶାନ୍ତିଶୃଙ୍ଖଳା ଓ କଡ଼ାସୁରକ୍ଷା ନେଇ ଆଲୋଚନା ହୋଇଥିବା…

ବିଜେଡି କର୍ପୋରେଟରଙ୍କ କଳିରେ ବାଜିଲା ଛାଟ, ମୁହଁ ନ ଖୋଲିବାକୁ ତାଗିଦ

ଭୁବନେଶ୍ୱର : ଭୁବନେଶ୍ୱର ବିଜେଡିରେ ଆରମ୍ଭ ହୋଇଥିବା ରାଜନୀତିକ ଡ୍ରାମା ଦଳୀୟ ସଂଗଠନକୁ ଭାରି ପଡ଼ିଛି। ଆଭ୍ୟନ୍ତରୀଣ କନ୍ଦଳ ନ ଥମିବାରୁ ହସ୍ତକ୍ଷେପ କରିଛନ୍ତି ଭୁବନେଶ୍ୱର ବିଜେଡ଼ି ସଭାପତି ତଥା ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ। ବିଜେଡି କର୍ପୋରେଟରଙ୍କ କଳି ଦିନକୁ ଦିନ ବିସ୍ଫୋରକ…

ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା

ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଗୃହ ଓ…

ବିରୋଧୀ ଦଳ ନେତା ହେବା ପରେ ଗୁଜୁରାଟ ଗସ୍ତରେ ଯିବେ ରାହୁଲ

ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶର ରାଏବରେଲିର ସାଂସଦ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗଡ଼ ଗୁଜୁରାଟ ଗସ୍ତରେ ଯାଉଛନ୍ତି। ନିକଟରେ ସଂସଦ ଅଧିବେଶନରେ ରାହୁଲ ଗାନ୍ଧୀ ଗୃହରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ…