ସିଏମଓରୁ ୪ ଓଏଏସ ବିଦା, ନବୀନ ସରକାରରେ ସାଜିଥିଲେ ସୁପର ମିନିଷ୍ଟର

ଭୁବନେଶ୍ବର : ଲୋକସେବା ଭବନର ତୃତୀୟ ମହଲାରୁ ଆଜିଠୁ କାର୍ଯ୍ୟ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୀର୍ଘ ୨୨ଦିନ ପରେ ଆଜି ପୂଜାର୍ଚ୍ଚନା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜିଠୁ ସିଏମଓ(ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ)ରେ ପ୍ରବେଶ କରିଛନ୍ତି। ଆଉ ଏପଟେ ନବୀନ ପଟ୍ଟନାୟକ ସରକାରରେ…

ହାଥରସ ଘଟଣା ପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦର୍ଶନ ଦେବାକୁ ମନା କଲେ ପ୍ରେମାନନ୍ଦ ମହାରାଜ

ନୂଆଦିଲ୍ଲୀ: ହାଥରସର ଏକ ସତସଙ୍ଗରେ ଦଳାଚକଟା ହେବାରୁ ୧୨୩ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଅନେକ ବାବା ସତର୍କ ହୋଇଛନ୍ତି। ନିଜ ଭକ୍ତମାନଙ୍କ ସୁରକ୍ଷା ପାଇଁ ନିଜର ଦର୍ଶନ ଦେବାକୁ ମନା କରୁଛନ୍ତି। ବୁଧବାର ବାଗେଶ୍ବର ବାବା ଏକ ଭିଡିଓ ଜାରି କରି କହିଥିଲେ ଯେ, ତାଙ୍କ ଜନ୍ମଦିନରେ…

ଇସ୍ରାଏଲ ଉପରେ ହିଜବୁଲ୍ଲାର ଘନ ଘନ ରକେଟ ମାଡ଼

ବେରୁଟ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଇସ୍ରାଏଲର ବିଭିନ୍ନ ସାମରିକ ଘାଟି ଉପରକୁ ୨୦୦ରୁ ଅଧିକ ରକେଟ୍ ନିକ୍ଷେପ କରିଛି। ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ର ଆକ୍ରମଣ ଲେବାନନ-ଇସ୍ରାଏଲ ସୀମାରେ ଦୀର୍ଘ ମାସ ଧରି ଚାଲିଥିବା ସଂଘର୍ଷ ମଧ୍ୟରେ ସବୁଠାରୁ…

ହାଥରସ ଦଳାଚକଟା: ୨୦ ସେବକ ଗିରଫ

ହାଥରସ : ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟା ମାମଲାରେ ବଡ଼ ଆକ୍ସନ ନେଇଛି ପୁଲିସ। ଏହି ମାମଲାରେ ପୁଲିସ ୨୦ ସେବାଦାରଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି।ମଙ୍ଗଳବାର ହାଥରସରେ ଭୋଲେ ବାବା ଆୟୋଜିତ ହୋଇଥିବା ସତ୍‌ସଙ୍ଗରେ ଦଳାଚକଟା ହୋଇ ୧୨୧ ଜଣ ପ୍ରାଣ ହରାଇଛନ୍ତି।…

ପୁଣି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ

ରାଞ୍ଚି : ପୁଣିଥରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେମନ୍ତ ସୋରେନ। ଆଜି ସେ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗୁରୁବାର ଅପରାହ୍ନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।ହେମନ୍ତ ସୋରେନ ନିକଟରେ ଜେଲରୁ ଜାମିନରୁ…

୫ ବର୍ଷରେ ପ୍ରଥମ: ରୁଷ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁଲାଇ ୮ ଓ ୯ ଦୁଇ ଦିନ ଧରି ରୁଷ ଗସ୍ତରେ ଯିବେ। ସେଠାରେ ୨୨ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ସାମିଲ ହେବେ।ଦୁଇ ଦେଶ ମଧ୍ୟରେ ଥିବା ସମସ୍ତ ପ୍ରକାରର ସମ୍ପର୍କର ସେ ସମୀକ୍ଷା କରିବେ। ରୁଷ ଗସ୍ତ ପରେ ମୋଦି ଅଷ୍ଟ୍ରିଆ ଯିବେ। ଦୀର୍ଘ…

ଆଜି ଅଣସର ତ୍ରୟୋଦଶୀ; ମହାପ୍ରଭୁଙ୍କ ଘଣାଲାଗି ଓ ଖଳିଲାଗି ନୀତି ସମ୍ପନ୍ନ

ପୁରୀ : ଆଜି ହେଉଛି ଆଷାଢ ଶୁକ୍ଳ ତ୍ରୟୋଦଶୀ ବା ଅଣସରର ତ୍ରୟୋଦଶୀ ତିଥି। ଏହି ତିଥିରେ ମହାପ୍ରଭୁଙ୍କୁ ଘଣା ଓ ଖଳି ଲାଗି ନୀତି ହୋଇଛି। ଘଣ୍ଟ, ଛତ୍ରୀ ଓ କାହାଳୀ ସହ ଖଳି ପ୍ରସାଦ ସୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ସେପଟେ ଆଉ ମାତ୍ର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୭…

ସାମାନ୍ୟ କଳିରୁ ୩ ଜଣଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

ଔପଦା : ଜନ୍ମଦିନ ଭୋଜିରେ ହୋଇଥିଲା କଳି। ଆଉ ସେହି କଳି ଉଗ୍ର ରୂପ ଧାରଣ କରିଥିଲା। ୩ ଜଣଙ୍କୁ ପିଟିପିଟି ମାରିଦେଲେ! ପରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଗତ ରବିବାର ଏହି ବୀଭତ୍ସ ହତ୍ୟାକାଣ୍ଡ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ଆଜି…

ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଆମ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ଉମରକୋଟ /ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ରାମସା କ୍ଲଷ୍ଟରର ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ସଂଗ୍ରାମ କେଶରୀ ବଡଜେନାଙ୍କ ମାର୍ଗଦର୍ଶନରେ ତଥା ବେଲଝରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜ ମୋହନ ପୂଜାରୀଙ୍କ ସହଯୋଗରେ ଏବଂ ରାମସା…

ବିଜେଡି ଆରୋପକୁ ଖଣ୍ଡନ କରିଛନ୍ତି ବରିଷ୍ଠ ବିଜେପି ନେତା କାହ୍ନୁ ପତି ଏବଂ ପୀତବାସ ପଣ୍ଡା

ବ୍ରହ୍ମପୁର : ଗତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟକୁ ଦଳର କିଛି ନେତା ଆଜି ବି ଗ୍ରହଣ କରିପାରୁ ନଥିବା କହିଛି ବିଜେପି । ପରାଜୟର ଗ୍ଲାନିରୁ ମୁକୁଳି ପାରୁନଥିବା ନେତା ମାନେ ନିଜର ଦୋଷ, ଦୁର୍ବଳତା ଓ ଜନବିରୋଧୀ ନୀତିକୁ ନିଜେ ଜାଣିବା ପରିବର୍ତ୍ତେ ବିଜେପି…