Sign in
Sign in
Recover your password.
A password will be e-mailed to you.
ପ୍ରଶାନ୍ତ କରଙ୍କୁ ଛତ୍ରପୁର ଠାରେ ସ୍ୱାଗତ ସମ୍ବର୍ଦ୍ଧନା
ଛତ୍ରପୁର : ଭାଜପା ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବନେତା ପ୍ରଶାନ୍ତ କୁମାର କରଙ୍କୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ଦଳିୟ କାର୍ଯ୍ୟାଳୟ ପରିସରରେ!-->…
ଇମ୍ରାନ୍ଙ୍କୁ ସମର୍ଥନ କଲା ଆମେରିକା: ପିଟିଆଇ ନେତାଙ୍କୁ ଭେଟିଲେ ଆମେରିକା ରାଜନେତା
ଇସଲାମାବାଦ: ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଆମେରିକାର ସମର୍ଥନ ମିଳିଛି। ବାସ୍ତବରେ, ଜେଲରେ ଥିବା ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମେତ ଦେଶର ସମସ୍ତ କଏଦୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଆମେରିକା ଗୁରୁତ୍ୱାରୋପ କରିଛି।
ଆମେରିକାର ବୈଦେଶିକ ବିଭାଗ!-->!-->!-->…
ଉମରକୋଟରେ ପ୍ରଚାର କଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ନିର୍ବାଚନ ମଣ୍ଡଳୀରେ ବିଜେପି ଛତିଶଗଡି ଭାଷାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ରାଇଘର ଓ କୁନ୍ଦେଇ ଅଞ୍ଚଳରେ ବହୁ ପରିମାଣରେ ହିନ୍ଦୀ ଭାଷା ଭାଷୀ ଓ ଛତିଶଗଡ ସମ୍ପର୍କିତ ଲୋକ ରହିଛନ୍ତି । ଏହି କାରଣରୁ ଏହି ଅଞ୍ଚଳରେ ହିନ୍ଦୀ ଓ!-->…
ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ
କଟକ: କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଲା। ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ପକ୍ଷରୁ କରାଯାଇଥିବା ଘରୋଇ ହିଂସା ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ!-->…
ଓଡ଼ିଶାରେ ଏଥର ମାହୋଲ ବଦଳୁଛି : ରାଜନାଥ
ବିଜେପି ପାଇଁ ରାୟଗଡ଼ାରେ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଗୋଟିଏ ଜନସଭାକୁ ସମ୍ବୋଧନ କରି ଜାତୀୟ ପ୍ରସଙ୍ଗରେ କଂଗ୍ରେସକୁ ଘେରିଛନ୍ତି। ବିଜେଡି ସରକାର ନିଜର ପ୍ରତିଶ୍ରୁତି ପୂରଣ କରି ନାହିଁ ବୋଲି ରାଜନାଥ କହିଛନ୍ତି। ଏଥିସହ ଏଥର ମାହୋଲ ବଦଳିବ!-->…
ବିଜେପିରେ ଯୋଗଦେଲେ ବରୀ ନିର୍ବାଚନମଣ୍ଡଳୀର ଶତାଧିକ ବିଜେଡି ନେତା ଓ କର୍ମୀ
ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟରେ ବିଜେପରି ମିଶ୍ରଣ ପର୍ବ । ଶଙ୍ଖ ଛାଡି ପଦ୍ମ ଧରିଲେ ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀର ବିଜେଡିର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଦୀପ ଦାସ ନିଜର ସମର୍ଥକଙ୍କ ସହ ଆନୁଷ୍ଠାନିକଭାବେ ବିଜେପିରେ ଯୋଗ ଦେଇଛନ୍ତି ।
ଏହି ଅବସରରେ ପୂର୍ବତନ ରାଜ୍ୟ!-->!-->!-->…
ପିଟ୍ରୋଡାଙ୍କ ମନ୍ତବ୍ୟ ନେଇ ବ୍ୟାକଫୁଟ୍ରେ କଂଗ୍ରେସ: ଜୟରାମ ରମେଶ କହିଲେ ଦୁର୍ଭାଗ୍ୟଜନକ
ନୂଆଦିଲ୍ଲୀ: ଭାରତୀୟମାନଙ୍କୁ ଚୀନ୍-ଆଫ୍ରିକୀୟମାନଙ୍କ ତୁଳନା କରି ସାମ ପିଟ୍ରୋଡାଙ୍କ ମନ୍ତବ୍ୟ ନେଇ କଂଗ୍ରେସ ବ୍ୟାକଫୁଟ୍କୁ ଆସିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ପିଟ୍ରୋଡାଙ୍କ ମନ୍ତବ୍ୟ ବାହାରକୁ ଆସିବା ମାତ୍ରେ ଦଳ ପିଟ୍ରୋଡାଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଥିଲା। କଂଗ୍ରେସର!-->…
ଓଡ଼ିଶାରେ ବିଜେପି ସରକାର ଆସିଲେ ଗ୍ରାମାଞ୍ଚଳ ଓ ସହରୀ ଜୀବନ ହେବ ସୁଖମୟ
ଭୁବନେଶ୍ବର: ସହରୀ ଜୀବନ ଓ ସୁଶାସନ ପ୍ରସଙ୍ଗକୁ ନେଇ ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ୨୩୮ଟି ପ୍ରତିଶ୍ରୁତି ଦେଇଥିଲେ ସେଥିରୁ ଏଯାଏଁ ୨୨ ଟି ପ୍ରତିଶ୍ରୁତି ପୂରଣ!-->…
ମୋଦୀଙ୍କ ରୋଡ ସୋ ପାଇଁ ୫୫ ପ୍ଲାଟୁନ ଫୋର୍ସ
ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ ରେ ମୁତୟନ ହେବେ ୫୫ ପ୍ଲାଟୁନ ଫୋର୍ସ । ଏନେଇ ସୂଚନା ଦେଲେ ସିପି ସଞ୍ଜୀବ ପଣ୍ଡା । ଏଥି ସହିତ ବମ୍ ସ୍କ୍ବାଡ୍ ଓ ଡଗ୍ ସ୍କ୍ବାଡ ବି ମୁତୟନ କରାଯିବ ।
ଆସନ୍ତା ମେ ୧୦ ତାରିଖରେ ଭୁବନେଶ୍ବରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ!-->!-->!-->…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସିବିଆଇ ତଦନ୍ତ ହେବ : ବିଜେପି
କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ବିଜେଡି ନେତା ଭିକେ ପାଣ୍ଡିଆନ ଦେଇଥିବା ବୟାନ ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଯଦି ବିଜେପି ଆଗାମୀ ନିର୍ବାଚନରେ ୪୦ରୁ ୫୦ଟି ବିଧାନସଭା ଆସନ ଓଡ଼ିଶାରେ ଜିତିବ, ତା’ହେଲେ ଦଳ ବିଜେଡିକୁ ଭାଙ୍ଗିବାକୁ ଉଦ୍ୟମ କରିବ ବୋଲି ପାଣ୍ଡିଆନ କହିଥିଲେ।
!-->!-->…