ବିଜେଡିରେ ମିଶିଲେ କୋରେଇ ନିର୍ବାଚନ ମଣ୍ଡଳୀର ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ

ଯାଜପୁର: କୋରେଇ ବିଜେପିକୁ ବଡ ଝଟକା । ଦଳ ଛାଡି ବିଜେଡିରେ ମିଶିଲେ ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଆଲେକ୍ସଜେଣ୍ଡର ଦାସ ଓ ତାଙ୍କ ସମର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତିଲେ ସାଂସଦ

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ  ଆତ୍ମସମର୍ପଣ

ବୌଦ୍ଧ: ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ଭିତରେ ୨ ମହିଳା ମାଓବାଦୀ ଥିବା ଜଣାଯାଇଛି।ସମସ୍ତ ୯ ମାଓବାଦୀ ଛତିଶଗଡ଼ ଦନ୍ତେୱାଡ଼ା ଜିଲ୍ଲାର ବୋଲି ସୂଚନା ରହିଛି। ସେମାନେ ମୁଖ୍ୟ ସ୍ରାତରେ ସାମିଲ ହେବାକୁ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି

ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ: କଂଗ୍ରେସ

ଭୁବନେଶ୍ଵର: ବିଜେପି ଉପରେ ବର୍ଷିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଏଆସିସି ମୁଖପାତ୍ର ଶମା ମହମଦ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ। ସେଥିପାଇଁ ୪ଶହ ପାର ନାରା ଦେଉଛନ୍ତି ବିରୋଧି । କେବଳ ମୋଦି ନୁହନ୍ତି, ଭାରତୀୟ ଜନତା ପାର୍ଟିର ବହୁ ବରିଷ୍ଠ

ଜେପି ନଡ୍ଡା ଓ ଅମିତ ମାଲବ୍ୟଙ୍କୁ ସମନ୍‌

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସମନ। ବିଜେପିର ବିବାଦୀୟ ପୋଷ୍ଟକୁ ନେଇ ତାଙ୍କୁ କର୍ଣ୍ଣାଟକ ପୁଲିସ ସମନ ପଠାଇଛି। ତାଙ୍କ ସହ ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟଙ୍କୁ ମଧ୍ୟ ପୁଲିସ ସମନ କରିଛି। ବେଙ୍ଗାଲୁରୁ ପୁଲିସ ସାମ୍ନାରେ ହାଜର ହେବାକୁ ଉଭୟଙ୍କୁ ଏକ ସପ୍ତାହ ସମୟ

ପ୍ରାଇଭେଟ୍ ପାର୍ଟ ଭିତରେ ଲୁଚାଇଥିଲେ ୨.୭୯ କୋଟି ଟଙ୍କାର ସୁନା, ୪ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣର ଏକ ଅଜବ ତରିକା ସାମ୍ନାକୁ ଆସିଛି । ବିଦେଶରୁ ଆସିଥିବା ଚାରି ଜଣ ତସ୍କର ନିଜର ମଳାଶୟରେ ୩ କେଜି ଉର୍ଦ୍ଧ୍ବ ମୂଲ୍ୟର ସୂନା ଲୁଚାଇ ଆଣିଥିଲେ । ଏୟାରପୋର୍ଟରେ ସ୍କ୍ରିନିଂ ବେଳେ ସେମାନଙ୍କ ମଳାଶୟରେ

ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

କଳାହାଣ୍ଡି : ବିଜେପି ଫୋକସରେ କଳାହାଣ୍ଡି ଜିଲ୍ଲା ସଂସଦୀୟ କ୍ଷେତ୍ର l ପ୍ରତିରକ୍ଷା ମନ୍ତ୍ରୀ ଆଜି ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ପହଞ୍ଚି ଥିଲେ କିନ୍ତୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ତାଙ୍କ ଉଦବୋଧନ ଶୁଣିବା ପାଇଁ ନେତା ଏବଂ କର୍ମୀଙ୍କ ମହଲରେ ଉତ୍ସାହ ଦେଖିବାକୁ

ପଦମପୁରକୁ ଜିଲ୍ଲା କରାଇ ଦେଉନାହାନ୍ତି ବିରୋଧି: ପାଣ୍ଡିଆନ

ପଦମପୁର: ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ରାଜ୍ୟ ସରକାର ମଧ୍ୟ ବିଜ୍ଞପ୍ତି ପ୍ରକାଶ କଲେ । ଏପରିକି ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କରାଗଲା । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ପଦମପୁର

‘ଅମ୍ବାନୀ-ଅଦାନୀ ଠାରୁ କେତେ ଟଙ୍କା ନେଇଛନ୍ତି ରାହୁଲ?’

ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଦାନୀ ଓ ଅମ୍ବାନୀଙ୍କୁ ଗାଳି କରିବା ବନ୍ଦ କରିଦେଇଛନ୍ତି। ଏମାନଙ୍କୁ ଠାରୁ ସେ କେତେ ଟଙ୍କା ନେଇଛନ୍ତି। କେବେ ଟଙ୍କା ଭିତରେ ଡିଲ୍‌ ହୋଇଛି ରାହୁଲ ଗାନ୍ଧିଙ୍କୁ ବୋଲି ଆଜି ପ୍ରଶ୍ନ କରିଛନ୍ତି ମୋଦି। ତେଲଙ୍ଗାନାର

ରାଜଧାନୀରେ ରାସ୍ତା ପାର ହେଉଥିଲେ; ୨ ଜଣଙ୍କୁ ଧକ୍କା ଦେଇ ୫୦୦ ମିଟର ଘୋଷାଡ଼ି ନେଲା ଟ୍ରକ୍

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ପଳାଶୁଣୀଠାରେ ଦୁଇ ପୁରୁଷ ଓ ମହିଳା ରାସ୍ତା ପାରି ହେଉଥିବାବେଳେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଏପରିକି ଗାଡ଼ିର ବେଗ ଏତେ ଅଧିକ ଥିଲା ଯେ ଦୁର୍ଘଟଣା ପରେ ନ ରୋକି ଉକ୍ତ

ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ଵର: ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର । କିଛି