Sign in
Sign in
Recover your password.
A password will be e-mailed to you.
ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ହେଲିକପ୍ଟର ଯୋଗେ ଫେରିଲେ ନିର୍ବାଚନ ଅଧିକାରୀ
ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମାଓ ପ୍ରବଣ ଅଞ୍ଚଳରୁ ମତଦାନ ସାରି ଚାରି ଗୋଟି ବୁଥ୍ ରୁ ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମାନେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେହି ଚାରି ଗୋଟି ମତଦାନ କେନ୍ଦ୍ର ଗୁଡିକ ହେଲା ବୋଡ଼େନ ବ୍ଲକ ପାଟଧରା, କାଠଫେର ଓ କୋମନା ବ୍ଲକ ଜାମଗାଁ ଓ ଦେଓସିଲ । ଅପରାହ୍ନ!-->…
ମହିଳାଙ୍କୁ ଜୁଲାଇ ୧ରୁ ୮,୫୦୦ ଟଙ୍କା ଲେଖାଏ ମିଳିବ : ରାହୁଲ ଗାନ୍ଧି
ବିରୋଧୀ ମେଣ୍ଟ ଇଣ୍ତିଆ କ୍ଷମତାକୁ ଆସିବା ପରେ ମହିଳାଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ବର୍ଷକ ମିଳିବ ବୋଲି ପୁଣିଥରେ ଦୋହରାଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ରାହୁଲ ଗାନ୍ଧି ଏଥର ୱାୟନାଡ ସହ ରାଏବରେଲୀରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି।
ରାଏବରେଲୀରେ ରାହୁଲ ଗାନ୍ଧି ବିଶାଳ ଜନସଭାକୁ!-->!-->!-->…
ଚେକିଂ ବେଳେ କାରରୁ ୧୦ ଲକ୍ଷ ଟଙ୍କା ଜବତ
ବୌଦ୍ଧ:ବର୍ତମାନ ନିର୍ବାଚନ ପାଇଁ ଚାରିଆଡେ ପୋଲିସ ଚେକିଂ ଆରମ୍ଭ କରିଛି । ଚେକିଂ ବେଳେ କାର୍ ରୁ ୧୦ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ଆଜି ବୌଦ୍ଧ ଓ ନୟାଗଡ଼ ଜିଲ୍ଲା ସୀମାନ୍ତରେ ପୋଲିସ ଗାଡ଼ି ଚେକିଂ କରୁଥିଲା ।
ଏହି ସମୟରେ ଏକ କାର୍ ରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା!-->!-->!-->…
ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର : ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଆସନ୍ତା ସପ୍ତାହରେ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପାଣିପାଗ ଅନୁକୂଳ ରହିଛି । ପୂର୍ବ ବଙ୍ଗୋପସାଗର କିମ୍ବା ଆଣ୍ଡାମାନ ସାଗରରେ ଏହି ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ!-->…
କାର୍ଯ୍ୟରେ ଅବହେଳା: ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ବର: ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ କାର୍ଯ୍ୟରେ ଅବହେଳା ଯୋଗୁଁ ୩ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ୨ ଜଣଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ!-->…
ଇଭିଏମ୍-ଭିଭିପାଟ୍ ରାୟର ସମୀକ୍ଷା ପାଇଁ ସୁପ୍ରିମ୍କୋର୍ଟରେ ପିଟିସନ୍ ଆଗତ
ନୂଆଦିଲ୍ଲୀ: ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପୁରୁଣା କାଗଜ ବାଲାଟ୍ ବ୍ୟବସ୍ଥାକୁ ଫେରାଇ ଆଣିବା ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ଜରିଆରେ ଇଭିଏମ୍ ବ୍ୟବହାର କରି ଦିଆଯାଇଥିବା ଭୋଟର ସମ୍ପୂର୍ଣ୍ଣ କ୍ରସ୍ ଭେରିଫିକେସନ୍ ଦାବିକୁ ନେଇ ଆଗତ ମାମଲା!-->…
ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ମାଡ
ଭଞ୍ଜନଗର : ନିର୍ବାଚନ ପ୍ରଚାର ବେଳେ ବିଜେପି କର୍ମୀଙ୍କୁ ଆକ୍ରମଣ । ତିଲିସିଙ୍ଗା ଗାଁରେ ବିଜେପି ଓ ବିଜେଡି ଉଭୟ ଦଳର ବିଧାୟକ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର ଚାଲିଥିଲା । ଏହାରି ଭିତରେ ଦୁଇ ଦଳ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଦୁଇ ଦଳ ହାତାହାତି ସମୟରେ ବିଜେଡି କର୍ମୀଙ୍କ!-->…
ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ଼ ଅଭିଯୋଗ
ନବରଙ୍ଗପୁର : ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ମାଡ଼ ଅଭିଯୋଗ । ଝରିଗାଁ ବ୍ଲକ ଦେଉଳକଣା ଗାଁ ର ବୁଥ ନମ୍ବର 204 ରେ ବୁଥ କେପଚରିଂ ହଉଥିବା ଖବର ପାଇ ବୁଥ କୁ ଯାଇଥିବାବେଳେ ହଠାତ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଧାୟକ ପ୍ରାଥି ନରସିଂ ଭତ୍ରା!-->…
ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ବେଳେ ମହୁମାଛି ଆକ୍ରମଣ, ୨୦ ଆହତ
ସୁବର୍ଣ୍ଣପୁର: ବିଜେଡି ନେତାଙ୍କ ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ କଲେ ମହୁମାଛି। ଏଥିରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କଇନ୍ତରା ଗାଁରେ ଘଟିଛି ଏହି ଘଟଣା।
ଆଜି ବିଜେଡିର ବଲାଙ୍ଗିର ଲୋକସଭା ଆସନ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଓ!-->!-->!-->…
ପାକିସ୍ତାନକୁ ଚୁଡ଼ି ପିନ୍ଧାଇ ଦେବୁ ବୋଲି କହିଲେ ମୋଦି
ନିର୍ବାଚନ ଋତୁରେ ବିରୋଧୀ ମେଣ୍ଟ ଇଣ୍ଡିଆକୁ ସମାଲୋଚନା କରିବାକୁ ଆଦୌ କାଳବିଳମ୍ବ କରି ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବିରୋଧୀଙ୍କୁ ଭୀରୁ ବା କାପୁରୁଷ କହିଛନ୍ତି। ବିରୋଧୀମାନେ ପାକିସ୍ତାନର ଆଣିବିକ ଅସ୍ତ୍ର ଦେଖି ଭୟଭୀତ ବୋଲି ମୋଦି କହିଛନ୍ତି।
ନିକଟରେ ପାକିସ୍ତାନର!-->!-->!-->…