Sign in
Sign in
Recover your password.
A password will be e-mailed to you.
ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ କରାଯାଇଥିବା ମାନିଲା ଆପ୍, କାର୍ଯ୍ୟାନୁଷ୍ଠାନ ନେବେ କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗକୁ ସ୍ବୀକାର କରିଛି ଆମ ଆଦମି ପାର୍ଟି (ଆପ୍ ) ।ଆପ୍ ସାଂସଦ ସଞ୍ଜୟ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ!-->…
ଇତିହାସରେ ପ୍ରଥମ: ଆମ ଆଦମୀ ପାର୍ଟିକୁ ଅଭିଯୁକ୍ତ ଦର୍ଶାଇବ ଇଡି
ନୂଆଦିଲ୍ଲୀ: ଭାରତରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। ପ୍ରଥମ ଥର ପାଇଁ ଦୁର୍ନୀତି ମାମଲାରେ କୌଣସି ଗୋଟିଏ ଜାତୀୟ ରାଜନୀତିକ ଦଳକୁ ଅଭିଯୁକ୍ତ ଭାବେ ଦର୍ଶାଯିବ। ଦିଲ୍ଲୀ ଓ ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟିକୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଅଭିଯୁକ୍ତ ଦର୍ଶାଇବ।ଏନେଇ ଆଜି!-->…
ଆମକୁ ରକ୍ଷା କର.. ଭାରତକୁ ଅନୁରୋଧ କଲେ ପିଓକେ ନେତା
ନୂଆଦିଲ୍ଲୀ: ସ୍କଟଲାଣ୍ଡରେ ରହୁଥିବା ବିଶିଷ୍ଟ ପିଓକେ କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ ମିର୍ଜା ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରର ରାଜଧାନୀ ମୁଜାଫରାବାଦରେ ଖରାପ ସ୍ଥିତି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। “ଆମେ ଏକ ନିରାଶାଜନକ ସ୍ଥିତିରେ ଅଛୁ। ପିଓକେର ସୁରକ୍ଷା ଏବେ ଭାରତ ହାତରେ ରହିଛି!-->…
ମୋଦିଙ୍କୁ ୬ ବର୍ଷ ବ୍ୟାନ କରିବାକୁ ହୋଇଥିବା ଆବେଦନ ଖାରଜ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଲଢ଼ିବା ଓ ନିର୍ବାଚନ ପ୍ରକ୍ରିୟାରୁ ୬ ବର୍ଷ ପାଇଁ ବ୍ୟାନ କରିବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।ସେ ୨୦୨୪ ନିର୍ବାଚନ ପାଇଁ ଚାଲିଥିବା ପ୍ରଚାର ବେଳେ ଘୃଣା ସୃଷ୍ଟିକାରୀ ବୟାନ ଦେଇଛନ୍ତି ଓ!-->…
ସିବିଏସ ପରୀକ୍ଷାରେ ଓଡ଼ିଆ ବିଷୟରେଶହେରୁ ଶହେ ରଖି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ କ୍ଷୀରାବ୍ଧି…
ଫୁଲବାଣୀ : ଉତ୍ତମ ପରିବାରର ଉତ୍ତମ୍ ସଂସ୍କାର ରେ ପରିପାଳିତ ହୋଇଥିବା ପିଲାମାନେ ସର୍ବଦା ଉତ୍ତମ୍ ହୋଇବେ ଏହା ସିଦ୍ଧ କରିଛନ୍ତି କ୍ଷୀରାବ୍ଧି ତନ୍ମୟା l ସ୍ଵଭାବ ରେ ଶାନ୍ତ ସିଷ୍ଟ ସରଳ କିନ୍ତୁ ପାଠ ପଢ଼ା ସହିତ ବିଭିନ୍ନ ପ୍ରତିଯୋଗିତାରେ ଧୁରନ୍ଧର l ଇଂରାଜୀ ମିଡିୟମରେ ପାଠ ପଢି ସେ ଓଡ଼ିଆ!-->…
କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲଙ୍କ ଆକ୍ରମଣ ଓ ଦୁର୍ବ୍ୟବାହାର…!
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ପୋଲିସ ନାଁରେ ଗଞ୍ଜେଇ ଲୁଟ ଘଟଣା ବାରମ୍ବାର ଘଟିଚାଲିଥିବା ବେଳେ ଏମିତି ଘଟଣାକୁ ନେଇ ଆଗରୁ ଅନେକ କେଶ ମଧ୍ୟ ହୋଇଛି I ଏହାସହ ଏଭଳି ମାମଲାରେ ଆଗରୁ ଅନେକ ଅଭିଯୁକ୍ତ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ମଧ୍ୟ ଯାଇଛନ୍ତି I ତେବେ ସୋମବାର!-->!-->!-->…
ନାବାଳିକା ଗଣ ଦୁଷ୍କର୍ମ ମାମଲା :ବୈଦ୍ୟନାଥ ପୁର ପୋଲିସ ର ଭୂମିକା ସନ୍ଦେହ ଘେରରେ..!
ଚାପରେ ପଡୁଛି କି ପୋଲିସ ନା ହୋଇଛି ବଡ ଡିଲ...!!
ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରିବା ବେଳେ ଦୁର୍ଘଟଣାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ…
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ର ସହ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ପୁଲିଂ ପାର୍ଟି ଫେରିବା ବେଳେ ଏକ ଅଘଟଣ ଘଟିଯାଇଛି। ସୂଚନାରୁ ଜଣାପଡିଛି ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଦୁର୍ଘଟଣା ରେ ପ୍ରିଜାଇଡିଂ ଅଫିସର ମୃତ ଘଟିଛି । ମୃତ!-->!-->!-->…
ପୋଡିଙ୍ଗି ଗ୍ରାମରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ, ସାଂସଦ ପ୍ରାର୍ଥୀଙ୍କୁ ଦୁର୍ବ୍ୟବହାର
ହିଞ୍ଜିଳିକାଟୁ ୧୩/୫ : ହିଞ୍ଜିଳି ନିର୍ବାଚନମଣ୍ଡଳିରେ ବିଜେଡିର ଦାଦାଗିରି । ପୋଡଙ୍ଗି ଗ୍ରାମରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ । ବିଜେପି ବିଧାୟକ ଓ ସାଂସଦ ପ୍ରାର୍ଥୀ ଅନିତା ପ୍ରିୟଦର୍ଶିନୀ ଙ୍କୁ ନିର୍ବାଚନ ପ୍ରଚାରରେ ପୋଡଙ୍ଗି ଗ୍ରାମରେ ଏକ ମଠ ନିକଟରେ ଅଶାଳୀନ ବ୍ୟବହାର ହୋଇଥିବା!-->…
ରାଜ୍ୟରେ ସନ୍ଧ୍ୟା ୬ଟା ସୁଦ୍ଧା ୬୩.୮୫% ମତଦାନ; ବଢ଼ିପାରେ ଭୋଟ୍ ପ୍ରତିଶତ
ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମତଦାନ ଶେଷ ହୋଇଥିବା ବେଳେ!-->…