ମାଁ ମାଉଳି ଯୁବକ ସଂଘ ତରଫରୁ ବୃକ୍ଷରୋପଣ : ପରିବେଶ ସଚେତନାର ଦେଲେ ବାର୍ତ୍ତା…

ଉମରକୋଟ//ଝରୀଗାଁ ( ୦୩/୦୭/୨୦୨୪) ବିଶ୍ୱ ବାତାବରଣ ଓ ଜଙ୍ଗଲ ନଷ୍ଟ କୁ ଆଖି ଆଗରେ ରଖି ମା ମାଉଳି ଯୁବକ ସଂଘ ଉଭୟ ପୁରୁଷ / ମହିଳା ମାନେ ମା ମାଉଳି ମନ୍ଦିର ପରିସର ଓ ଏହାର ଆଖ ପାଖ ଅଞ୍ଚଳ ରେ ବିଭିନ୍ନ ପ୍ରକାରର ନୂଆ ବୃକ୍ଷ ରୋପଣ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଯୁବକ ସଂଘ…

ବଡଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛାତରୁ ପାଣି ଗଳୁଛି

ବାଲିଗୁଡା : ଘରେ ନ ପଶୁଣୁ ଚାଳ ବାଜିଲାଣି। ବାଲିଗୁଡ଼ା ଏନ୍ ଏ ସି ଅନ୍ତର୍ଗତ ବଡଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତରୁ ପାଣି ଗଳୁଛି। ବର୍ଷା ଆରମ୍ଭ ହେଉ ହେଉ ବିଦ୍ୟାଳୟ ଛାତ ଘରର ଏପରି ଅବସ୍ଥା। ବର୍ଷା ରୁତୁ ଶେଷ ବେଳକୁ ବୋଧ ହୁଏ ସମ୍ପୂର୍ଣ୍ଣ ଛାତ ଗଳି ପଡ଼ିବ ଏହିଭଳି ଅନୁମେୟ…

ମହିଳାଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନା ସାହିରେ ଜଣେ ମହିଳା ଘର ଭିତରେ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକା ଜଣଙ୍କ ହେଲେ ଥାନା ସାହିର ସ୍ୱପ୍ନା ପାଢି (୪୨) । ମୃତା ମହିଳା ଜଣଙ୍କ ପରିବାର ସହ ଦିଲ୍ଲୀରେ ରହୁଥିବା…

ତୃଟିଶୂନ୍ୟ ରଥଯାତ୍ରା ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାକୁ ନଜରର‌େ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାର‌େ ପୁରୀ ଟାଉନ ହଲଠାରେ ଆଜି ଅନୁଷ୍ଠିତ ହ‌ୋଇଯାଇଛି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ। ଏହି ଅବସରରେ ସେ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ…

ଜନୈକ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ରତନପୁର କେନାଲ ନିକଟରୁ ଜୈନେକ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ପରିଚୟ ମିଳିନଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଜଣାପଡିଛି। ଯୁବକ ର ମୁଣ୍ଡ ସହିତ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି।ଯୁବକକୁ ଦୃବୃତ୍ତ ମାନେ…

‘୮୦ରୁ ୮୦ ସିଟ୍ ଜିତିଲେ ବି ଇଭିଏମ୍‌ ଉପରେ ଭରସା ନାହିଁ’

'ଇଭିଏମ୍‌ ଉପରେ ଭରସା ନାହିଁ। କାଲି ନଥିଲା କି ଆଜି ବି ନାହିଁ। ୮୦ରୁ ୮୦ ସିଟ୍‌ ଜିତି ଗଲେ ବି ଇଭିଏମ୍‌ ଉପରେ ଭରସା ହେବ ନାହିଁ।' ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ତଥା ଇଭିଏମ୍‌କୁ ନେଇ ଆଜି ସାଂସଦରେ ଏଭଳି କିଛି କହିଛନ୍ତି ସମାଜବାନୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଲୋକସଭାରେ…

ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା

ଯାଜପୁର: ତାଲା ପଡ଼ିଲା ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ। ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ ହୋଇଥିଲା । ଢ଼ାବାକୁ ସିଲ କରିବାକୁ ନୋଟିସ୍ କରିଥିଲେ ବିଡ଼ିଓ । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ଢ଼ାବାରେ ତାଲା…

ଶ୍ରୀ ଶିରିଡ଼ି ସାଇଙ୍କ ନୂତନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବପାଇଁ କଳସ ଯାତ୍ରା

ବ୍ରହ୍ମପୁର : ବ୍ରହ୍ମପୁର ଗୋଶାଣୀ ଗାଁ ସ୍ଥିତ ଓମ ବିହାର ଠାରେ ଶିରିଡି ସାଇବାବା ଟ୍ରଷ୍ଟ ପକ୍ଷରୁ ନୂତନ ଶିରିଡି ସାଇବାବା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ଅଛି। ଜୁଲାଇ ୨ ଠାରୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ପ୍ରଥମ…

ଚଳିତ ମାସ ହୋଇପାରେ NEET-PG Exam, ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ

NEET-UG ପରୀକ୍ଷା ବିବାଦ ମଧ୍ୟରେ ସ୍ନାତକୋତ୍ତର ବା PG ପରୀକ୍ଷା ପାଇଁ ଆସିଛି ସୂଚନା। ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ NEET-PG ପରୀକ୍ଷା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି କି, ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ପରୀକ୍ଷାର ଦୁଇ…

ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ବଢ଼ିଲା +୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିଲା । ଏବେ ଏହାକୁ ବୃଦ୍ଧି କରି ଜୁଲାଇ ୧୨ କରାଯାଇଅଛି । ସୂଚନା‌ ଅନୁଯାୟୀ…