ରାଜ୍ୟରେ ଆଉ କେହି କରିବେନି ଆତ୍ମହତ୍ୟା, ଆସନ୍ତା ୧୦ରୁ ‘ଜୀବନ ଜିନ୍ଦାବାଦ’କାର୍ଯ୍ୟକ୍ର ଆରମ୍ଭ କରିବେ ସରକାର

ଭୁବନେଶ୍ୱର : ଜୀବନ ହାରିବା ରୋକିବାକୁ ସରକାରଙ୍କ ଉଦ୍ୟମ । ଜୀବନ ଜିନ୍ଦାବାଦ ନାମରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗ, ଗୃହ ବିଭାଗ,ମହିଳା ଓ ଶିଶୁ ବିକାଶ ବିଭାଗକୁ

ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ !

ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଅଭିଯୋଗ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାଉଳଘୋରୀ ଗାଁରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ହେଲେ ୨୭ବର୍ଷୀୟା ମୀନା ସିଂ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର: ଅକ୍ଟୋବର ୪ ସୁଦ୍ଧା ଡାକ ଜରିଆରେ ପ୍ରମାଣପତ୍ର ସହ ଆବେଦନ ଆହ୍ବାନ

ଭୁବନେଶ୍ୱର : ୩୫ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ଆଗ୍ରହୀ ପ୍ରଯୋଜକମାନେ ଆସନ୍ତା ୪ ଅକ୍ଟୋବର, ୨୦୨୫ (୦୪.୧୦.୨୦୨୫) ରିଖ ସୁଦ୍ଧା

ଜଳପ୍ରପାତରୁ ମିଳିଲା ୟୁଟ୍ୟୁବରଙ୍କ ମୁଣ୍ଡ ବିହୀନ ମୃତଦେହ

ଲମତାପୁଟ: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବରଙ୍କ ମିଳିଲା ମୃତଦେହ । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରୁ ୩ କି.ମି. ଦୂରରେ ମିଳିଲା ମୁଣ୍ଡ ବିହୀନ ମୃତଦେହ । ଗତ ୨୩ ତାରିଖରେ ସାଙ୍ଗ ସହ ଜଳପ୍ରପାତରେ ଭିଡିଓ ସୁଟିଂ କରୁଥିବା ସମୟରେ ଅଚାନକ ପାଣି ମାଡି ଆସିଥିଲା । ଆଉ ସେହି ପାଣିର ପ୍ରଖର

ଆମରଣ ଅନଶନ ପ୍ରତ୍ୟାହାର କଲେ ମରାଠା ସଂରକ୍ଷଣ ଦାବି କରୁଥିବା ମନୋଜ ଜରାଙ୍ଗେ

ମୁମ୍ବାଇ : ଆମରଣ ଅନଶନ ପ୍ରତ୍ୟାହାର କରିଛନ୍ତି ମରାଠା ସଂରକ୍ଷଣ ଦାବି କରୁଥିବା ମନୋଜ ଜରାଙ୍ଗେ । ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା ପରେ ସେ ତାଙ୍କର ବିଜୟ ଘୋଷଣା କରିବା ସହ ଅନଶନ ପ୍ରତ୍ୟାହାର କରିଛନ୍ତି । ସେ କହିଛନ୍ତି ଯେ ସରକାର ତାଙ୍କ ଦାବି ମାନିଛନ୍ତି ଓ ଆଜି ବିଜ୍ଞପ୍ତି ପ୍ରକାଶ

ମା’ଙ୍କୁ ଗାଳି ରାଜନୀତିକୁ କଡ଼ା ଭର୍ତ୍ସନା କଲେ ମୋଦି

ବିହାର: ବିହାର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାରୀ ରାଲିରେ ମୋଦିଙ୍କ ମା’ଙ୍କୁ ଗାଳି ଦେବା ମାମଲାରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ‘ବିହାର ଭଳି ସମୃଦ୍ଧ ପରମ୍ପରା ଭଳି ରାଜ୍ୟରେ ଏଭଳି ସ୍ଥିତି ଉପୁଜିବ, ଏଠାରେ ମା’ର ସମ୍ମାନକୁ କ୍ଷତି

ପଞ୍ଜାବ ବନ୍ୟାରେ ଅଢ଼େଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ: ବୁଡ଼ିଗଲା ୧୩୦୦ ଗାଁ

ପଞ୍ଜାବ: ଗତ ଗୋଟିଏ ମାସ ଧରି ପଞ୍ଜାବରେ ଗମ୍ଭୀର ବନ୍ୟା ସମସ୍ୟା ଦେଖାଦେଉଛି । ଅଗଷ୍ଟ ୧ ତାରିଖରୁ ରାଜ୍ୟରେ ବନ୍ୟା ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨.୫୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରାଜ୍ୟ ସରକାର ଏହାକୁ ଦଶନ୍ଧି ମଧ୍ୟରେ ସବୁଠାରୁ ଗମ୍ଭୀର ପ୍ରାକୃତିକ

ଭାରତକୁ ପୁଣି ଟ୍ରମ୍ପଙ୍କ ଟାର୍ଗେଟ, ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ, କହିଲେ ଟ୍ରମ୍ପ

ଭାରତ ସହ ବାଣିଜ୍ୟ ଏକପାଖିଆ ବିପର୍ଯ୍ୟୟ । ଟାରିଫକୁ ନେଇ ପୁଣି ଟ୍ରମ୍ପଙ୍କ ଟାର୍ଗେଟ । ସାଙ୍ଘାଇ ସହଯୋଗ ସଂଗଠନ ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ପରେ ଅସନ୍ତୋଷ ଝାଡିଛନ୍ତି ଟ୍ରମ୍ପ । ସାମାଜିକ

ପ୍ରାକୃତିକ ବିପର୍ଯ୍ୟୟର ଭୟଙ୍କର ରୂପ: ଆଫଗାନିସ୍ତାନ ଏବଂ ସୁଡାନରେ ୨,୧୦୦ ଲୋକଙ୍କ ମୃତ୍ୟୁ ଆଶଙ୍କା

ସାରା ବିଶ୍ୱରେ ପ୍ରକୃତିର ପ୍ରକୋପ ଜାରି ରହିଛି । ପ୍ରକୃତି ବିଶ୍ୱର ଦୁଇଟି ଭିନ୍ନ ଭିନ୍ନ କୋଣରେ ତାର ଭୟଙ୍କର ରୂପ ଦେଖାଇଛି । ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ସେହିଭଳି, ସୁଡାନରେ ଭୂସ୍ଖଳନ ଯୋଗୁଁ ହଜାରରୁ ଅଧିକ ଲୋକ

‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ଭାରତ ସେମିକଣ୍ଡକ୍ଟର ପ୍ରଯୁକ୍ତିବିଦ୍ୟାରେ ବଡ ଉପଲବ୍ଧି ହାସଲ କରିଛି। ମଙ୍ଗଳବାର (ସେପ୍ଟେମ୍ବର ୨)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରେ ‘ସେମିକନ୍‌ ଇଣ୍ଡିଆ ୨୦୨୫’ର ଉଦଘାଟନ କରିଛନ୍ତି। ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ ସେମିକଣ୍ଡକ୍ଟର ଚିପ୍‌କୁ ଲଞ୍ଚ କରାଯାଇଛି