NEET-UG ୨୦୨୬ ପରୀକ୍ଷା ପାଇଁ ସହର ସୂଚନା ଜାରି କଲା ଏନଟିଏ

ନୂଆଦିଲ୍ଲୀ : NEET-UG ପେପର ଲିକ୍ ହେବା ପରେ ପୁଣିଥରେ ପରୀକ୍ଷା କରାଯାଉଛି । ଜୁନ୍ ୨୧ ତାରିଖରେ ଆଉଥରେ ନିଟ୍ ପରୀକ୍ଷା କରାଯିବ । ଏଥିପାଇଁ ପରୀକ୍ଷା ପାଇଁ ସହର ସୂଚନା ଘୋଷଣା କରିଛି ଏନଟିଏ । ପରୀକ୍ଷାର୍ଥୀ ସହର ସୂଚନା ଦେଖିବା ପାଇଁ ଆବେଦନ ନମ୍ବର ଏବଂ ପାସୱାର୍ଡ ଦେଇ ଲଗ୍ ଇନ୍

ଟେମ୍ପରାରୀ କଲୋନୀଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ଚିତ୍ରକୋଣ୍ଡା ଟେମ୍ପରାରୀ କଲୋନୀଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ଭିତ୍ତି ପ୍ରସ୍ତର

ଶାଢି ବଣ୍ଡଲ ତଳେ ଲୁଚିଥିଲେ ଟିଏମସି ନେତା, ଗିରଫ କଲା ପୋଲିସ

କୋଲକତା : ପଶ୍ଚିମବଙ୍ଗ ହାୱଡାରେ ଟିଏମସି ନେତାଙ୍କୁ ଗିରଫ କରିଛି ପୋଲିସ । ଗିରଫ କରିବା ବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ପୋଲିସକୁ ଚକମା ଦେବାକୁ ଟିଏମସି ନେତା ଏକ କପଡା ଦୋକାନର ଷ୍ଟୋରରୁମରେ ଶାଢି ବିଢା ଗଦା ତଳେ ଲୁଚିଥିଲେ । କିନ୍ତୁ ପୋଲିସ ନଜରରୁ

ସଂପତ୍ତି ପାଇଁ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ହତ୍ୟା, ପଶ୍ଚିମବଙ୍ଗରୁ ୨ ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ : ଦିଲ୍ଲୀ ନ୍ୟୁ ଅଶୋକ ନଗର ଅଞ୍ଚଳରେ ଦିଲ୍ଲୀ ୟୁନିଭରସିଟିର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ହତ୍ୟା ମାମଲାରେ ପୋଲିସ ବଡ଼ ଖୁଲାସା କରିଛି । ଏହି ହତ୍ୟାକାଣ୍ଡ ସହିତ ଜଡିତ ଜଣେ ମହିଳା ଏବଂ ପୁରୁଷକୁ ପୋଲିସ ଗିରଫ କରିଛି । ହତ୍ୟା ପଛର କାରଣ ସଂପତ୍ତି ବିବାଦ ପ୍ରମୁଖ କାରଣ

ଆମେରିକା ଟୋଲେଡୋରେ ଏକ ଉତ୍ସବରେ ଗୁଳିମାଡ଼, ଅନେକ ଗୁରୁତର

ଆମେରିକା : ଆମେରିକାରେ ଓହିୟୋରେ ଟୋଲେଡୋରେ ଭୟଙ୍କର ଗୁଳିକାଣ୍ଡ । ଏଠାରେ ଉତ୍ସବ ଚାଲିଥିବା ବେଳେ ଦୁବୃର୍ତ୍ତ ଆଖିବୁଜା ଗୁଳିମାଡ଼ ହୋଇଛି । ଏଠାକାର ଟୋଲେଡୋ ସହରର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୁଳିମାଡ଼ ହୋଇଥିବା ଯୋଗୁଁ ଅନେକ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣା ପରେ ପୋଲିସ ଏବଂ

ସୋରଲୁକୋଣ୍ଡା ବ୍ୟାରେଜରେ ଗାଧୁଆ ହେଲା କାଳ : ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

ମାଲକାନଗିରି : ବ୍ୟାରେଜ କୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟବରଣ କଲା ଯୁବକ। ଆଜି ଏପରି ଏକ ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ବାଲିମେଳା ସ୍ଥିତ ପୋଟେରୁ ଜଳ ସେଚନ ପ୍ରକଳ୍ପ ଅଧୀନରେ ଥିବା ସୋରଲୁକୋଣ୍ଡା ବ୍ୟାରେଜ ରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ ଆଜି ରବିବାର ହେତୁ

ଫାଟକ ପକାଇଲେନି ରେଳ କର୍ମଚାରୀ, ଟ୍ରେନ୍‌ ଧକ୍କାରେ ବାଇକ୍‌ ଆରୋହୀ ମୃତ

ଭଦ୍ରକ:ଭଦ୍ରକ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା । ରେଲୱେ ଲେବୁଲ୍ କ୍ରସିଂ ଗେଟ୍ ପଡ଼ିନଥିବାରୁ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍‌ । ମୃତକ ଯୁବକ ଜଣକ ସାହାପୁର ପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗାଁର ଅଭିମନ୍ୟୁ ପରିଡା । ଭଦ୍ରକ-ତିହିଡି-ପୀରହାଟ ସାହାପୁର ରେଳ ଜଙ୍କସନ ଅନ୍ତର୍ଗତ

ଭୁବନେଶ୍ୱରରେ ଖୋଲିବ ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ

ଭୁବନେଶ୍ବର: ନ୍ୟାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଏକ ଶାଖା ଭୁବନେଶ୍ୱରରେ ଖୋଲିବାକୁ କେନ୍ଦ୍ରରୁ ଅନୁମୋଦନ ମିଳିଛି l ଏଥିପାଇଁ ଖର୍ଚ୍ଚ ହେବ ୬୩୦ କୋଟି । ସେପ୍ଟେମ୍ବର ୨୦୨୪ରେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସହ ସାକ୍ଷାତ କରି ଭୁବନେଶ୍ୱରରେ

ପ୍ରମାଣପତ୍ର ବିଳମ୍ବ ଯୋଗୁଁ ନାମଲେଖାରୁ ବଞ୍ଚିତ ହେବେନି ଛାତ୍ରଛାତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପାଇଁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ଆବଶ୍ୟକ ପ୍ରମାଣପତ୍ର ବିଳମ୍ବ ଯୋଗୁଁ କୌଣସି ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନରେ ନାମଲେଖାରୁ ବଞ୍ଚିତ ହେବେନି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି। ଯୁକ୍ତ ଦୁଇ

ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ବନାଞ୍ଚଳ ଅନ୍ତର୍ଗତ ତଳଗଡ଼ ଗ୍ରାମରେ ଆଜି ଦିନ ଦ୍ବିପ୍ରହର ସମୟରେ ହାତୀ ଆକ୍ରମଣରେ ଦୁଇ ମହିଳା ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି। ଦୁଇ ଗୁରୁତର ମାନେ ହେଲେ ତଳଗଡ ଗ୍ରାମର ସ୍ଵର୍ଗତ ବନମାଳୀ ନାଏକ ଙ୍କ