ମୋମୋ ଗୋଦାମ ଅଗ୍ନିକାଣ୍ଡ ଘଟଣାରେ ମମତା ସରକାରଙ୍କୁ କଡ଼ା ସମାଲୋଚନା କଲେ ଶାହ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ବିଜେପି ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଶାଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । କୋଲକତା ମୋମୋ ଗୋଦାମ ଅଗ୍ନିକାଣ୍ଡ ଘଟଣାରେ ମମତା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶାହ । ଶାହ ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ବେଲୁଚିସ୍ତାନର ୧୦ ସହର ଉପରେ କବଜା କଲା BLA, ୧୦ ପାକ୍ ଜବାନ ମୃତ

ବେଲୁଚିସ୍ତାନ: ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ଲଢ଼ୁଆମାନେ ଅନେକ ବଜାରକୁ ନିୟନ୍ତ୍ରଣ କରିଛନ୍ତି । ‘ଦି ବେଲୁଚିସ୍ତାନ ପୋଷ୍ଟ’, X ରେ ପୋଷ୍ଟ କରିଛି ଯେ BLA ଲଢ଼ୁଆମାନେ, ବଜାରଗୁଡ଼ିକୁ କବଜା କରୁଛନ୍ତି । ଏପର୍ଯ୍ୟନ୍ତ, ସେମାନେ

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର

ମୁମ୍ବାଇ : ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । ଅଜତି ପାୱାରଙ୍କ ବିମାନ ଦୁର୍ଘଟଣାରେ ଜୀବନ ଯିବା ପରେ ଏହି ପଦ ପାଇଁ ସୁନେତ୍ରାଙ୍କୁ ଚୟନ କରାଯାଇଥିଲା । NCP

ଖଣିରେ ଭୂସ୍ଖଳନ, ଚାଲିଗଲା ୨୦୦ରୁ ଅଧିକ ଜୀବନ

କଙ୍ଗୋ : କଙ୍ଗୋର ପୂର୍ବ ଭାଗରେ ଥିବା ରୁବାୟା କୋଲଟାନ୍ ଖଣିରେ ଏକ ବଡ଼ ଧରଣର ଭୂସ୍ଖଳନ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଶ୍ରମିକ ଓ ମହିଳା ମଧ୍ୟ ରହିଛନ୍ତି । ପ୍ରବଳ ବର୍ଷା ଯୋଗୁ ଖଣିର ମାଟି

ପୁଅ ଜନ୍ମ ନ ହେବାରୁ ସ୍ତ୍ରୀକୁ ମାରି ନଦୀରେ ଫିଙ୍ଗିଲା ସ୍ବାମୀ

ବିହାର : ପୁଅ ପାଇଁ ପତ୍ନୀଙ୍କୁ ହତ୍ୟା କଲା ସ୍ବାମୀ । ବିହାରର ମୁଜାଫରପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସିକନ୍ଦରପୁର ଥାନା ଅଞ୍ଚଳର ୧୭ ନମ୍ବର ୱାର୍ଡର ବାଲୁଘାଟ ଗଳି ନମ୍ବର ୩ରେ ପୁଅ ନ ଥିବାରୁ ରାଗରେ ସ୍ୱାମୀ ତାଙ୍କ ଭାଇମାନଙ୍କ ସହିତ ମିଶି ତାଙ୍କ

ମଧ୍ୟାହ୍ନଭୋଜନ ଖାଇ ୪୫ ଛାତ୍ରଛାତ୍ରୀ ଅସୁସ୍ଥ, ୧୦ ଗୁରୁତର

ତେଲଙ୍ଗାନା : ତେଲଙ୍ଗାନାର କୋନିଜେରଲା ମଣ୍ଡଳରେ ବୋଡିୟାଥାଣ୍ଡା ସରକାରୀ ପ୍ରାଇମେରୀ ସ୍କୁଲରେ ୩୮ ଜଣ ଖାଦ୍ୟ ବିଷାକ୍ତ ହେବାରୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଏମାନଙ୍କ ଭିତରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସଙ୍ଗାରେଡ୍ଡୀ ଜିଲ୍ଲାର ସରକାରୀ ପ୍ରାଇମେରୀ ସ୍କୁଲରେ

ଆସନ୍ତାକାଲି କେନ୍ଦ୍ର ବଜେଟ, ସଂସଦରେ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ଭୁବନେଶ୍ୱର : ଆସନ୍ତାକାଲି କେନ୍ଦ୍ର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବେ । ନିର୍ମଳା କ୍ରମାଗତ ନବମ ଥର ପାଇଁ ବଜେଟ ଆଗତ କରିବେ । ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ କେନ୍ଦ୍ରୀୟ ବଜେଟରେ ବିଭିନ୍ନ

ଫେବୃଆରୀ ୩ ରୁ ୫ ତାରିଖ ଯାଏଁ ଆୟୋଜିତ ହେବ ସୁନାପୁର ବେଳାଭୂମି ମହୋତ୍ସବ…

ବାଚସ୍ପତି ସୁରମା ପାଢ଼ୀ କରିବେ ଉଦ୍ଘାଟନ,.. ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆଜି ସୁନାପୁର ଇକୋ ରିଟ୍ରିଟ ପରିସରରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ଯାନ ସାମନ୍ତରାୟ ସୂଚନା ଦେଇଛନ୍ତି। ଅସୀମା ପଣ୍ଡା, ସୁଜ୍ଞାନୀ, ଶୈଳେନ୍ଦ୍ର-ସୋହାନୀ ଓ ମହମ୍ମଦ ଅଲ୍ଲି ଏଵଂ ଅରୁଣିତା

୧୧୨ ଡାଏଲ୍ କଲେ ଗୋଟିଏ ମିନିଟରେ ସ୍ପଟରେ ପହଞ୍ଚିବ ଓଡ଼ିଶା ଫାୟାର ସର୍ଭିସ

ଭୁବନେଶ୍ୱର : ଗୋଟିଏ ମିନିଟରେ ଏମର୍ଜେନ୍ସି ସ୍ପଟରେ ପହଚିବ ଓଡ଼ିଶା ଫାୟାର ସର୍ଭିସ ।  ରାଜ୍ୟରେ ୩୪୬ଟି ଫାୟାର ଷ୍ଟେସନକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ପ୍ରୟାସ ।  ଡାଏଲ୍ ୧୧୨ ଏମର୍ଜେନ୍ସି କଲରେ ତୁରନ୍ତ ପହଂଚି ଉଦ୍ଧାର କରିବାକୁ ଗୁରୁତ୍ବ ଦିଆଯାଇଛି । ଗୋଲ୍ଡେନ ଆଓ୍ବାର ଭିତରେ

ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ : ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ

ରାୟଗଡା : ଝାଡ଼ାବାନ୍ତି ଆତଙ୍କ ।  ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ ।  ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ ।  ୪୦ରୁ ଅଧିକ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି ।  ସମସ୍ତଙ୍କୁ ବିଷମକଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି