Sign in
Sign in
Recover your password.
A password will be e-mailed to you.
ଆନ୍ଧ୍ରକୁ ଚାଲାଣ ବେଳେ ବାଲେଶ୍ଵର ଷ୍ଟେସନରୁ ଉଦ୍ଧାର ହେଲେ ୨୧ ଜଣ ଯୁବତୀ
ବାଲେଶ୍ଵର : ଆନ୍ଧ୍ରକୁ ଚାଲାଣ ବେଳେ ବାଲେଶ୍ଵର ଷ୍ଟେସନରୁ ଉଦ୍ଧାର ହେଲେ ୨୧ ଜଣ ଯୁବତୀ । ଯୁବତୀଙ୍କୁ ମୟୂରଭଞ୍ଜ ଷ୍ଟେସନ ଅଞ୍ଚଳର ଜଣେ ଦଲାଲ ଚାକିରିର ପ୍ରଲୋଭନ ଦେଖାଇ ଆନ୍ଧ୍ରରେ ଏକ ସୂତା କଳରେ କାମ କରିବାକୁ ନେଉଥିଲା । ଦଲାଲ ଜଣକ ଯୁବତୀମାନଙ୍କୁ ଏକ ସ୍ବତନ୍ତ୍ର ବସ ଯୋଗେ ବାଲେଶ୍ଵର!-->…
ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ନିର୍ବାଚନ ଲଢ଼ି ଉତ୍ତରାଧିକାରୀ ଚୟନ କରିବାକୁ ଚାହୁଁଛନ୍ତି: ସମୀର ମହାନ୍ତି
ଭୁବନେଶ୍ୱର: ହିଞ୍ଜଳି ଏବଂ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଉତ୍ତରାଧିକାରୀଙ୍କ ପାଇଁ ରାସ୍ତା ତିଆରି କରିବାକୁ ଚାହୁଁଛନ୍ତି ବୋଲି ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି।
ଭି.କେ ପାଣ୍ଡିଆନଙ୍କ ହାତରେ ଓଡ଼ିଶା ଶାସନ ଭାର ଦେବା!-->!-->!-->…
୨୮ରେ ଓଡିଶା ଆସିବେ ଜେପି ନଡ୍ଡା
ଭୁବନେଶ୍ଵର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଆସନ୍ତା ୨୮ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେ.ପି ନଡ୍ଡା । ବ୍ରହ୍ମପୁରରେ ଆୟୋଜିତ ଏକ ସାଧାରଣ ସଭାକୁ କରିବେ ସମ୍ବୋଧିତ । ସେଠାରେ ସିଧାସଳଖ ନବରଙ୍ଗପୁର ଯିବେ ନଡ୍ଡା । ସେଠାରେ ବିଜେପି!-->…
ସରକାରୀ ଡାକ୍ତରଖାନା ପରିସରରୁ ଉଚ୍ଛେଦ ହେବ ୧୦୧ ଔଷଧ ଦୋକାନ
ଭୁବନେଶ୍ୱର : ସରକାରୀ ଡାକ୍ତରଖାନା ପରିସରରୁ ଉଚ୍ଛେଦ ହେବ ୧୦୧ ଔଷଧ ଦୋକାନ । ୧୫ ଦିନ ଭିତରେ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନା ଓ ମେଡିକାଲ କଲେଜ ପରିସରରେ ଥିବା ମେଡିସିନ ଷ୍ଟୋରକୁ ହଟାଯିବ । ଏଥିସହ ସେମାନଙ୍କଠାରୁ ଶେଷଥର ଜାରି ଲାଇସେନ୍ସ ବାବଦ ବକେୟା ପାଉଣା ମଧ୍ୟ!-->…
ଗ୍ରୀଷ୍ମ ପ୍ରବାହ ଯୋଗୁଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି
ଭୁବନେଶ୍ୱର: ଯୁକ୍ତ ତିନି ଦ୍ୱିତୀୟ ବର୍ଷ ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରି ଶୁକ୍ରବାର ଭୁବନେଶ୍ୱରର ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ରାଜଧାନୀରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ। ଏଥି ଯୋଗୁଁ ଦୈନନ୍ଦିନ ଜୀବନଯାତ୍ରା!-->!-->!-->…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ଡେଜି ଶାହ
ପୁରୀ : ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ବଲିଉଡ୍ ଅଭିନେତ୍ରୀ ଡେଜି ଶାହ । ଦର୍ଶନ ପରେ ବଲିଉଡର ଜୟ ହୋ ଫେମ୍ ଡେଜି ଅତ୍ୟନ୍ତ ଭବବିହ୍ୱଳ ହୋଇଥିବାର ନଜର ଆସିଥିଲା । ଦର୍ଶନ ପ୍ରତିକ୍ରିୟା କହିବାକୁ ଡେଜିଙ୍କ ପାଟିରୁ ଶବ୍ଦ ବାହାରି ନଥିଲା । ଏ ଦର୍ଶନ ,ଶ୍ରୀମନ୍ଦିରରେ!-->…
ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ଵର: ଆସନ୍ତା ମେ’ ୨୦ରେ ଓଡ଼ିଶାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏଥିପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁନ୍ଦରଗଡ, ବଲାଙ୍ଗୀର, ଆସ୍କା, କନ୍ଧମାଳ, ବରଗଡ ପାଇଁ ବିଜ୍ଞପ୍ତି ଜାରି ହୋଇଛି ।
ସୂଚନା ଅନୁସାରେ, ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ବରଗଡ଼,!-->!-->!-->…
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଜନପଥରେ ସର୍ଭେ ଆରମ୍ଭ
ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସର୍ଭେ ଆରମ୍ଭ । ବାଣୀବିହାରରୁ ଶିଶୁଭବନ ଛକ ତଥା ଜନପଥରେ ସର୍ଭେ ଆରମ୍ଭ ହୋଇଛି। ମେଟ୍ରୋ ରାସ୍ତାରେ ଥିବା ଗଛ, ବିଦ୍ୟୁତ ଖୁଣ୍ଟକୁ ନଜରରେ ରଖି ସର୍ଭେ କରାଯାଉଛି। ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍ ଦ୍ବାରା ସର୍ଭେ କରାଯାଉଥିବା ବେଳେ!-->…
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର, ଜଣେ ଗୁରୁତର
ହିଞ୍ଜିଳିକାଟୁ, ୨୬/୪ : ଶୁକ୍ରବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଏକ କାର ଦୁର୍ଘଟଣା ହୋଇଛି। ଦୂର୍ଘଟଣାରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ କାର ଚାଳକ ଓ ଅନ୍ୟ ଜଣେ ଯାତ୍ରୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି। ପ୍ରକାଶ ଯେ,!-->…
ବାଇକ ଚୋରୀ ରାକେଟର ପର୍ଦାଫାଶ : ୬ ଗିରଫ, ୬ ବାଇକ ଜବତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଅଧିନରେ ଥିବା ସାରଙ୍ଗଗଡ଼ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଚଳିତ ମାସ ୨୧ ତାରିଖ ଦିନ ଗୁଞ୍ଜିବାଡି ଠାରେ ହୋଇଥିବା ଏକ ମଟର ସାଇକେଲ ଚୋରି ଘଟଣାର ଅନୁସନ୍ଧାନ କରିବା ପରେ ଏକ ରାକେଟ ଠାବ ହୋଇଛି। ପୋଲିସ!-->…