ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି : ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ବଡ ଠାକୁର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ପାଳିତ ହୋଇଛି ମହା ସମାରୋହରେ ମହାପ୍ରଭୁଙ୍କ ସ୍ନାନଯାତ୍ରା l ଆଜି ପବିତ୍ର ଜ୍ୟେଷ୍ଠମାସ ପୂର୍ଣିମା ଉକ୍ତ ଦିବସକୁ ପ୍ରଭୁ ଜଗନ୍ନାଥଙ୍କ ଜନ୍ମ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଇଥାଏ l ଆଜି ପ୍ରାତଃ ନିତି କାନ୍ତି…

ଗଞ୍ଜେଇ ସହ କାର, ମୋଟର ସାଇକଲ ଜବତ ୪ଗିରଫ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବଡ଼ଗାଁ ଗ୍ରାମ କନ୍ୟା ଆଶ୍ରମ ନିକଟରେ ଭୋଳା ନାଥ ପଣ୍ଡା ଓ ଏକ ଟିମ୍ ସକାଳ ସମୟରେ ପେଟ୍ରୋଲିଂ କରିବା ସମୟରେ ଗୋଟିଏ ଫର୍ଡ କାର ଓ ଗୋଟିଏ ପଲ୍ସର୍ ଗାଡ଼ିକୁ ଅଟକାଇ ଯାଞ୍ଚ୍ କରିବା ସମୟରେ କାର ଭିତରୁ ୬୩କେଜି ଗଞ୍ଜେଇ ବାହାରିଥିଲା।…

ସଙ୍ଗୀତ ଦିବସ ଅବସରରେ ସଙ୍ଗୀତ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : ବିଶ୍ଵ ସଙ୍ଗୀତ ଦିବସ 2024 ଅବସରରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ସଙ୍ଗୀତ ସାଧନା ଦ୍ଵାରା ଏକ ସଙ୍ଗୀତ ଉତ୍ସବ ସ୍ଥାନୀୟ ରୋଟାରୀ କ୍ଲବ,ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସମାଜସେବୀ ତଥା ବିପ୍ର ଚରଣ ପାତ୍ର…

ଦଧିବାମନ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଉତ୍ସବ ଓ ଗଜାନନ ବେଶ ଅନୁଷ୍ଠିତ

ଫୁଲବାଣୀ ୨୨/୦୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଳକର ମାଦିକୁନ୍ଦା ଛକ ନିକଟସ୍ଥ ଦଧିବାମନ ଜୀଉଙ୍କ ମନ୍ଦିର ପରିସରରେ ଶ୍ରୀ ଜୀଉଙ୍କ ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସ୍ନାନ ବିଧୂ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଠାକୁରଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବା ପରେ ପୁରୋହିତ…

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସଂଶୋଧନ ଆଇନ

ଯାଜପୁର : ଆମେ ଓଡିଆ, ଆମ ମାତୃଭାଷା ଓଡିଆ, ଦୁଇ ହଜାର ବର୍ଷର ପୁରୁଣା ଆମ ଏଇ ଭାଷା। ଭାଷା ଭିତ୍ତିକ ରାଜ୍ୟଭାବେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ସମଗ୍ର ଦେଶରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ପ୍ରଥମ ଭାଷା ଓଡିଆ। ଇତିହାସ ଓଡିଆ ଜାତିର ସ୍ୱାଭିମାନକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ…

କଟକରେ ବିଜେଡିକୁ ଝଟକା: ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ

କଟକ : ସିଏମସିରେ ବିଜେଡିକୁ ଡବଲ ଝଟକା। ବିଜେଡି ହାତରୁ ଗଲା ୨ଟି ଷ୍ଟାଣ୍ଡିଂ କମିଟି ପଦବୀ। ଏଷ୍ଟାବ୍ଲିସମେଣ୍ଟ କମିଟି ଚେୟାରମ୍ୟାନ ଏବଂ ପ୍ଲାନିଂ ଆଣ୍ଡ ଡେଭଲପମେଣ୍ଟ କମିଟି ଚେୟାରମ୍ୟାନ ପଦବୀ ଛଡ଼ାଇ ନେଇଛନ୍ତି ବିଜେପି ଓ ସ୍ୱାଧୀନ କର୍ପୋରେଟର।ଏଷ୍ଟାବ୍ଲିସମେଣ୍ଟ କମିଟି ଚେୟାରମ୍ୟାନ…

ପିଲା ଓଡ଼ିଶାର, ହେଲେ ପରୀକ୍ଷା କେନ୍ଦ୍ର ଗୁଜରାଟର ଗୋଧ୍ରା!

ଭୁବନେଶ୍ବର : ଅଧିକାଂଶ ଅଭିଭାବକ ଚାହାନ୍ତି ତାଙ୍କ ପୁଅ ବା ଝିଅ ଡାକ୍ତରଟିଏ ହେଉ। ସର୍ବଭାରତୀୟ ସ୍ତରରେ ଏନଟିଏ ବା ନେସନାଲ ଟେଷ୍ଟିଂ ଏଜେନସି ନିଟ୍ ପ୍ରବେଶିକା ପରୀକ୍ଷା କରିଥାଏ। ନିଟ୍ ବା ‘National Eligibility-cum-Entrance Test’ ପାଇଁ ଗତ ମେ’ ୫ ତାରିଖରେ ସାରା ଦେଶରୁ ୨୪ ଲକ୍ଷ…

ବାହାରିଲା ନିଷ୍କର୍ଷ, ସନ୍ଧ୍ୟାରୁ ବାରିପଦା ଷ୍ଟାଣ୍ଡରୁ ଗଡ଼ିବ ବସ୍‌

ବାରିପଦା : ବାହାରିଲା ନିଷ୍କର୍ଷ। ଆଜି ସନ୍ଧ୍ୟାରୁ ବାରିପଦା ବସ୍‌ ଷ୍ଟାଣ୍ଡରେ ଅନ୍ୟ ସହର ଅଭିମୁଖେ ଗଡ଼ିବ ବସ୍‌। ମୟୂରଭଞ୍ଜ ଏସ୍‌ପି ଏସ୍‌. ସୁଶ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ମାମଲାରେ…

ବାଲେଶ୍ୱରରେ କର୍ଫ୍ୟୁ କଟକଣା ଆଂଶିକ କୋହଳ; ଆଜିଠୁ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ବର : ବାଲେଶ୍ୱର ପୌରାଞ୍ଚଳରେ ସ୍ୱାଭାବିକ ହେଉଛି ସ୍ଥିତି। କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ସହଦେବଖୁଣ୍ଟା ଓ ଟାଉନ୍ ଥାନା ଅଞ୍ଚଳରେ କର୍ଫ୍ୟୁ କୋହଳ ହୋଇଛି। ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି।ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ କର୍ଫ୍ୟୁ ସମ୍ପୂର୍ଣ୍ଣ ହଟିଛି ।…

କଟକ ବଡ଼ ଡାକ୍ତରଖାନାରେ ଚାଞ୍ଚଲ୍ୟ: ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି

କଟକ: କଟକ ବଡ଼ ଡାକ୍ତରଖାନାର ଜଣେ ଫାର୍ମାସିଷ୍ଟଙ୍କୁ ହତ୍ୟା ପାଇଁ ସୁପାରି ଦିଆଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କେନ୍ଦ୍ରୀୟ ଔଷଧ ଗୃହକୁ ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନିର ସାମଗ୍ରୀ ଯୋଗାଣ ବନ୍ଦ କରିଦେବାରୁ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ…