ମାଓକ୍ୟାମ୍ପରୁ ନକଲି ଟଙ୍କା ଛପା ମେସିନ ଓ ନକଲି ଟଙ୍କା ଜବତ…

ମାଲକାନଗିରି : ସୀମାନ୍ତ ଛତିଶଗଡ଼ରେ ମାଓ ଶିବିରରେ ଛପା ହେଉଛି ନକଲି ନୋଟ୍ । ଅସ୍ତ୍ର ଶସ୍ତ୍ର ବଦଳରେ ଲାଲ୍ ବାହିନି ଏବେ ତିଆରି କରୁଛନ୍ତି ନକଲି ଟଙ୍କା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରେଧି ଅପରେସନ ପରେ ଦୁର୍ବଳ ହୋଇ ପଡିଛି ମାଓ ସଂଗଠନ…

ଟ୍ରକ ଚାପାରେ ମହିଳା ମୃତ,ପୁଅ ଗୁରୁତର : ରାସ୍ତା ଉପରେ ଶବ ରଖି ପ୍ରତିବାଦ…

ମାଲକାନଗିରି,୨୩/୬ ମାଲକାନଗିରି ସଦର ମହକୁମାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମହିଳା ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି।ଘଟଣା ଅନୁଯାୟୀ ଆଜି ସକାଳେ ସ୍ଥାନୀୟ ଟିନା ଗ୍ୟାରେଜ ଛକ ନିକଟରେ ବାସ କରୁଥିବା ପାର୍ବତୀ ପାଣିଗ୍ରାହୀ…

ପରିବା ଦରରେ ଲଗାମ ଲଗେଇବ କିଏ…? : ଅଫିସର ମାନଙ୍କୁ କେବଳ ତାଗିତ ରେ ସୀମିତ ସରକାର, ଖାଉଟି ହନ୍ତସନ୍ତ…

ବ୍ରହ୍ମପୁର: ୨୩- ୬ ଗଞ୍ଜାମ ଜିଲ୍ଲାରେ ନିର୍ବାଚନ ଫଳା ଫଳ ଆସିବା ପର ଠାରୁ ବଜାର ରେ ପ୍ରତ୍ୟେକ ସାମଗ୍ରୀ ରେ ଦର ହୁଁ ହୁଁ ହୋଇ ବଢ଼ିଚାଲିଛି। ପଲ୍ଲୀ ରୁ ସହର ପର୍ଯ୍ୟନ୍ତ ପାଞ୍ଚସହ ଟଙ୍କା ଧରି ବଜାର କୁ ଗଲେ ବେଗ ଭର୍ତି ହେଉନି। ବଜାର ରେ ଆଳୁ, ପିଆଜ କିଲୋ ପ୍ରତି ୩୫ ରୁ ଉର୍ଦ୍ଧ ଥିବା…

ଚିକିଟୀ ପ୍ରେସକ୍ଳବ ତରଫରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କୁ ଚିକିଟୀ ବ୍ଲକ ଚିକିଟୀ ପ୍ରେସକ୍ଳବ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।ସଂଘ ସଭାପତି ସୁରେନ୍ଦ୍ର ନାଥ ପଣ୍ଡାଙ୍କ ନେତ୍ତୃତ୍ୱରେ ପାତ୍ରପୁର ସ୍ଥିତ ବିଧାୟକଙ୍କ…

ନୀତିକାନ୍ତିରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ମାଲକାନଗିରି, ୨୨।୬ : କୋଟି ଓଡିଆଙ୍କ ମଉଢ ମଣି ପ୍ରଭୁ ଜଗନ୍ନାଥଙ୍କ ଅନେକ ଲୀଳା ଖେଳା ରହିଛି । ମହା ପ୍ରଭୁଙ୍କ ଏହି ଲୀଳା ଖେଳା ମଧ୍ୟରୁ ଅନ୍ୟତମ ଅଟେ ସ୍ନାନ ପୁର୍ଣିମା ତଥା ଦେବା ସ୍ନାନ ପୁର୍ଣିମା । ଏହି ଅବସରରେ ଶ୍ରୀଜୀଉ ସ୍ନାନ କରିବା ପାଇଁ ମନ୍ଦିରରୁ ବାହାରି ସ୍ନାନ ମଣ୍ଡପକୁ…

ସମସ୍ୟା ଘେରରେ ସ୍ୱାମୀ ଶିବାନନ୍ଦ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ତୁରନ୍ତ ଅଧ୍ୟାପକ ନିଯୁକ୍ତି ପାଇଁ ବିଇଓଙ୍କୁ ଦାବୀପତ୍ର ଦେଲେ ଛାତ୍ରୀ ଛାତ୍ର ମାଲକାନଗିରି ୨୨/୦୬ରାଜ୍ୟର ବିଭିନ୍ନ ଅଞ୍ଚଳରେ ରହୁଥିବା ପିଲା ମାନଙ୍କୁ ପାଠ ପଢାଇ ଶିକ୍ଷିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବହୁ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯାଇଛି ।…

ନାବାଳିକାଙ୍କୁ ଅପହରଣ ଘଟଣା ଯୁବକ ଗିରଫ

ହିଞ୍ଜିଳିକାଟୁ : ଗାଁ ଯାତ୍ରାରେ ବୁଲୁଥିବା ବେଳେ ବିବାହର ପ୍ରଲୋଭନ ଦେଖାଇ ଜୈନିକା ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରି ନେଇଥିଲେ। ଘଟଣାର ୪ ଦିନ ପରେ ପାଟପୁର ପୁଲିସ ସଂପୃକ୍ତା ନାବାଳିକାକୁ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ଯୁବକ ଜଣଙ୍କ…

ପାବନଶ୍ରୀକ୍ଷେତ୍ରରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଓ ଗଜାନନ ବେଶ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆ ସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉମାନଙ୍କ ମହାସ୍ନାନ ଉତ୍ସବ ଶନିବାର ଆନନ୍ଦ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଭୋର ୪ ଟା ୩୦ ମିନଟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତି କରାଯାଇ ବଲ୍ଲଭଭୋଗ, ଦ୍ୱାରପାଳ ପୂଜା…

ଛତ୍ରପୁର ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୁର୍ଣିମା ପାଳିତ

ଛତ୍ରପୁର ସହର ସମେତ ବ୍ଲକ ର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ମନ୍ଦିର ମାନଙ୍କରେ ଦେବସ୍ନାନ ପୁର୍ଣିମା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି l ଶନିବାର ଛତ୍ରପୁର ସହର ତାଡେ଼ପଲ୍ଲୀ ସାହି ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ଜୀଉ ଙ୍କୁ ରିତିନୀତି ଅନୁଯାୟୀ ପୂଜାର୍ଚନା କରାଯାଇଥିଲା l…

ବଜ୍ରପାତରେ ଦୁଇ ମୃତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରାକ ମୌସୁମୀ ଜଳବାୟୁ ର ପ୍ରବେଶ ଯୋଗୁଁ ଜିଲ୍ଲାର କିଛି ସ୍ଥାନରେ ଘଡଘଡି ସହ ବିଜୁଳି ପ୍ରକୋପ ଦେଖିବାକୁ ମିଳିଛି । ଗତକାଲି ରାତିରେ ମାଲକାନଗିରି ସଦର ନିକଟ ଚାଲାଣଗୁଡା ପଂଚାୟତ ଅନ୍ତର୍ଗତ ଗନ୍ଧୀପାଲି ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ଆକାଶୀୟ ବିଜୁଳି…