ଆକ୍ରମଣ ପ୍ରସଙ୍ଗରେ ‘ଇଣ୍ଡିଆ’ ମେଣ୍ଟକୁ ଭେଟିବେ ମାଲିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ସହଯୋଗୀ ବିଭବ କୁମାରଙ୍କ ଆକ୍ରମଣ ଘଟଣାକୁ ନେଇ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ଵାଲ ମଙ୍ଗଳବାର ‘ଇଣ୍ଡିଆ’ ମେଣ୍ଟ ନେତାମାନଙ୍କୁ ଚିଠି ଲେଖି ସେମାନଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି।ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ…

ଜୁନ୍‌ ସୁଦ୍ଧା ଜାତୀୟ ମହିଳା କମିଶନକୁ ଆସିଛି ୧୨,୬୦୦ ଅଭିଯୋଗ; ସର୍ବାଧିକ ୟୁପିରୁ

ନୂଆଦିଲ୍ଲୀ: ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ) ନିକଟରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୧୨,୬୦୦ ଅଭିଯୋଗ ଆସିଛି ଏବଂ ଉତ୍ତରପ୍ରଦେଶ ସର୍ବାଧିକ ଅଭିଯୋଗ ପଞ୍ଜୀକରଣ କରିବାର ସନ୍ଦେହଜନକ ଗୌରବ ହାସଲ କରିଛି ବୋଲି ସରକାରୀ ତଥ୍ୟରୁ ଜଣା ପଡ଼ିଛି।ଘରୋଇ ହିଂସା ବ୍ୟତୀତ ଅନ୍ୟ ନାରୀ ନିର୍ଯାତନା ସହ ଜଡିତ…

୧୭,୪୭୧ ପଦବୀ ପାଇଁ ମହାରାଷ୍ଟ୍ର ପୁଲିସକୁ ମିଳିଲା ୧୭.୭୬ ଲକ୍ଷ ଆବେଦନ

ମୁମ୍ବାଇ: ମହାରାଷ୍ଟ୍ର ପୁଲିସରେ ଜୁନ୍‌ ୧୯ରୁ ଆରମ୍ଭ ହେବାକୁ ଥିବା ୧୭,୪୭୧ କନଷ୍ଟେବୁଲାରି ପଦବୀ ପୂରଣ ପାଇଁ ନିଯୁକ୍ତି ଅଭିଯାନରେ ୧୭.୭୬ ଲକ୍ଷ ଆବେଦନ ଆସିଛି। କନଷ୍ଟେବଳ, ଡ୍ରାଇଭର, ବ୍ୟାଣ୍ଡମ୍ୟାନ, ଏସଆରପିଏଫ କର୍ମଚାରୀ ଏବଂ ଜେଲ କର୍ମଚାରୀ ପଦବୀ ପାଇଁ ଏହି ନିଯୁକ୍ତି ଅଭିଯାନ…

୧୦୦ ଜଣ ଲୋକ ଥିବା ଗାଁକୁ ପିଚୁରାସ୍ତା ସଂଯୋଗ କରିବ: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି। ନୂଆ ସରକାରଙ୍କ ଆଭିମୁଖ୍ୟ ମଧ୍ୟ ଅଲଗା ରହିଛି। ରାଜ୍ୟ ସରକାର ପ୍ରତି ଗ୍ରାମକୁ ପିଚୁରାସ୍ତା ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାସ୍ତା ନିର୍ମାଣ କରାଗଲେ ରୋଗୀ ଆଉ ଖଟିଆରେ ବୁହା ହେବେନି। ଗାଁକୁ ସହଜରେ ଆମ୍ବୁଲାନ୍ସ ଯାଇପାରିବ। ୧୦୦ ଲୋକ ଥିବା…

‘ୟୁ ଡିଫିଟେଡ୍ ମି’? : କଣ୍ଟାବାଞ୍ଜି ବିଧାୟକଙ୍କୁ ପଚାରିଲେ ନବୀନ

ଭୁବନେଶ୍ବର: ‘ୟୁ ଡିଫିଟେଡ୍ ମି’? ଆଜି ବିଧାନସଭାରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ଆସନରୁ ବିଧାୟକ ଲକ୍ଷ୍ମଣ ବାଗ୍‌ ଯେତେବେଳେ ନିଜର ପରିଚୟ ଦେଇଥିଲେ, ସେହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଇଂରାଜୀରେ ଏହା ପଚାରିଥିଲେ। ନବୀନ ଏଥି ସହିତ ଲକ୍ଷ୍ମଣ…

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ

ଭୁବନେଶ୍ବର : ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡସ୍‌ରେ ବିବାହ କଲେ ଅରୁଣ । ନାଦିଆ ନାମ୍ନୀ ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ ।ନେଦରଲ୍ୟାଣ୍ଡସ୍‌ରେ ଏକ ବର୍ଣ୍ଣାଢ୍ୟ ସମାରୋହରେ…

ଦେବୀ ନଦୀରେ ଗାଧୋଉଥିଲେ ୪ ସାଙ୍ଗ; ବୁଡ଼ିଗଲେ ୩ ଛାତ୍ର

ପୁରୀ: ଅସ୍ତରଂଗ ଥାନା ଅଧିନ ବାଲିଡ଼ିଆ ନିକଟ ଦେବୀ ନଦୀରେ ବୁଡ଼ି ମଙ୍ଗଳବାର ମଧ୍ୟାହ୍ନରେ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଆୟୁଷ୍ମାନ ବେହେରା (୧୩), ରିତେଶ ବେହେରା (୧୪ ) ଓ ରୋହନ ବେହେରା (୧୩)। ସମସ୍ତେ ବାଲିଡ଼ିଆ ଗାଁର ବାସିନ୍ଦା। ତିନି ଛାତ୍ର ଅଷ୍ଟମ, ନବମ ଓ ଦଶମ…

ରାଜଧାନୀ ମୁକୁଳା ଡ୍ରେନ୍‌ ନେଲା ନାବାଳକଙ୍କ ଜୀବନ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରରେ ମୁକୁଳା ଡ୍ରେନ୍‌ରେ ଭାସି ଯାଇଥିବା ପିଲାର ମୃତ୍ୟୁ ଘଟିଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ମେୟର ସୁଲୋଚନା ଦାସ ଏନେଇ ଘୋଷଣା କରିଛନ୍ତି। ମୃତ ଘୋଷଣା ପରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶୋକର ଛାୟା ଖେଳି ଯାଇଛି। କାନ୍ଦ ବୋବାଳିରେ ଫାଟି ପଡ଼ୁଛି…

ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ -୨୦୨୪ ଅନୁଷ୍ଠିତ

ଫୁଲବାଣୀ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, କନ୍ଧମାଳ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ -୨୦୨୪ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍…

ବିପର୍ଯ୍ୟୟର ପ୍ରାକ୍ ପ୍ରସ୍ତୁତି ନିମନ୍ତେ ଜିଲ୍ଲାସ୍ତରୀୟ ମକଡ୍ରିଲ୍

ଯେ କୌଣସି ସମୟରେ ବିପର୍ଯ୍ୟୟ ଆସିପାରେ-ପୂର୍ବ ପ୍ରସ୍ତୁତି ହିଁ ସୁରକ୍ଷା ଦେବ ଛତ୍ରପୁର ; ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତୀୟ ପ୍ରସ୍ତୁତି ବା ମକଡ୍ରିଲ ର କାର୍ଯ୍ୟକାରିତା ଦିଗରେ ବିଭିନ୍ନ ବିଭାଗର ପଦକ୍ଷେପ ଗୁଡିକ କିଭଳି ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଏକ ଆଲୋଚନା ବୁଧବାର ଜିଲ୍ଲା…