Sign in
Sign in
Recover your password.
A password will be e-mailed to you.
ଭଗବତ କଥା ବିତରଣ ପରିଷଦ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ରାମଚରିତ ମାନସ ପ୍ରବଚନ ଶୁଭାରମ୍ଭ
ହିଞ୍ଜିଳିକାଟୁ ୧୮।୬ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବୃନ୍ଦାବନ ବିଦ୍ୟାପୀଠ ଖେଳ ପଡିଆରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଙ୍ଗଳବାରଠାରୁ ୯ ଦିନିଆ ରାମଚରିତ ମାନସ ପ୍ରବଚନ ମହାଆଡମ୍ଵର ସହକାରେ ଶୁଭାରମ୍ଭ!-->…
ପିଏମ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ବଣ୍ଟନ ସମାରୋହ
ମାଲକାନଗିରି,୧୮/୬ : ଆଜି ବିଜେପି ର ନୂତନ ସରକାରଙ୍କ ପ୍ରଥମ କାମ ଚାଷୀ ଙ୍କୁ ସମ୍ମାନ ଉଦେଶ୍ୟ ରେ ପିଏମ କିଷାନ ସମ୍ମାନ ନିଧିର କିସ୍ତି ବଣ୍ଟନ ସମା ରୋହ ଜିଲ୍ଲାପରିଷଦ ସଭା ଗୃହ ରେ ଜିଲ୍ଲାପାଳଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ!-->…
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଗୁରୁତର
ମାଲକାନଗିରି,୧୮।୬ : ମାଲକାନଗିରି ଜିଲ୍ଲା ବିଜାଘାଟିରେ ସଡକ ଦୁର୍ଘଟଣା, ଜଣେ ମୃତ ଦୁଇ ଗୁରୁତର ଆହତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦରରୁ ଜୟପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ମାଲକାନଗିରିର ଅଭିମୁଖେ ଆସୁଥିବା ଏକ କାର ଓଡି ୩୦ ବି ୦୨୨୨ ଦ୍ରୁତ ଗତିରେ ଆସି!-->…
ବେଆଇନ ମଦ ବିକ୍ରି, ବାଲି ଉତ୍ତୋଳନ ଓ ପାହାଡ଼ରୁ ପଥର ବ୍ଳାଷ୍ଟି° ବନ୍ଦ ଦାବି ନେଇ ଦାବିପତ୍ର ପ୍ରଦାନ
ହିଞ୍ଜିଳିକାଟୁ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବିକ୍ରି ହେଉଥିବା ଦେଶୀ ଓ ବିଦେଶୀ ମଦ ବିକ୍ରି କରିବା ସହ ଋଷିକୂଲ୍ୟା ନଦୀରୁ ବାଲି ଉତ୍ତୋଳନ ଓ ନିକଟସ୍ଥ ପାହାଡରୁ ବେଆଇନ ଭାବେ ପଥର ବ୍ଳାଷ୍ଟି° ବନ୍ଦ କରିବା ଦାବିରେ ଦାବି ପତ୍ର ପ୍ରଦାନ କରାଯାଇଛି।!-->…
ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ହସ୍ତନ୍ତାରିତ
ସୁନ୍ଦରଗଡ଼, ୧୮/୦୬ : ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲା ସ୍ତରୀୟ ପ୍ରଧାନମନ୍ତ୍ରୀ କିଷାନ ଉତ୍ସବ ଦିବସ ପାଳିତ ହୋଇ ଯାଇଛି। ଏହି ଅବସର ରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଜିଲ୍ଲା ର ଚାଷୀ ମାନଙ୍କୁ କିସ୍ତି ହସ୍ତନ୍ତାରିତ ହୋଇଅଛି।ଏହି ଅବସର ରେ ଉତ୍ତର ପ୍ରଦେଶ ରୁ!-->…
ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା ତଥା ସପ୍ତ ଠାକୁରାଣୀଙ୍କ ମିଳନ ଉତ୍ସବ : ଜଳଯାତ୍ରା ଓ ଅଙ୍କୁରା ରୋପଣ
ଵ୍ରହ୍ମପୁର : ଆସିକାର ଅନ୍ୟତମ ଅଧିଷ୍ଠାତ୍ରୀ ଠାକୁରାଣୀ ମା ଫୁଲକେଶନୀଙ୍କ ତ୍ରୟୋବାର୍ଷିକ ଯାତ୍ରା ସହ ସହର ରେ ସପ୍ତ ଠାକୁରାଣୀ ଙ୍କ ମିଳନ ଉତ୍ସବ ଆୟୋଜନ ନେଇ ଆଜି ଜଳ ଯାତ୍ରା ଓ ଅଙ୍କୁରା ରୋପଣ ଅନୁଷ୍ଠିତ ହୋଇଛି। ଅପରାହ୍ନ ରେ ଶତାଧିକ ମହିଳା ଶୋଭା ଯାତ୍ରାରେ ଯାଇ ପବିତ୍ର ଋଷିକୂଲ୍ୟା ନଦୀ!-->…
ଏ ବର୍ଷ ରଥଯାତ୍ରା ଅନନ୍ୟ ଓ ବିରଳ
ଭୁବନେଶ୍ବର : ଇତିହାସରେ ବିରଳ ହେବ ଏବର୍ଷର ରଥଯାତ୍ରା। କାରଣ ଗୋଟିଏ ଦିନରେ ପଡୁଛି ମହାପ୍ରଭୁଙ୍କର ତିନି ତିନିଟି ବଡ଼ ନୀତି। ଅର୍ଥାତ୍ ଜୁଲାଇ ୭ ତାରିଖରେ ପଡୁଛି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା। ତା’ହେଲେ ଗୋଟିଏ ଦିନରେ କେମିତି ସଂପାଦିତ ହେବ ତିନି ତିନିଟି ବଡ଼!-->…
ସରପଞ୍ଚ ହେବାକୁ ଶେଷ ଇଚ୍ଛା – ସିଦ୍ଧାନ୍ତ
ଭୁବନେଶ୍ୱର : ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢିବା ସହ ଜିତିବା ପରେ ବିଧାୟକ ଭାବେ ଶପଥ ଗ୍ରହଣ ପାଇଁ ଆଜି ବିଧାନସଭାକୁ ଆସିଥିଲେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ବିଧାନସଭା ପ୍ରଥମ ଦିନରେ ବିଜେପି ବିଧାୟକ ସିଦ୍ଧାନ୍ତଙ୍କ ପ୍ରତିକ୍ରିୟା ମିଳିଛି। ସରପଞ୍ଚ ହେବାକୁ ଶେଷ ଇଚ୍ଛା ବୋଲି!-->…
ନିଟ୍ ପରୀକ୍ଷା ବିବାଦରେ କେନ୍ଦ୍ର ଓ ଏନଟିଏକୁ କହିଲେ ସୁପ୍ରିମକୋର୍ଟ – ୦.୦୦୧% ଅବହେଳା ହେଲେ ମଧ୍ୟ ସମାଧାନ ଜରୁରୀ
ନୂଆଦିଲ୍ଲୀ : ଚଳିତ ବର୍ଷ ଜାତୀୟ ଯୋଗ୍ୟତା ସହ ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ଦର୍ଶାଇ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)କୁ କହିଛନ୍ତି ଯେ ଯଦି କାହାର ୦.୦୦୧% ଅବହେଳା ହୁଏ, ତା’ହେଲେ ଏହାର!-->…
କାଲି କାଶୀପୁରରେ ଦିଆଯିବ ଡିପ୍ଥେରିଆ ବୁଷ୍ଟର ଡୋଜ
ଭୁବନେଶ୍ବର : ଡିପଥେରିଆ ସଂକ୍ରମଣ ବଢିବା ପରେ ସ୍ୱାସ୍ଥ୍ୟ ବିଭାଗର ବଡ଼ ପଦକ୍ଷେପ। ରାୟଗଡା ଜିଲ୍ଲା କାଶୀପୁରରେ ବୁଧବାରଠାରୁ ଦିଆଯିବ ଡିପଥେରିଆ ବୁଷ୍ଟର ଡୋଜ ଟିକା। ଏକ ବର୍ଷ ବୟସ ଭିତର ଶିଶୁଙ୍କୁ ପେଣ୍ଟା ଡୋଜ ଦିଆଯିବ। ୫ରୁ ୧୫ ବର୍ଷ ବୟସ୍କଙ୍କୁ TD ଡୋଜ ଦିଆଯିବ। ସର୍ଭେଲାନ୍ସ ସରିବା ପରେ!-->…