ଏଲଏଲବି ଷଷ୍ଠ ସେମିଷ୍ଟାର ପରିକ୍ଷା ବାତିଲ

କଟକ: ବାତିଲ ହେଲା ଏଲଏଲବି ଷଷ୍ଠ ସେମିଷ୍ଟାରର ପେପର-୧ ପରୀକ୍ଷା । ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ୨୮ କଲେଜର ପରୀକ୍ଷା ବାତିଲ କରାଯାଇଛି । ସିଲାବସ୍‌ ବାହାରୁ ପ୍ରଶ୍ନପତ୍ର ଆସିଥିବା ନେଇ ଅଭିଯୋଗ ହେବା ପରେ ପରୀକ୍ଷା ବାତିଲ କରିଛନ୍ତି ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ ।

ମେକ ମାଇଁ ଟ୍ରିପ ଓ ଓୟୋକୁ ଆର୍ଥିକ ଦଣ୍ଡାଦେଶ ଦେଇଛନ୍ତି କଟକ ଖାଉଟି ଅଦାଲତ

କଟକ : ଠିକ୍‌ ରେ ସେବା ନ ଦେଲେ ଦଣ୍ଡ ଦେବ ଖାଉଟି ଅଦାଲତ । ତେଣୁ ଅତିଥିଙ୍କୁ ସେବା ଯୋଗାଇବାରେ କରନ୍ତୁନି ଅବହେଳା । ସମ୍ପୃକ୍ତ କମ୍ପାନୀଙ୍କୁ ମହଙ୍ଗା ପଡ଼ିଲା ଠିକ୍‌ ଭାବେ ସର୍ଭିସ ନ ଯୋଗାଇବା । ଏବେ ଗଣିବେ ତଣ୍ଡ । ମେକ ମାଇଁ ଟ୍ରିପ ଓ ଓୟୋ ରେ ରହିବା ପାଇଁ କରିଥିଲେ ବୁକିଂ ।

ନିସର୍ତ୍ତ କଥା ସତ ହେଲା ଶେଷରେ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବ୍ଲକ ଅଧକ୍ଷ ଦେଲେ ଇସ୍ତଫା …

ବ୍ରହ୍ମପୁର : ୨୨-୪ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ପୁଣି ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟଙ୍କୁ ରିପଟ କରିବା ମହଙ୍ଗା ପଡ଼ିବ ବୋଲି ନିସର୍ତ୍ତ ରେ ଖବର ପ୍ରକାଶ ହୋଇଥିଲା। ତିନି ତାରିଖ ଦିନ ଖଲ୍ଲିକୋଟ ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ

ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର

ଭୁବନେଶ୍ବର: ବିଜେଡି ଛାଡ଼ି ବିଜେପିରେ ମିଶିଲେ ପୂର୍ବତନ ଭଟଲୀ ବିଧାୟକ ତଥା ମନ୍ତ୍ରୀ ବିମ୍ବାଧର କୁଅଁର । ଆଜି ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହେବା ପରେ ବିମ୍ବାଧର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ

ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହେବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସସପେଣ୍ଡ

ବୌଦ୍ଧ: ରାଜନୈତିକ ଦଳର ଶୋଭାଯାତ୍ରାରେ ସାମିଲ ହୋଇଥିବା ଅଭିଯୋଗରେ କନିଷ୍ଠ ସହକାରୀ କିରାଣୀ ସତ୍ୟନାରାୟଣ ଦନ୍ତା ନିଲମ୍ବିତ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଲମ୍ବସରୀର ରାଧାମାଧବ ହାଇସ୍କୁଲର ସତ୍ୟନାରାୟଣଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶୋଭାଯାତ୍ରାରେ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପ ମୃତ, ପୁଅ ଗୁରୁତର

ବ୍ରହ୍ମପୁର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପାର ମୃତ୍ୟୁ, ପୁଅ ଗୁରୁତର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡା ଗାଁରେ ଜମିରେ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ଲାଗି ଏଭଳି ଅଘଟଣ ଘଟିଛି । ସେମାନଙ୍କୁ ପ୍ରଥମେ ଆଡପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଗୁରୁତର

କନ୍ଧମାଳ ଓକିଲ ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓକିଲ ସଂଘ ଓକିଲ ଦିବସକୁ ଧୁମଧାମ ପାଳନ କରିବାକୁ ଯାଉଛି l ଏ ନେଇ ଓକିଲ ସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୨୮ ତାରିଖରେ ହେବାକୁ ଥିବା ଓକିଲ ଦିବସ ପରିପେକ୍ଷିରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଦୌରାଜଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓକିଲ ସଂଘ

ପଞ୍ଚମ କନ୍ଧମାଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ…

ଫୁଲବାଣୀ : ଫୁଲବାଣୀ ସ୍ଥିତ କୋରୋନେସନ ପଡିଆରେ ଥିବା ଏଥେଲେଟିକ ଇଣ୍ଡୋର ହଲ ଠାରେ କନ୍ଧମାଳ ଜିଲ୍ଲା ଟାଏକୋଣ୍ଡୋ ସଙ୍ଘ ଓ ଫୁଲବାଣୀ ମାର୍ଟିଆଲ ଆର୍ଟ୍ସ ଏକାଡେମୀ ମିଳିତ ସହଯୋଗରେ ପଞ୍ଚମ କନ୍ଧମାଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ

ସଂସ୍କୃତି ଭବନ ପରିସରରେ କେରୀସ ଏଣ୍ଟରଟେନ୍ ମେଣ୍ଟ ଓ ଓଡ଼ିଶା ଫ୍ୟାସନ ଭିଲ୍ଲା ପକ୍ଷରୁ ମିଷ୍ଟର ଓ ମିସ ଅଭିଭକ୍ତ…

ମାଲକାନଗିରି : ଆଜି ସ୍ଥାନୀୟ ମାଲକାନଗିରି ସଂସ୍କୃତି ଭବନ ପରିସରରେ କେରୀସ ଏଣ୍ଟରଟେନ୍ ମେଣ୍ଟ ଓ ଓଡ଼ିଶା ଫ୍ୟାସନ ଭିଲ୍ଲା ପକ୍ଷରୁ ମିଷ୍ଟର ଓ ମିସ ଅଭିବକ୍ତ କୋରାପୁଟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପାଞ୍ଚଟି ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ୧୮ ରୁ

ଯୁବ ଏବଂ ମହିଳା ଜାଗରଣ ସମାବେଶ ଓ ମିଶ୍ରଣ ପର୍ବ

ବ୍ରହ୍ମପୁର : ଆଜି ଲାଞ୍ଜୀପଲ୍ଲୀ ସ୍ଥିତ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଙ୍କ କାର୍ଯ୍ୟାଳୟ ଠାରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଯୁବ ଏବଂ ମହିଳା ଜାଗରଣ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବ ରେ ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ପ୍ରଦୀପ ପାଣିଗ୍ରାହୀ ଓ