Sign in
Sign in
Recover your password.
A password will be e-mailed to you.
ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଶ୍ରୀନଗରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଶ୍ରୀନଗର: ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜମ୍ମୁକଶ୍ମୀରରେ ପହଞ୍ଚିଛନ୍ତି। ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ମୋଦୀଙ୍କ କାଶ୍ମୀର ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି । ତାଙ୍କର କାଶ୍ମୀର ଗସ୍ତକୁ ଦୃଷ୍ଟିରେ ରଖି କଡା!-->…
ମକ୍କାରେ ପ୍ରବଳ ଗରମ, ତୀର୍ଥଯାତ୍ରୀ ମୃତ୍ୟୁସଂଖ୍ୟା ୧୦୦୦ ଟପିଲା
ରିୟାଦ : ଗୋଟିଏ ପଟେ ଭାରତ ଏଥର ରେକର୍ଡ ଭାଙ୍ଗି ଗରମ ଅନୁଭବ କରୁଛି। ସେପଟେ ସାଉଦି ଆରବରେ ମଧ୍ୟ ପ୍ରବଳ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳୁଛି । ପ୍ରବଳ ଗରମ ମଧ୍ୟରେ ମକ୍କାରେ ହଜ୍ ଯାତ୍ରା ସମୟରେ ୧୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଯେଉଁଥିରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ!-->…
ନିଟ ଓ ୟୁଜିସି-ନେଟ ପ୍ରସଙ୍ଗ: ଶିକ୍ଷାମନ୍ତ୍ରୀଙ୍କ ଘରେ ଆଗରେ ଟଙ୍କା ଉଡ଼ାଇ ବିକ୍ଷୋଭ
ନୂଆଦିଲ୍ଲୀ : ନିଟ ପ୍ରଶ୍ନପତ୍ର ଲିକ ଓ ୟୁଜିସି-ନେଟ ପରୀକ୍ଷା ରଦ୍ଦ ହେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହା ବିରୋଧରେ ଆଜି କଂଗ୍ରେସର ଛାତ୍ର ସଂଗଠନ ଏନଏସ୍ୟୁଆଇ ବିକ୍ଷୋଭ ପ୍ରଦର୍ଶନ କରିଛି। ଆଜି ଏନଏସ୍ୟୁଆଇର ଶତାଧିକ ସଦସ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର!-->…
NEET UG ପରୀକ୍ଷା : ଦିନକ ପୂର୍ବରୁ ମିଳିଥିଲା ପ୍ରଶ୍ନ ପତ୍ର
ନୂଆଦିଲ୍ଲୀ : ସତ ମାନିଲେ ପରୀକ୍ଷାର୍ଥୀ। NEET ପରୀକ୍ଷାରେ ହେରଫେର ହୋଇଥିବା ନେଇ କଲେ ବଡ଼ ଖୁଲାସ। ପରୀକ୍ଷାରେ ହୋଇଥିବା ପେପର୍ ଲିକ୍। ଏନେଇ ଏହି ମାମଲାରେ ଗିରଫ ହୋଇଥିବା ନିଟ୍ ପରୀକ୍ଷାର୍ଥୀ ଅନୁରାଗ ଯାଦବ ସ୍ୱୀକାର କରିଛନ୍ତି।ପୁଲିସ ଆଗରେ ବୟାନ ରେକର୍ଡ ବେଳେ ଚଳିତ NEET UG!-->…
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ମିଳିଲା ଜାମିନ, କାଲି ଜେଲରୁ ବାହାରିବେ
ନୂଆଦିଲ୍ଲୀ : ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆଜି ତାଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ମନିଲଣ୍ତରିଂ ମାମଲାରେ ଜାମିନ ପ୍ରଦାନ କରିଛନ୍ତି।ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ!-->…
ରୁଷ-ୟୁକ୍ରେନ ଯୁଦ୍ଧ ଅଟକାଇଦେଉଛ, ପ୍ରଶ୍ନପତ୍ର ଲିକ୍ ବନ୍ଦ କରିପାରୁନ ? ମୋଦୀଙ୍କୁ ରାହୁଲଙ୍କ ସମାଲୋଚନା
ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ଓ ୟୁଜିସି ନେଟ୍ ୨୦୨୪ ପରୀକ୍ଷାରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ସେ ଇସ୍ରାଏଲ, ଗାଜା ଓ ରୁଷିଆ-ୟୁକ୍ରେନ ଯୁଦ୍ଧ ଅଟକାଇଦେଇଥିଲେ, କିନ୍ତୁ!-->…
ନିଟ ପ୍ରଶ୍ନପତ୍ର ଲିକ୍ ମାମଲା : ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ କରାଯିବ, ଦୋଷୀଙ୍କୁ ଛଡ଼ାଯିବ ନାହିଁ : ଧର୍ମେନ୍ଦ୍ର
ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷାକୁ ନେଇ ହୋଇଥିବା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଧର୍ମେନ୍ଦ୍ର କହିଛନ୍ତି ଯେ ଆମେ ଯେକୌଣସି ପ୍ରକାର ସଂସ୍କାର ପାଇଁ ପ୍ରସ୍ତୁତ। ପ୍ରଶ୍ନପତ୍ର!-->…
ଉତ୍ତରାଖଣ୍ଡରେ ଜମି କିଣୁଥିବା ବାହାର ରାଜ୍ୟର ଲୋକଙ୍କୁ କରାଯିବ ଯାଞ୍ଚ: ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଗୁରୁବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ କରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଅପରାଧକୁ ନେଇ ସମୀକ୍ଷା କରିଛନ୍ତି | ଆଇନ ଶୃଙ୍ଖଳାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।!-->…
ବିଷାକ୍ତ ମଦ ନେଲା ୩୪ ଜୀବନ, ୧୦୦ ଗୁରୁତର ହସ୍ପିଟାଲରେ ଭର୍ତ୍ତି
ଚେନ୍ନାଇ: ତାମିଲନାଡୁର କାଲାକୁରିଚି ଜିଲ୍ଲାରେ ଅପମିଶ୍ରିତ ମଦ ସେବନ କରି ପ୍ରାୟ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କୁ ବାଦ୍ ଦେଲେ ଅନ୍ୟ ୧୦୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜିଲ୍ଲା କଲେକ୍ଟର ଏମଏସ ପ୍ରସନ୍ନ ନ୍ୟୁଜ ଏଜେନ୍ସି ଏଏନ୍ଆଇକୁ ଏ ନେଇ ସୂଚନା ଦେଇଛନ୍ତି।ସେହି!-->…
ଶିଶୁ ଶ୍ରମିକ ନିରାକରଣ ସଚେତନତା ପ୍ରଚାର ରଥର ଶୁଭାରମ୍ଭ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିଶୁ ଶ୍ରମ ବିରୁଦ୍ଧରେ ମାସ ବ୍ୟାପି ସଚେତନତା ପ୍ରଚାର ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ ସଚିନ ପାୱାର!-->!-->!-->!-->!-->…