ଜଳୁଛି ସାରା ଓଡ଼ିଶା, ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ

ଭୁବନେଶ୍ବର : ଜଳୁଛି ସାରା ଓଡ଼ିଶା । ଢହ ଢହ ଖରା ସାଙ୍ଗକୁ ତତଲା ପବନ । ଆଜି ବି ତାତିରୁ ତ୍ରାହି ନାହିଁ । ବାରିପଦାରେ ୪୪ ଡିଗ୍ରୀ ଡେଇଁଲା ତାତି । ୩ ଦିନ ଧରି ବାରିପଦାରେ ତାତି ୪୪ ଡିଗ୍ରୀ ଉପରେ ରହିଛି । ଦିନ ୨ଟା ୩୦ ସୁଦ୍ଧା ୪୩.୬ ଡିଗ୍ରୀ ସହ ଝାରସୁଗୁଡ଼ା ଓ କେନ୍ଦୁଝର

କମିଶନରେଟ ପୋଲିସ ପକ୍ଷରୁ ଚୋରି ସାମଗ୍ରୀ ଫେରସ୍ତ ମେଳା

ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ଚୋରି ସାମଗ୍ରୀ ଫେରସ୍ତ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ୧୪୧ ମୋବାଇଲ, ଲାପଟପ୍ , କ୍ୟାସ ଫେରାଇଛନ୍ତି। DCP ଙ୍କ ନେତୃତ୍ୱରେ ଏହି ଟିମ୍ ମିଳିଛି ବଡ଼ ସଫଳତା।ସେହିପରି ନିର୍ବାଚନ ପାଇଁ କମିଶନରେଟ ପୋଲିସ ର କଡ଼ା ଆଭିମୁଖ୍ୟ। ବନ୍ଧୁକ

ଅପହରଣ ଉଦ୍ୟମ ପଣ୍ଡ, ମହିଳାଙ୍କୁ ଆକ୍ରମଣ ପରେ ଛାଡ଼ିଦେଲା ଦୁର୍ବୃତ୍ତ

ଆନନ୍ଦପୁର ୨୧।୪: ଅପହରଣକାରୀ କବଳରୁ ବର୍ତ୍ତିଗଲେ ମହିଳା । ଉଦ୍ଧାର ମହିଳାଙ୍କୁ କିଛି ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘସିପୁରା

ଆକାଉଣ୍ଟରୁ ୯ କୋଟି ଗାଏବ, ତଦନ୍ତ କରୁଛି EOW

ମୟୂରଭଞ୍ଜ: ଜିଲ୍ଲା ପରିଷଦ ଆକାଉଣ୍ଟରୁ ୯ କୋଟି ଗାଏବ । ମୟୂରଭଞ୍ଜ ଜିଲ୍ଲା ପରିଷଦ ଜମାଖାତାରୁ ଗାଏବ ହୋଇଛି ୯ କୋଟି ୬୦ ଲକ୍ଷ ଟଙ୍କା । ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଥିବା ଜମାଖାତାରୁ ଟଙ୍କା ଉଭାନ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ଗାଏବ ନେଇ ଥାନାରେ ମାମଲା ରୁଜୁ ହୋଇଛି

ମାଲକାନଗିରିରେ ଶଙ୍ଖ ଛାଡ଼ି ପଦ୍ମ ଧରିଲେ ୨୦ରୁ ଊର୍ଦ୍ଧ୍ବ ତୁଙ୍ଗନେତା

ମାଲକାନଗିରି: ବିଜେଡିକୁ ଶକ୍ତ ଧକ୍କା ଲାଗିଛି। ଲକ୍ଷ୍ମୀପ୍ରିୟାକୁ ଟିକଟ ଦେବା ପରେ ଇସ୍ତଫାର ସୁଅ ଛୁଟୁଥିଲା। ମାଥିଲି ବ୍ଲକ ଅଧ୍ୟକ୍ଷ, ଖଇରପୁଟ ବ୍ଲକ ଅଧ୍ୟକ୍ଷ ସମେତ ଏହି ଦୁଇ ବ୍ଲକର ଉପାଧ୍ୟକ୍ଷ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ମାଥିଲିର ବ୍ରାହ୍ମଣଗୁଡା ଠାରେ ବିଜେପି ତରଫରୁ

ଶିମିଳିପାଳରେ ପହଞ୍ଚିଲେ ଓଡ୍ରାଫ ଟିମ୍

ନିଆଁର ଆଁରେ ଶିମିଳିପାଳ ଅଭୟାରଣ୍ୟ। ଶିମିଳିପାଳ ଅଭୟାରଣ୍ୟର ବହୁ ସ୍ଥାନରେ ଲାଗିଛି ନିଆଁ। ଗୋଟିଏ ପାହାଡ଼ରୁ ଆଉ ଗୋଟିଏ ପାହାଡ଼କୁ ନିଆଁ ମାଡି ଚାଲିଛି। ୨୭୫୦ ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ୩୧ଟି ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳର ୨୦ଟି ଏବଂ ଦକ୍ଷିଣ ଶିମିଳିପାଳର

‘ଇଣ୍ଡିଆ’ ରାଲିରେ ଉଡ଼ିଲା ଚୌକି, ଫାଟିଲା ମୁଣ୍ଡ

ରାଲି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହେଲା ସଙ୍ଘର୍ଷ। ବିରୋଧୀଙ୍କ ଇଣ୍ଡିଆ ଅଲାଏନ୍ସର ଉଲଗୁଲାନ ରାଲି ବେଳେ ମୁହାଁମୁହିଁ ହେଲେ ସମର୍ଥକ। ପରସ୍ପରକୁ ଉରକୁ ଫିଙ୍ଗିଲେ ଚୌକି। କେବଳ ସେତିକି ନୁହେଁ ଲାଠି ମାଡ ମଧ୍ୟ କଲେ। ଏଥିରେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହି ପୂରା ଘଟଣାର ଭିଡିଓ

ବଡଚଣା ଟିକେଟ ପାଇବା ପରେ ନବୀନ ନିବାସରେ ବର୍ଷା, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର : ନବୀନ ନିବାସରେ ବର୍ଷା ପ୍ରିୟଦର୍ଶିନୀ । ବଡଚଣା ଟିକେଟ ପାଇବା ପରେ ନବୀନ ନିବାସରେ ପହଞ୍ଚିଛନ୍ତି ଅଭିନେତ୍ରୀ ବର୍ଷା । ବଡ଼ଚଣାରୁ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏହାପରେ ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା

‘ଜେଲରେ ମୋ ସ୍ୱାମୀଙ୍କୁ ମାରିବାକୁ ଚେଷ୍ଟା ଚାଲିଛି’

'ଜେଲ୍‌ ଭିତରେ ମୋ ସ୍ୱାମୀଙ୍କୁ ମାରିଦେବାକୁ ଚେଷ୍ଟା ଚାଲିଛି। ତାଙ୍କୁ ଇନ୍‌ସୁଲିନ୍‌ ଦିଆଯାଉ ନାହିଁ।' ରାଞ୍ଚିରେ ଆୟୋଜିତ ଇଣ୍ଡିଆ ଅଲାଏନ୍ସର ଉଲଗୁଲାନ ରାଲିରେ ଯୋଗ ଦେଇ ଏଭଳି କିଛି ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପତ୍ନୀ ସୁନୀତା କେଜ୍ରିଓ୍ୱାଲ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ମୃତ ଓ ନଅ ଗୁରୁତର

ଉମରକୋଟ : ରଖେ ହରି ମାରେ କିଏ, ଆଉ ମାରେ ହରି ରଖେ କିଏ । ଆଜି ଦିନ ପ୍ରାୟ ତିନିଟା ସମୟରେ ଏକ ଅଟୋ ଯାହାର ନମ୍ବର OD20 F6582 କୁନ୍ଦାଇ ପଟରୁ ୧୨ ଜଣ ପାସେଞ୍ଜର ନେଇ ରାଇଘର ଆସୁଥିବା ବେଳେ ଜୋରେଙ୍ଗା ନୂଆ ଇଲେକ୍ଟ୍ରି ଅଫିସ ତିଆରି ହେବା ଜାଗାରେ ଦୁର୍ଘଟଣାରେ ଅଟୋଟି ଦ୍ବି ଫାଳ ହୋଇ ଯାଇଛି