Sign in
Sign in
Recover your password.
A password will be e-mailed to you.
ଦିନିକିଆଗସ୍ତରେ ରାଜ୍ୟ ପୋଲିସ ମହାନିର୍ଦେଶକ ଅରୁଣ ଷଡ଼ଙ୍ଗୀ
ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ସମ୍ମିଳନୀ କକ୍ଷରେ କଲେ ସମୀକ୍ଷା…
ବ୍ରହ୍ମପୁର : ଆସନ୍ତା ସାଧାରଣ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ର ସହିତ ସମାପନ ହୋଇ ପାରିବ ସେ ନେଇ ସମୀକ୍ଷା କରିଥିଲେ ରାଜ୍ୟ ପୋଲିସ ମହା ନିର୍ଦେଶକ ଅରୁଣ ଷଡ଼ଙ୍ଗୀ । ଅବାଧ, ନିରପେକ୍ଷ ନିର୍ବାଚନ ସହିତ ଅପରାଧୀ ମାନଙ୍କ!-->!-->!-->…
ଓଲଟିଲା CRPF ଯବାନଙ୍କ ବସ୍, ୧୦ ଆହତ
ଛତିଶଗଡର ବସ୍ତର ଜିଲ୍ଲାରେ CRPF ଯବାନଙ୍କ ବସ୍ ଦୁର୍ଘଟଣାଗ୍ରସ୍ତ। ଏଥିରେ ୧୦ ଜଣ ଯବାନ ଆହତ ହୋଇଛନ୍ତି। ନିର୍ବାଚନ ଡ୍ୟୁଟି ପାଇଁ ଯିବା ସମୟରେ ଦୁର୍ଘଟଣା ଘଟିଥିବା ସୂଚନା।
ପୁଲିସ ସୂଚନାନୁସାରେ, ଏପ୍ରିଲ ୨୬ ମତଦାନ ପାଇଁ CRPF ଯବାନମାନେ ବସ୍ ଯୋଗେ ଦନ୍ତେୱାଡା ଫରସପାଲରୁ ମହାସମୁଣ୍ଡ!-->!-->!-->…
ମୋନାଲିସାଙ୍କ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି
ଯାଜପୁର: ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ । ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଛାଡିବା ମାମଲାର ଖୋଳତାଡ କରିବ ଇଡି । ପୁର୍ବରୁ ବନ୍ୟଜନ୍ତୁଙ୍କ ସହ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଓ ଘରେ ବନ୍ୟଜନ୍ତୁଙ୍କୁ ପୋଷିବା ଘଟଣାରେ ଉଭୟ ମୋନାଲିସା ଓ ତାଙ୍କ ସ୍ୱାମୀ!-->…
ବାବା ରାମଦେବଙ୍କୁ ଆଉ ଏକ ସୁପ୍ରିମ ଝଟ୍କା, ଦେବେ ସର୍ଭିସ ଟ୍ୟାକ୍ସ
ଯୋଗ ଗୁରୁ ବାବା ରାମଦେବଙ୍କ ଥମୁନି ଅଡୁଆ। ସୁପ୍ରିମକୋର୍ଟଙ୍କରୁ ତାଙ୍କୁ ଆଉ ଏକ ବଡ଼ ଝଟକା ଲାଗିଛି। ନିଜ ଯୋଗ ଶିବିର ପାଇଁ ସର୍ଭିସ ଟ୍ୟାକ୍ସ ଦେବାକୁ ତାଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁଙ୍କ ଖଣ୍ଡପୀଠ ଏହି ମାମଲାରେ ସେବା ଟିକସ ଅପିଲ!-->…
ପୋଖରୀରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର
ଜଳେଶ୍ବର: ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବଡମନ୍ଦାରୁଣୀ ଗ୍ରାମର ଚନ୍ଦନ ପୋଖରୀରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ନାଁ ଜାନକୀ ଗୋଚ୍ଛାୟତ ବୋଲି ଜଣାପଡିଛି।
ସୂଚନା ଅନୁସାରେ ଜାନକୀ ଦୁଇ ଦିନ ପୂର୍ବରୁ ଘରୁ କେଉଁ ଆଡକୁ ଚାଲି ଯାଇଥିଲେ। ପରିବାର ଲୋକେ ବହୂ!-->!-->!-->…
ଦେଶ ବିରୋଧୀ କାର୍ଯ୍ୟ ଅଭିଯୋଗରେ PhD ଛାତ୍ରଙ୍କୁ ନିଲମ୍ବନ କଲା TISS
ମୁମ୍ବାଇର ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋଶାଲ୍ ସାଇନ୍ସେସ୍ (TISS) ଜଣେ ପିଏଚଡି ଛାତ୍ରଙ୍କୁ ଦୁଇ ବର୍ଷ ପାଇଁ ନିଲମ୍ବିତ କରିଛି। ଦେଶ ବିରୋଧୀ କାର୍ଯ୍ୟ ଏବଂ PSF-TISS ବ୍ୟାନରରେ ଦିଲ୍ଲୀରେ ଏକ ବିକ୍ଷୋଭରେ ଅଂଶଗ୍ରହଣ କରିଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ଅନୁଷ୍ଠାନ।
ଦୁଇ!-->!-->!-->…
ପଇସା ପାଇଁ ପୁତୁରାକୁ ହତ୍ୟା କଲା କାକା! ସପ୍ତାହକ ପରେ ଅଭିଯୁକ୍ତ ଗିରଫ
ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଗ୍ରାମର ଜଣେ ନିଖୋଜ ୧୫ ବର୍ଷୀୟ ବାଳକକୁ ଅପହରଣ ଓ ହତ୍ୟା ଅଭିଯୋଗରେ ଟିଟିଲାଗଡ଼ ପୁଲିସ ସମ୍ପର୍କୀୟ କାକା ରୋହନ ବାଗକୁ ଗିରଫ କରିଛି। ସେ ପୁତୁରାକୁ ଅପହରଣ କରିବା ପରେ ଏକ ବେନାମୀ ଚିଠି ଲେଖି ପରିବାର ଠାରୁ ୨.୩ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲା।!-->…
ସୀମାନ୍ତ ଛତିଶଗଡ ଜଗଦଲପୁର ଠାରେ ସୁରକ୍ଷାବାହିନୀ ଗାଡିର ସଡ଼କ ଦୁର୍ଘଟଣାରେ ୧୦ ଯବାନ ଆହତ…
ମାଲକାନଗିରି : ସୀମାନ୍ତ ଛତିଶଗଡ ଜଗଦଲପୁର ଠାରେ ସୁରକ୍ଷାବାହିନୀ ଗାଡିର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଜଗଡଦଲପୁର ଫେରିବା ବେଳେ ଯବାନଙ୍କ ଏକ ବସ୍ ଓଲଟି ପଡିଥିଲା। ବସ୍ରେ ଯାତ୍ରା କରୁଥିବା ୧୦ ରୁ ଅଧିକ ଯବାନ ଆହତ ହେଇଥିବା ବେଳେ ୩ ଜଣ ଯବାନ ଗୁରୁତର ଅବସ୍ଥାରେ ଅଛନ୍ତି ।!-->!-->!-->…
ପୋଲସରା ରେ ଝୁଣ୍ଟିଲାଣି ବିଜେଡ଼ି ଅଡୁଆ ବଢୁଛି ଶ୍ରୀକାନ୍ତ ଙ୍କ..!
ଦୁଇ ନାରୀ ନେତ୍ରୀ ବିଜେଡି ପାଇଁ କଣ୍ଟା...!!
ମହିଲାକୁ ଧକ୍କା ଦେଲା ବାଇକ, ଚାଳକ ଗୁରୁତର…
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ତେଲିନଘାଟ ନିକଟରେ ଜଣେ ମହିଳାକୁ ପଛପଟୁ ବାଇକ ଧକ୍କା ଦେବା ଫଳରେ ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ମହିଳା ଜଣଙ୍କ ମଧ୍ୟ ଆହତ ହୋଇଛନ୍ତି l ସୂଚନା ଥାଉକି ବାଇକ ଚାଳକ ହେଲେ ବିନୟ କୁଲୁ ୩୫ ବର୍ଷ ଘୁଣ୍ଟି ଛପ୍ପଲ୍ ଗ୍ରାମର!-->!-->!-->…