ଧରାକୋଟରେ ସରକାରୀ ବାବୁଙ୍କ ଇଙ୍ଗିତରେ ପୋଡ଼ା ଇଟା ଭାଟି !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ନଦୀ ତଟ ଅଞ୍ଚଳ ରେ ମାଳମାଳ ପୋଡ଼ା ଇଟା ଭାଟି । ଜିଲ୍ଲା ବାହାରୁ ଶ୍ରମିକ ଆଣି ଇଟା ଭାଟି ମାଫିଆ ମାନେ ଭଞ୍ଜନଗର ଠାରୁ ଧରାକୋଟ ଅଞ୍ଚଳର ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ଏହି ସବୁ ବେଆଇନ ଇଟା ଭାଟି କରିଥିବା ଚର୍ଚ୍ଚା ହେଉଛି। ଏପଟେ ଅଫିସର ରାଜ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ବର୍ଦ୍ଧନା ଉତ୍ସବରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଯୋଗଦାନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଥିଲା ସମ୍ବର୍ଦ୍ଧନା ଉତ୍ସବ l ଏହି ଉତ୍ସବରେ ବିଦ୍ୟାଳୟର ଚଳିତ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ସମଗ୍ର ଜିଲ୍ଲାରେ ଅଧିକାଂଶ ସରକାରୀ ସ୍ମାର୍ଟ ବିଦ୍ୟାଳୟ ରେ ଏ୧, ଏ୨ ନଥିବା ବେଳେ ସର୍ବାଧିକ ୭ ଜଣ…

୧୧ତମ ଆର୍ଟ ଅଫ୍ ଗିଭିଙ୍ଗ ଜିଲ୍ଲାସ୍ତରୀୟ ସମ୍ମିଳନୀରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସମ୍ମାନୀତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ଆର୍ଟ ଅଫ ଗିଭିଙ୍ଗର ଜିଲ୍ଲାସ୍ତରୀୟ ୧୧ତମ ସମ୍ମିଳନୀ ଅଲ୍ ଓଡିଶା ମାର୍ସଲ ଆର୍ଟସ୍ ପରିସରରେ ଅନୁଷ୍ଠିତ ହୋଇ ଯାଇଛିା ଏହି କା ର୍ଯ୍ୟକ୍ରମରେ ମୁଖ୍ୟ ଅତିଭଥି ଭାବେ ମାଲକାନଗିରି ଏସ୍‌.ପି. ନିତିଶ ବାଧ୍ୱାନୀ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା…

ଭଗବାନ ଭରସାରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର…!

ଔଷଧ ସାଲାଇନ ବାହାରୁ କିଣିବାକୁ ପଡୁଛି…ବ୍ରହ୍ମପୁର : ସହରାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଆସିକା ପୌରାଞ୍ଚଳରେ ସହରାଞ୍ଚଳ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗତ ୦୨/୧୦/୨୨ ରେ ଖୋଲାଯାଇଥିଲା।ଗତ ୧୮ ମାସ ମଧ୍ୟରେ ଅନେକ ସମସ୍ୟା ଘେରରେ ରହିଥିବା ଜଣାପଡ଼ିଛି।ବର୍ତ୍ତମାନ ଏହି…

ତ୍ୟାଗ ଓ ସେବାର ଜୀବନ୍ତ ପ୍ରତୀକ ଥିଲେ ଉତ୍କଳମଣୀ ଗୋପବନ୍ଧୁ

ପୂଜ୍ୟ ପୂଜା ସମିତି ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବ୍ରହ୍ମପୁର : ସ୍ଥାନୀୟ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଓଡ଼ିଶାର ବରପୁତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ତିରୋଧାନ ଦିବସ ପାଳନ ହୋଇଯାଇଛି l ସକାଳୁ ସମିତି ପକ୍ଷରୁ ଗିରି ରୋଡ଼…

ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର ୧୧ ବର୍ଷ ପୂର୍ତ୍ତି

ଛତ୍ରପୁର : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ସାହାଯ୍ୟ କାରି ଙ୍କୁ ସାହାଯ୍ୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ କିଟ ଓ କିସ ୟୁନିଭରସିଟି ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର…

ବାଲି ମାଫିଆଙ୍କୁ ଠାବ କରିଛି ରାଏବଗା ପୋଲିସ !

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧୀନରେ ହେଉଥିବା ବେଆଇନ ବାଲି ବେପାରକୁ ଠାବ କରିଛି ରାଏବଗା ପୋଲିସ | ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଶଶୀଭୂଷଣ ମହାତ ନିଜର ସହକର୍ମୀଙ୍କ ସହିତ ସଲଙ୍ଗାବାହାଲ ଓ ଦଲକିରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଏକଟି ହାଇୱା…

ଶାଳପର୍ଣ୍ଣୀ ସାହିତ୍ୟ ସଂସଦ ଫିରିଙ୍ଗିଆ, ଆଭାସୀ ମାସିକ ସାହିତ୍ୟ ଆସର ଭାଗ – ୧୦

ଫୁଲବାଣୀ : ଶାଳପର୍ଣ୍ଣୀ ସାହିତ୍ୟ ସଂସଦର ଦଶମ ଆଭାସୀ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।ଗ୍ରୀଷ୍ମପ୍ରବାହର ସୃଜନୀ କାର୍ଯ୍ୟକ୍ରମ ଶାଳପର୍ଣ୍ଣୀର ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପ୍ରଭାତୀ ପାତ୍ରଙ୍କ ସଭାପତିତ୍ବରେ ଆରମ୍ଭ ହୋଇଥିଲା ।ଉକ୍ତ ଆସରରେ ମୁଖ୍ୟ ଅତିଥି ଭାବେ ଲୋକ ସଂସ୍କୃତି ଗବେଷକ ତଥା…

ଲୋନ୍ ଟଙ୍କା ସୁଝିନ ପାରିବାରୁ ବିଷ ପିଇ ଆତ୍ମହତ୍ୟା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ନିକଟସ୍ତ ବଙ୍ଗଳା ସାହିର ଅଜିତ୍ ନାୟକ ଗ୍ରୁପ୍ ଲୋନ୍ ହେଇଥିଲେ l ସେଇ ଗ୍ରୁପ୍ ଲୋନ୍ ସୁଝି ନ ପାରିବାରୁ ବହୁ ଚାପ ଗ୍ରସ୍ତରେ ରହୁଥିଲେ l ପ୍ରାୟ ତିନିରୁ ଚାରିଟି ଗ୍ରୁପ୍ପ ରୁ ଲୋନ୍ ଆଣିଥିବା ସୂଚନା ଦେଇଛନ୍ତି ପରିବାର ଲୋକେ l ସେଇ ଚାପରେ ସେ…

ମୁଖ୍ୟଚିକିତ୍ସାଳୟ ମେଡିସେନ ୱାର୍ଡ଼ ମହିଳା ଶୌଚାଳୟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ମେଡିସେନ ୱାର୍ଡ଼ର ମହିଳା ସୌଚାଳୟରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର। ମେଡିସେନ ୱାର୍ଡ଼ ମଧ୍ୟରେ ଥିବା ମହିଳା ସୌଚାଳୟ କୁ ଆଜି ଜଣେ ସୁଇପର ସଫା କରିବାକୁ ଯାଇଥିବା ବେଳେ ଗୋଟିଏ ନବଜାତ ଶିଶୁ କନ୍ୟାର ମୃତଦେହ…