Sign in
Sign in
Recover your password.
A password will be e-mailed to you.
ଏକ୍ସସାଇଜ୍ ଡ୍ୟୁଟି ହ୍ରାସ୍ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର: ଏକ୍ସସାଇଜ୍ ଡ୍ୟୁଟି ହ୍ରାସ୍ ପାଇଁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥିରତା ଓ ଜନ କଲ୍ୟାଣ ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ସ୍ପଷ୍ଟ କରୁଛି। ଗୁଜବ!-->…
ଆସିକା ଅଞ୍ଚଳ ରେ ଜମି ଓ ମାଟି ମାଫିଆ ମାନଙ୍କ ଆତଙ୍କରାଜ ରାଜସ୍ୱ ବିଭାଗ ଜଳକା ……!
ପ୍ରଶାସନ ବଟି ନେଇ ନିଘୋଡ଼ ନିଦ୍ରା ରେ...!
ସ୍ୱଳ୍ପ ରୟାଲଟି ଦେଇ ସହ ସହ ହାଇୱା ରେ ମାଟି ମୋରମ ଲୁଟ…..!ବ୍ରହ୍ମପୁର : ଆସିକା ଅଞ୍ଚଳ ରେ ଚାଷଜମି ଗୁଡିକୁ ଶାଗ ମାଛ ଦରରେ କ୍ରୟ କରି ପ୍ଲଟ ନିର୍ମାଣ କରାଯାଉଛି। ପ୍ଲଟ ନିର୍ମାଣ ହୋଇଥିବା ଖାଲୁଆ ଜମିରେ ମାଟି ଓ ମୋରମ ଭର୍ତ୍ତି କରିବା ପାଇଁ!-->!-->!-->…
ଓଡ଼ଗାଁ ପୋଲିସର ଚଢାଉ : ୧୧ ଏଲପିଜି ସିଲିଣ୍ଡର ଜବତ
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ମକରପଦା ଠାରେ ଓଡ଼ଗାଁ ପୋଲିସ ଚଢ଼ାଉ କରି ୧୧ ଟି ଏଲପିଜି ସିଲିଣ୍ଡର ଜବତ କରିଛି।ସମ୍ପ୍ରତି ଯୁଦ୍ଧ ପରିସ୍ଥିତିରେ ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ପେଟ୍ରୋଲିୟମ ସାମଗ୍ରୀର ଆମଦାନୀ ବାଧାପ୍ରାପ୍ତ ଯୋଗୁଁ ବଜାରରେ ଏଗୁଡ଼ିକର ଘୋର!-->…
ଜୟଦେବ ସିଠଙ୍କ “ମୁଁ ତ୍ରିରଙ୍ଗା କହୁଛି” କବିତା ସଙ୍କଳନ ଲୋକାର୍ପଣ
ରାୟଗଡ଼ା : ପବିତ୍ର ଶ୍ରୀରାମ ନବମୀ ତିଥି ଅବସରରେ ରାୟଗଡ଼ା ରାଣୀ ଗୁଡ଼ା ଫାର୍ମ ମାଆ ମଙ୍ଗଳା ମନ୍ଦିର ପରିସରରେ ସେବା ନିବୃତ୍ତ ଓ ରାଜ୍ୟ ପୁରସ୍କୃତ ଶିକ୍ଷକ,କବି, ଗାଳ୍ପିକ ଓ ସମାଜ ସେବକ ଶ୍ରୀ ଜୟଦେବ ସିଠଙ୍କ ଦଶମ କୃତି "ମୁଁ ତ୍ରିରଙ୍ଗା କହୁଛି"କବିତା ସଙ୍କଳନ ଉପସ୍ଥିତ ସଭି ରାଷ୍ଟ୍ରୀୟ!-->…
ବସ୍-ଟ୍ରକ ମୁହାଁମୁହିଁ : ଜଳିଗଲା ବସ୍, ୧୩ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: ଗୁରୁବାର ସକାଳେ ଆନ୍ଧ୍ର ପ୍ରଦେଶର ମାର୍କାପୁରମ୍ ଜିଲ୍ଲାରେ ଏକ ଘରୋଇ ଟ୍ରାଭେଲ୍ସ ବସ୍ ଏକ ଟିପ୍ପର ଟ୍ରକ ସହିତ ଧକ୍କା ହୋଇ ନିଆଁ ଲାଗିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି।
ସକାଳ ପ୍ରାୟ ୬ଟାରେ ହରିକୃଷ୍ଣ ଟ୍ରାଭେଲ୍ସର ବସ୍ଟି ତେଲେଙ୍ଗାନାର ନିର୍ମଳରୁ ନେଲୋର ଅଭିମୁଖେ!-->!-->!-->…
ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ ଜରୁରୀ ସୂଚନା: ବିନା KYCରେ ଚାଲିବନି ଫେସବୁକ୍-ଇନଷ୍ଟାଗ୍ରାମ !
ନୂଆଦିଲ୍ଲୀ: ଆଜିର ସମୟରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। କିନ୍ତୁ ଏହା ସହିତ ଜଡିତ ସମସ୍ୟା ଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି ଆକାଉଣ୍ଟ, ଅନଲାଇନ୍ ଠକେଇ ଏବଂ ମହିଳା ଏବଂ ଶିଶୁଙ୍କ ବିରୋଧରେ ସାଇବର ଅପରାଧ ଗମ୍ଭୀର ଚିନ୍ତାର କାରଣ ପାଲଟିଛି। ଏହି!-->…
ପଦ୍ମା ନଦୀକୁ ଖସିଲା ବସ୍, ୨୩ ମୃତ
ବାଂଲାଦେଶ : ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ପଦ୍ମା ନଦୀକୁ ଖସିପଡିଛି। ଦୁର୍ଘଟଣାରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ଲୋକ ଆହତ ଏବଂ ନିଖୋଜ ଥିବା ଜଣାପଡିଛି। ସୂଚନାନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ!-->…
ଆବୁଧାବିରେ ମିସାଇଲ୍ ମାଡ଼ରେ ଭାରତୀୟଙ୍କ ମୃତ୍ୟୁ, ୩ ଆହତ
ନୂଆଦିଲ୍ଲୀ: ମିସାଇଲ୍ ମାଡ଼ରେ ଭାରତୀୟଙ୍କ ମୃତ୍ୟୁ । ୟୁଏଇର ରାଜଧାନୀ ଆବୁଧାବିରେ ଏକ ବଡ଼ ଧରଣର ମିସାଇଲ୍ ଆକ୍ରମଣ । ଏକ ବାଲିଷ୍ଟିକ ମିସାଇଲକୁ ଆକାଶମାର୍ଗରେ ଧ୍ୱଂସ କରାଯାଇଥିଲା, କିନ୍ତୁ ଏହାର ଭଙ୍ଗା ଅଂଶ ସ୍ୱେହାନ ଷ୍ଟ୍ରିଟ୍ ରେ ପଡ଼ିବାରୁ ଜଣେ ଭାରତୀୟ ଏବଂ ଜଣେ ପାକିସ୍ତାନୀ!-->…
ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
ନୂଆଦିଲ୍ଲୀ : ସେନା ମେଡାଲ୍ ବିଜେତାଙ୍କୁ ସମ୍ମାନ। ଆଜୀବନ ଟ୍ରେନ୍ ଯାତ୍ରା ମାଗଣା! । ପ୍ରତିରକ୍ଷା ବିଭାଗ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ସେନା, ନୌସେନା କିମ୍ବା ବାୟୁସେନା ମେଡାଲ୍ ପାଇଥିବା ବୀର ଏବଂ ସେମାନଙ୍କ ପରିବାର ପାଇଁ ହୋଇଛି ଏହି ବଡ଼ ଘୋଷଣା ।
ଏହି ନୂଆ ନିୟମ!-->!-->!-->…
ନାୟାରାରେ ବଢ଼ିଲା ତୈଳ ଦର, ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ମହଙ୍ଗା
ନୂଆଦିଲ୍ଲୀ: ନାୟାରା ପେଟ୍ରୋଲ ପମ୍ପରେ ବଢ଼ିଲା ଦର । ଲିଟର ପିଛା ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ମହଙ୍ଗା ହେଲା । ଦେଶର ସବୁଠାରୁ ବଡ଼ ଘରୋଇ ତୈଳ କମ୍ପାନୀ ନାୟାରା ଏନର୍ଜି ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଦେଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ କମ୍ପାନୀ ଏହି!-->…