Sign in
Sign in
Recover your password.
A password will be e-mailed to you.
‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଭୁବନେଶ୍ୱର: ଆଜି ଷଷ୍ଠ ରାଜ୍ୟ ଅର୍ଥ କମିଶନର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ।
ଏହି ପୋର୍ଟାଲ ରାଜ୍ୟ ଅର୍ଥ କମିଶନ (SFC) ଏବଂ କେନ୍ଦ୍ର!-->!-->!-->…
ଚିତ୍ରକୋଣ୍ଡାରେ ଉତ୍କଳ ସାମ୍ବାଦିକ ସଙ୍ଘର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ
, ନୂତନ ସଦସ୍ୟତା ଗ୍ରହଣ କଲେ ୮ ସାମ୍ବାଦିକ
ମାଲକାନଗିରି (ସୁଧାଂଶୁ ଶେଖର ମହାନ୍ତି) : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ର ଜିଲ୍ଲା ସ୍ତରୀୟ ସାଧାରଣ ପରିଷଦ ବୈଠକ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ଥିତ ଇକୋ ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଉତ୍କଳ!-->!-->!-->…
ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କଲେ ଷଷ୍ଠ ରାଜ୍ୟ ବେତନ କମିସନ
ଭୁବନେଶ୍ୱର: ଷଷ୍ଠ ରାଜ୍ୟ ଅର୍ଥ କମିସନର ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି। କିଛି ଦିନ ପୂର୍ବରୁ ଏହି ରିପୋର୍ଟ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କୁ ପ୍ରଦାନ କରାଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ!-->…
‘ୱିଙ୍ଗସ ଇଣ୍ଡିଆ’ରେ ଅଂଶଗ୍ରହଣ କଲେ ଓଡ଼ିଶା ସରକାର; ଦକ୍ଷତା ବିକାଶ ଆଭିମୁଖ୍ୟକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର…
ଭୁବନେଶ୍ବର: ଇଦ୍ରାବାଦର ବେଗୁମପେଟ୍ ଠାରେ ଆୟୋଜିତ ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ରମ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ରେ ଓଡ଼ିଶା ସରକାର ଅଂଶଗ୍ରହଣ କରିଛନ୍ତି। ଭାରତର ବିମାନ ଚଳାଚଳ କ୍ଷେତ୍ରରେ ରାଜ୍ୟର ବଢୁଥିବା ଭୂମିକାକୁ ପ୍ରତିଫଳିତ କରି ଏହି ପାଭିଲିୟନର ବିଷୟବସ୍ତୁ!-->…
ଅଜିତଙ୍କୁ ଝୁରୁଛନ୍ତି ସମର୍ଥକ; ଆହତଙ୍କ ସାହାଯ୍ୟ ପାଇଁ ପ୍ରୋଟୋକଲ୍ ଭାଙ୍ଗିଥିଲେ
ମହାରାଷ୍ଟ୍ର : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଆଜି ଦେହାନ୍ତ ହୋଇଛି । ବାରାମତିର ଏୟାରଷ୍ଟ୍ରିପ୍ ନିକଟରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ଏବଂ ସମର୍ଥକମାନେ ମର୍ମାହତ ହୋଇପଡିଛନ୍ତି ।
ଆପଣଙ୍କୁ!-->!-->!-->…
ବିମାନ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଲେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ
ରାଜସ୍ଥାନ : ଆଜି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ବିମାନ ଦୁର୍ଘଟଣା ପରେ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ସୁଖଜିନ୍ଦର ସିଂ ରନ୍ଧାୱାଙ୍କୁ ନେଇ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଏବେ ଜୟପୁରରେ ଲ୍ୟାଣ୍ଡିଂ କରିପାରିନଥିଲେ ।!-->…
ପ୍ରଥମ ଅବତରଣ ବିଫଳ ପରେ ମାନୁଆଲ୍ ପଦ୍ଧତିରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ ପାଇଲଟ
ମହାରାଷ୍ଟ୍ର : VT-SSK ବିମାନଟି ଆଜି ସକାଳ ପ୍ରାୟ ୮:୧୦ ସମୟରେ ମୁମ୍ବାଇରୁ ବାରାମତୀ ଅଭିମୁଖେ ବାହାରିଥିଲା । ପ୍ରାୟ ୮:୪୫ ସମୟରେ ବାରାମତୀ ଏୟାରପୋର୍ଟରେ ଅବତରଣ କରିବା ବେଳେ ଏହା ରନୱେରୁ ବାହାରକୁ ଖସିଯାଇଥିଲା । ପୁଣେ-ବାରାମତୀ ଅଞ୍ଚଳରେ ପ୍ରବଳ କୁହୁଡ଼ି ଯୋଗୁଁ ଭିଜିବିଲିଟି ଅତି!-->…
ଆମେରିକାରେ ବରଫ ଝଡ଼, ଗଲାଣି ୪୦ରୁ ଅଧିକ ଜୀବନ
ଆମେରିକା : ଆମେରିକାରେ ଗତ ଜାନୁଆରୀ ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଏହା ଏବେସୁଦ୍ଧା ୪୨ଟି ଜୀବନ ନେଇ ସାରିଥିବା ବେଳେ ଜନଜୀବନ ଏକପ୍ରକାର ଠପ୍ ହୋଇଯାଇଛି । ପ୍ରବଳ ବରଫପାତ ସାଙ୍ଗକୁ ହାଡ଼ଭଙ୍ଗା ଶୀତରେ ୪୦ ଟପିଲାଣି ମୃତ୍ୟୁ ସଂଖ୍ୟା ।
!-->!-->!-->…
ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ ଆଗରେ ରହିଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଅଭିଭାଷଣ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କହିଛନ୍ତି, ପ୍ରତି କ୍ଷେତ୍ରରେ ଦେଶ ଆଗକୁ ବଢ଼ୁଛି, ସାରା ବିଶ୍ବରେ ଭାରତର ଚର୍ଚ୍ଚା ହେଉଛି। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଭାରତ ଆଗରେ ରହିଛି ।!-->…
ଅଜିତ ପାୱାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ମହାରାଷ୍ଟ୍ର : ମହାରାଷ୍ଟ୍ର ବାରାମତିରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଉପମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ ପରେ ରାଜନୈତିକ ମହଲରେ ଖେଳିଯାଇଛି ଶୋକର ଛାୟା । ଅଜିତଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ!-->…