Sign in
Sign in
Recover your password.
A password will be e-mailed to you.
ଉମରକୋଟ ନିର୍ବାଚନ ମଣ୍ଡଳି ରେ ବିଜେପିର ବାଜି ମାତ : ସୀମାନ୍ତ ଅଞ୍ଚଳ ପରଚିପାରା ରେ ଜନ ସମାଗମ..
ରାଇଘର(୦୫/୦୬/୨୦୨୪ ) ନବରଙ୍ଗପୁର ଜିଲ୍ଲା ବିଜେପି ପାର୍ଟି ବିଜୟ ଲାଭ କରିବା ପରେ ପରଚି ପାରା ଗ୍ରାମ ଡି,ଏନ୍ ,କେ ରୁ ଏକ ବିଶାଳ ଖୁସିର ଶୋଭାଯାତ୍ରା ବାହାରି ବିଜେପି ଜୟ ହେବାର , ବାର୍ତ୍ତା ପ୍ରେରଣ କଲେ ଗ୍ରାମର ସରପଞ୍ଚ ଓ ଗ୍ରାମର ବିଜେପି ପାର୍ଟିର ପ୍ରମୁଖ କାର୍ଯ୍ୟ କର୍ତ୍ତା ମାନେ ଏହି!-->…
ବିଜେପିର ସୁକାନ୍ତ ପାଣିଗ୍ରାହୀ ହେଲେ କନ୍ଧମାଳର ସାଂସଦ…
ଫୁଲବାଣୀ : କନ୍ଧମାଳ ଲୋକସଭା ଆସନର ସଂସାଦ ଭାବେ ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ହେଭିୱେଟ ନେତା ତଥା କିଟ କିସର ପ୍ରତିଷ୍ଠାତା ଡଃ ଅଚ୍ୟୁତାନନ୍ଦ ସାମନ୍ତଙ୍କୁ ୨୧ହଜାର ୩୭୧ ଭୋଟରେ ହରାଇ ବିଜୟୀ ହୋଇଛନ୍ତି l ବିଜେପିର ସୁକାନ୍ତ କୁମାର!-->!-->!-->…
ଡାକ୍ତର ଅପରଣ ମାମଲା : କର୍ଣ୍ଣାଟକରୁ ଉଦ୍ଧାର ହେଲେ ଡାକ୍ତର…
ମାଲକାନଗିରି: କିଛିଦିନ ହେବ କାଲିମେଳାରୁ ଅପହୃତ ଡାକ୍ତର ଅମ୍ଲାନ ଭୋଇଙ୍କ ନକ୍ସଲଙ୍କ ଅପହରଣ ନେଇ ସାରା ରାଜ୍ୟରେ ଚର୍ଚା ହେଉଥିବା ବେଳେ ବର୍ତ୍ତମାନ ତାହାର ସୁରାକ ମିଳିଛି । ତାଙ୍କୁ ସୁରକ୍ଷିତ ଭାବେ କର୍ଣ୍ଣାଟକରୁ ଉଦ୍ଧାର କରିଛି ମାଲକାନଗିରି ପୁଲିସ। ଏନେଇ ମାଲକାନଗିରି ଏସପି ସୂଚନା!-->!-->!-->…
ବିଧାନସଭା ନିର୍ବାଚନ ଫଳାଫଳ ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରୁ ବିଜେପି ପ୍ରାର୍ଥୀ ବିଜୟୀ,ବିଜେଡ଼ି…
ଛତ୍ରପୁର, ତା. ୫ / ୬ ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ ୧୧ଟି ଆସନରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ, ଲାଭ କରିଥିବା ବେଳେ ବିଜେଡ଼ି ଓ କଂଗ୍ରେସ ଦଳ ତରଫରୁ ଗୋଟିଏ ଆସନରେ ବିଜୟୀ ହୋଇଥିବା ଖବର ମିଳିଛି । ତେବେ ବାଜିମାତ କରିଥିବା ଭାରତୀୟ ଜନତାପାର୍ଟିର ପ୍ରାର୍ଥୀଗଣ!-->…
ନିର୍ବାଚନ ଫଳା ଫଳ ଘୋଷଣା ପରେ ମଦ, ବାଲି ଓ ଜମି ମାଫିଆଙ୍କ ମୁଣ୍ଡରେ ଚଡକ…
ବ୍ରହ୍ମପୁର: ସାରା ରାଜ୍ୟରେ ଥିବା ବାଲି ମଦ ମାଫିଆ ମାନେ ଅଧିକାଂଶ କରି ଶାସକ ଦଳରେ ରହି ନିଜକୁ ସୁରକ୍ଷିତ ମଣୁ ଥିବାର ନଜିର ରହିଛି। ଚଳିତ ସାଧାରଣ ନିର୍ବାଚନ ର ଫଳା ଫଳ ଘୋଷଣା ହେବା ପରେ ମଦ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଲକ୍ଷ କରାଯାଇଛି। ଏବେ ମୁଖ୍ୟମନ୍ତ୍ରୀ ଙ୍କ!-->…
ଅବକାରୀ ବିଭାଗ କୁ ସଫଳତା ୪୦୦କିଲୋ ଗଞ୍ଜେଇ ଜବତ…
ମାଲକାନଗିରି ତା 05.06.2024 ରିଖ ବୁଧବାର ଦିନ ମାଲକାନଗିରି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବିମ୍ବାଧର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଉପ ଅଧିକ୍ଷକ ଶ୍ରୀ ଟଙ୍କଧର ଭୋଇ ଏବଂ ମାଲକାନଗିରି ରେଞ୍ଜ ଇନ୍ସପେକ୍ଟର ଶ୍ରୀ ସନ୍ତୋଷ କୁମାର ବଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶ୍ରୀ!-->!-->!-->…
ନିଃସର୍ତ୍ତ କଥା ସତ ହେଲା…:ଗଞ୍ଜାମରୁ ମୂଳ ପୋଛ ହେଲା ବିଜେଡି…
ପ୍ରଦୀପ ପାଣିଗ୍ରାହୀ ଙ୍କ ଉକ୍ତି ଲେଖା ଛିଡି଼ବ ସତ୍ୟ ହେଲା..
ଟ୍ରକରେ ପିଟି ହୋଇ ବାଇକ୍ ଚାଳକ ମୃତ
ହିଞ୍ଜିଳିକାଟୁ : ମଙ୍ଗଳବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ ଛକ ନିକଟରେ ଟ୍ରକକୁ ଧକ୍କା ଦେଇ ଜଣେ ବାଇକ୍ ଚାଳକ ଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପାଟପୁର ଥାନା ଗୁଡିଆପାଟଣା ଗ୍ରାମର ପପୁନ ସାବତ (୩୦) । ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନରେ!-->…
ବାଲିଗୁଡା ବିଧାନସଭା : ବିଜେଡିର ଚକ୍ରମଣି କହଁର ବିଜୟୀ
ବାଲିଗୁଡ଼ା : କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ସମାପ୍ତ ହୋଇଛି । ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୧୬୭୧ ଟି ଭୋଟ ବ୍ୟବଧାନ ରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ନିଜ ବିଧାୟକ ପଦ ବଜାୟ!-->…
ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେପିର କୃଷ୍ଣଚନ୍ଦ୍ର ନାୟକ
ଛତ୍ରପୁର : ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହେଲେ ବିଜେପିର କୃଷ୍ଣ ଚନ୍ଦ୍ର ନାୟକ l କୃଷ୍ଣ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡିର ସୁବାସ ଚନ୍ଦ୍ର ବେହେରା ଙ୍କ ଠାରୁ ୧୧୨୬୫ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି l ଛତ୍ରପୁର ବିଧାନସଭା ପାଇଁ ବିଜେପି ର କୃଷ୍ଣ ଚନ୍ଦ୍ର ନାୟକ ୭୪୬୨୭ ଭୋଟ!-->…