ସୁରାଣା ଜୁଏଲର୍ସ ଉପରେ ଚଢ଼ାଉ, ବାହାରିଲା ଟଙ୍କାର ପାହାଡ଼

ସୁନା ଦୋକାନ ମାଲିକଙ୍କ ଘରେ ପଶିଲା ଆୟକର ବିଭାଗ। ବାହାରିଲା ପୁଳା ପୁଳା ଟଙ୍କା। ମହାରାଷ୍ଟ୍ରର ନାସିକରେ ଥିବା ସୁରାଣା ଜୁଏଲର୍ସରେ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍‌ କରିଛି। ଚଢ଼ାଉ ବେଳେ ନଗଦ ୨୬ କୋଟି ଟଙ୍କା ଜବତ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ, ଏହାକୁ ନେଇ…

ପ୍ରକାଶ ପାଇଲା ଯୁକ୍ତ-୨ ରେଜଲ୍ଟ, କଳା, ବିଜ୍ଞାନ, ବାଣିଜ୍ୟ ସବୁଥିରେ ଆଗୁଆ ଝିଅ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । www.orissaresult.nic.in ରେ ପ୍ରକାଶ ପାଇଲା ରେଜଲ୍ଟ । ଏନେଇ ଫଳ ପ୍ରକାଶ କଲା ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ତେବେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଗୋଟିଏ ଦିନରେ ହିଁ…

ବାତ୍ୟା ରେମାଲ ପାଇଁ କୋଲକାତାରୁ ୯ ଘଣ୍ଟା ବିମାନ ଚଳାଚଳ ବନ୍ଦ

ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ରେମାଲ’ । ଯାହାର ପ୍ରଭାବ ସିଧା ପଶ୍ଚିମବଙ୍ଗ ଉପରେ ପଡ଼ିବ । ଫଳରେ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୋଲକାତା ବିମାନ ବନ୍ଦର ପକ୍ଷରୁ ଆଜି ମଧ୍ୟରାତ୍ରରୁ ୯ ଘଣ୍ଟା ପାଇଁ ସମସ୍ତ ବିମାନ ଚଳାଚଳକୁ ବନ୍ଦ କରିବାକୁ…

ଯୁବ ସାମାଜସେବୀଙ୍କ ଦ୍ଵାରା ଫୁଲବାଣୀ ମଶାଣିର ସଫେଇ

ଫୁଲବାଣୀ : ସ୍ଥାନୀୟ ନାରାୟଣୀ ମନ୍ଦିରକୁ ଯିବା ରାସ୍ତା ନିକଟରେ ଥିବା ମଶାଣି ଭିତରେ ବହୁ ଦିନରୁ ଖାଲ ଢିପ, ଉଚାବଚ, ଅଳିଆ ଆବର୍ଜନା ରେ ଭରପୁର ହୋଇ ପଡ଼ି ରହିଥିଲା l ତାହାକୁ ସଫେଇ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଥିଲେ କିଛି ଯୁବ ସାମାଜସେବୀ l ସେମାନେ ହେଲେ ଫୁଲବାଣୀ ଉପ…

ଦୁଃଖ ଦେଉଛି ଜନନୀ ଯନ୍ତ୍ରଣା : ପ୍ରାୟ ଏକ କିମି ପାଦରେ ଚାଲି ପହଁଚିଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ

ମାଲକାନଗିରି (କୋରୁକୋଣ୍ଡା) : ସ୍ୱାଧିନତାର ସାତ ଦଶନ୍ଧି ପୁରିଯାଇ ଥିଲେ ମଧ୍ୟ ଆଜି ମଧ୍ୟ ଡାକ୍ତର ଖାନା ଯିବା ପାଇଁ ମା ମାନଙ୍କୁ ଗର୍ଭ ଯନ୍ତ୍ରଣାରେ ଛଟ ପଟ ହୋଇ ଚାଲି ଯିବାକୁ ପଡୁଛି । ସରକାରଙ୍କ ତରଫରୁ ବହୁ ପ୍ରକାର ସୁବିଧା ମାନ ଯୋଗାଇ ଦିଆଯାଉଥିଲେ ମଧ୍ୟ ସେସବୁ ଯେମିତି କାଗଜ କଲାମରେ…

ସ୍କୁଟି ଧକ୍କାରେ ଯୁବକ ମୃତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅଧୀନରେ ଥିବା ଖଇରବାହାର ସରଣା ଛୋକ ଉପରେ ଗୋଟିଏ ସ୍କୁଟି ଚଳିତ ମାସ ୨୪ ତାରିଖ ଦିନ ଶୁକ୍ରବାର ପ୍ରାୟ ୪.୩୦ ରେ ରାଏବଗା ପଟୁ ଦୃତ ଗତିରେ ଆସି ଛିଡ଼ା ହୋଇ ଥିବା ସୋନୁ କୁମାର ଟେଟେ (୨୪)ଙ୍କୁ ପଛ ପଟୁ ଧକ୍କା ଦେବାଫଳରେ ରାସ୍ତା ଉପରେ…

ପୁଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ନକ୍ସଲ ନିପାତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବେ ଅସାନ୍ତ ହୋଇପଡ଼ିଛି। ଲଗାତାର ଛତିଶଗଡ଼ ପୁଲିସକୁ ନକ୍ସଲ ଦମନରେ ସଫଳତା ମିଳୁଛି। ଆଜି ନକ୍ସଲ ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ପୁଲିସ ଏନକାଉଣ୍ଟରରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର…

ଚିକିଟୀ ବ୍ଲକରେ ମାଟ୍ରିକ ପରୀକ୍ଷା ପାସ ହାର ୯୯%

ଚିକିଟୀ : ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକରେ ମାଟ୍ରିକ ପରୀକ୍ଷା ପ୍ରକାଶିତ ଫଳାଫଳ ରେ ଚିକିଟୀ ବ୍ଲକର ବିଦ୍ୟାର୍ଥୀ ମାନେ ୯୯ ପ୍ରତିଶତ ସଫଳତା ପାଇଛନ୍ତି । ବ୍ଲକର ସମସ୍ତ ବିଦ୍ୟାର୍ଥୀ ମାନଙ୍କୁ ପଛରେ ପକାଇ ସୁନାପୁର ଶ୍ରୀ କାଶୀ ବିଶ୍ୱନାଥ ଉଚ୍ଚ ବିଦ୍ୟାପୀଠ ର ଛାତ୍ରୀ କେ. ଆଦାଶ୍ୟା ପାତ୍ର…

ମାଗଣା ବିଜୁଳି ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି: ବିଜେଡି

ଭୁବନେଶ୍ଵର: ନିର୍ବାଚନ ଯୋଗୁଁ ବିରୋଧୀ ମିଛ ଓ ଭୁଲ ତଥ୍ୟ ଦେଇ ଭ୍ରମ ସୃଷ୍ଟି କରୁଛନ୍ତି । ଶକ୍ତିର ଆବଶ୍ୟକତା ବଢିଲେ ଦେଶର ବିକାଶ ହୁଏ । ମେକ ଇନ୍ ଓଡିଶା ପରି କାର୍ଯ୍ୟକ୍ରମ ଦ୍ୱାରା ଶିଳ୍ପ ଆସୁଛି । ମାଗଣା ବିଜୁଳି ବିରୋଧୀଙ୍କୁ ଅଡୁଆରେ ପକାଇ ଦେଇଛି । କାରଣ ୯୦% ଓଡ଼ିଶାବାସୀ ଏହି ଲାଭ…

୨୯ରେ ଓଡ଼ିଶା ଆସିବେ ଖଡ୍‌ଗେ, ୩୦ରେ ରାହୁଲ ଗାନ୍ଧି

ଭୁବନେଶ୍ୱର : ନିର୍ବାଚନ ପ୍ରଚାର ପାଇଁ ପୁଣି ଥରେ ଓଡ଼ିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡ୍‌ଗେ ଓ ସାଂସଦ ରାହୁଲ୍‌ ଗାନ୍ଧି। ଖଡ୍‌ଗେ ଦୁଇଟି ସଭା କରିବେ ଓ ରାହୁଲ ଗୋଟିଏ ଜନସଭାରେ ଉଦ୍‌ବୋଧନ ଦେବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର। …