ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷାଫଳ: ପାସ୍ ହାର ୯୬.୦୭ ପ୍ରତିଶତ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଖୋର୍ଦ୍ଧା ଛାତ୍ରଛାତ୍ରୀ । ୯୭. ୯୮ ପ୍ରତିଶତ ରେକର୍ଡ କରି ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ପଛରେ ପଡିଯାଇଛି ନୂଆପଡା । ୯୩.୯୧ ପ୍ରତିଶତ ପାସ୍ ହାର ସହିତ ନୂଆପଡା ସର୍ବନିମ୍ନରେ ରହିଛି ।…

ମଧ୍ୟରାତ୍ରୀରେ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବାତ୍ୟା ରେମାଲ

ବଙ୍ଗୋପସାଗରରେ ଭୟଙ୍କର ହେଉଛି ବାତ୍ୟା ‘ରେମାଲ । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଇଛି । ପଶ୍ଚିମବଙ୍ଗର ସାଗର ଦ୍ବୀପରୁ ୨୭୦ କିମି ଦୂରରେ ରହିଛି । ମଧ୍ୟରାତି ସୁଦ୍ଧା ବାଂଲାଦେଶର ଖେପୁପରା ଓ ଏହା ନିକଟ ପଶ୍ଚିମବଙ୍ଗର ସାଗର ଦୀପ ମଧ୍ୟ ଦେଇ ସ୍ଥଳ ଭାଗ…

ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ। ୨୮ରେ  ଓ ୨୯ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ। ୨୮ରେ  ଶ୍ରୀ ଶାହ ୩ଟି ଜନସଭାକୁ ସମ୍ବୋଧନକୁ କରିବେ। ଚାନ୍ଦବାଲି, କୋରୋଇ ଓ ନିମାପଡ଼ାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବେ। ସେହିପରି ୨୯ରେ…

ରେବ୍‌ ପାର୍ଟିରେ ଚଢ଼ାଉ: ଅଭିନେତ୍ରୀଙ୍କ ସମେତ ୮ ଜଣଙ୍କୁ ନୋଟିସ୍‌

କିଛି ଦିନ ତଳେ କର୍ଣ୍ଣାଟକ ପୁଲିସ ଏକ ରେବ୍‌ ପାର୍ଟି ଉପରେ ଚଢ଼ାଉ କରି ଏହାର ପର୍ଦ୍ଦାଫଶ କରିଥିଲା। ଏହି ମାମଲାରେ ଏବେ ଜଣେ ଅଭିନେତ୍ରୀ ଫଶିଥିବା ସୂଚନା ମିଳିଛି। କର୍ଣ୍ଣାଟକ ପୁଲିସ ଜଣେ ତେଲୁଗୁ ଅଭିନେତ୍ରୀଙ୍କ ସମେତ ୮ ଜଣଙ୍କୁ ଏହି ରେବ୍‌ ପାର୍ଟି ମାମଲାରେ ନୋଟିସ୍‌ ଜାରି କରିଛି।…

‘ତୃତୀୟ ପର୍ଯ୍ୟାୟ ପରେ ପୁଣି ଥରେ ସରକାର ଗଢିସାରିଲାଣି ବିଜେଡି’

ଭୁବନେଶ୍ବର: ବିଜେପିର ପ୍ରଶ୍ନବାଣକୁ କଡା ଉତ୍ତର ଦେଇଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା ଓଡିଶାର ଲୋକ ଜାଣିଛନ୍ତି । ବିଜେପି କେବଳ ଅପପ୍ରଚାର କରି କୁମ୍ଭୀର କାନ୍ଦଣା କାନ୍ଦୁଛି । ଶନିବାର ଓଡିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ନିଶାନା…

ଭୀଷଣ ରୂପ ନେଇଛି ବାତ୍ୟା ‘ରେମାଲ’: ଓଡ଼ିଶାର ୫ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ବାତ୍ୟା ‘ରେମାଲ’ ଆଜି ଭୀଷଣ ବାତ୍ୟାର ରୂପ ନେଇ ସାରିଥିବା ବେଳେ ଆହୁରି ତୀବ୍ର ରୂପ ଧାରଣ କରି ମଧ୍ୟରାତ୍ରରେ ବାଂଲାଦେଶର ମଙ୍ଗଲାରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହାର ପ୍ରଭାବରେ ଓଡ଼ିଶାର ୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା…

ମହିଳା ପୋଲିଂ ଅଫିସରଙ୍କ ମୃତ୍ୟୁ: ମିଳିବ ୧୫ ଲକ୍ଷ ଟଙ୍କାର ସହାୟତ ରାଶି

କଟକ: ଡ୍ୟୁଟି ବେଳେ ମହିଳା ପୋଲିସଙ୍କ ମୃତ୍ୟୁ, ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ନିର୍ବାଚନ ଅଧିକାରୀ । ଗତକାଲି ନିର୍ବାଚନ ଡ୍ୟୁଟି ସମୟରେ ବାଖରାବାଦ୍ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଜାତା ମିତ୍ରଙ୍କ ମୃତ୍ୟୁ ଘଟିଥିଲା । ଏହାକୁ ନେଇ ନିୟମ ଅନୁଯାୟୀ ତାଙ୍କ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା; ଯାଞ୍ଚ ହେବ ସିସିଟିଭି

ଜେଲରେ ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ଇଭିଏମ ଭାଙ୍ଗିବା ଘଟଣାରେ ଗିରଫ ପରେ ତାଙ୍କୁ ଜେଲକୁ ପଠାଇଦିଆଯାଇଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖୋର୍ଦ୍ଧା ଏସପି । ପ୍ରିଜାଇଡିଂ ଅଧିକାରୀଙ୍କ ଏତଲା ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାବେଳର ସିସିଟିଭି…

ବଡ଼ମାଧପୁର ଓ ଗୋବା ଗ୍ରାମରେ ଛତ୍ରପୁର ପୋଲିସର ଫ୍ଲାଗ ମାର୍ଚ୍ଚ

ଛତ୍ରପୁର : ନିର୍ବାଚନ ପରେ ବିଭିନ୍ନ ସ୍ଥାନରେ ହିଂସା ଘଟଣା ବୃଦ୍ଧି ପାଇବାରେ ଲାଗିଛି l ଏହାକୁ ରୋକ ଲଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଂ କରାଯାଉଛି l ଏହି ପରିପ୍ରେକ୍ଷୀରେ ରବିବାର ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଓ ଗୋବା…

ମାଟ୍ରିକ ଫଳାଫଳରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରକୁ ମିଳିଲା ଶତପ୍ରତିଶତ ସଫଳତା

ଛତ୍ରପୁର : ଆଜି ମାଟ୍ରିକ ଫଳାଫଳ ପ୍ରକାଶ ପାଇଛି । ଏଥିରେ ଛତ୍ରପୁର ଶ୍ରୀରାମନଗର ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ମିଳିଲା ଶତ ପ୍ରତିଶତ ସଫଳତା । ଚଳିତ ବର୍ଷ ୮୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ଫଳାଫଳ ପାଇଁ ଫର୍ମ ପୂରଣ କରିଥିବା ବେଳେ ୮୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।…